ଜାତୀୟ

ରାମ ମନ୍ଦିର ପାଇଁ ଆଫଗାନିସ୍ତାନରୁ ଆସିଲା ଖାସ୍‌ ଉପହାର

ଲକ୍ଷ୍ନୌ,୨୦।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଏଥିପାଇଁ ଆଜି ଶନିବାର ହେଉଛି ବୈଦିକ ରୀତିନୀତିର ପଞ୍ଚମ ଦିନ ଯାହା ଏକ ସପ୍ତାହ ପୂର୍ବରୁ ଚାଲିଥିଲା। ଏହି ସମୟରେ, ବିଶ୍ୱର ବିଭିନ୍ନ ସ୍ଥାନରୁ…

ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପଚରାଉଚରା କରିବ ଇଡି, ୫ ମାସ ଧରି ପଠାଉଥିଲା ସମନ

ରାଞ୍ଚି,୨୦।୧: ଜମି ଦୁର୍ନୀତି ମାମଲାରେ ବାରମ୍ବାର ସମନ ମିଳିବା ସତ୍ତ୍ୱେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହେଉନାହାନ୍ତି। ଏମିତିରେ ଇଡି ଟିମ୍‌ ତାଙ୍କୁ ପଚରାଉଚରା କରିବା ଲାଗି ଶନିବାର ରାଞ୍ଚି ଯିବ। ତେବେ ସୋରେନଙ୍କୁ ତାଙ୍କ…

ଦିଲ୍ଲୀର ବାବର ରୋଡ୍‌ ସ୍ଥାନରେ ‘ଅଯୋଧ୍ୟା ମାର୍ଗ’…ପୋଷ୍ଟର ଲଗାଇଲା ହିନ୍ଦୁ ସେନା

ନୂଆଦିଲ୍ଲୀ,୨୦।୧: ଗୋଟିଏ ପଟେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଲାଗି ରୀତିନୀତି ଚାଲିଥିବାବେଳେ ଅନ୍ୟପକ୍ଷେ ଦିଲ୍ଲୀର ବାବର ରୋଡ୍‌ ବୋର୍ଡରେ ଅଯୋଧ୍ୟା ମାର୍ଗର ଏକ ପୋଷ୍ଟର ଲଗାଯାଇଛି। ହିନ୍ଦୁ ସେନା ପକ୍ଷରୁ ଶନିବାର ଏହି ପୋଷ୍ଟର ଲଗାଯାଇଛି। ପୂର୍ବରୁ ହିନ୍ଦୁ…

ମୁଁ ଅଯୋଧ୍ୟା ନିଶ୍ଚୟ ଯିବି, ଯଦି କୌଣସି ଦଳକୁ ଆପତ୍ତି ଥାଏ ତେବେ ଫରକ ପଡେନା: ହରଭଜନ ସିଂହ

ନୂଆଦିଲ୍ଲୀ,୨୦।୧: ମହେନ୍ଦ୍ର ସିଂହ ଧୋନୀ, ସଚିନ ତେନ୍ଦୁଲକର, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନଙ୍କ ସମେତ ଅନେକ ଭାରତୀୟ କ୍ରିକେଟରଙ୍କୁ ଜାନୁଆରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଲାଗି ନିମନ୍ତ୍ରଣ ମିଳିଛି। ଏହାକୁ ନେଇ କ୍ରିକେଟର ତଥା…

Ram Mandir Prasad Booking: କ’ଣ ଘରେ ବସି ମାଗଣାରେ ପାଇପାରିବେ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଦିନର ପ୍ରସାଦ? ଜାଣନ୍ତୁ ପ୍ରକୃତ ସତ…

ନୂଆଦିଲ୍ଲୀ,୨୦।୧: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅନେକ କମ୍ପାନୀ ପ୍ରସାଦ ବଣ୍ଟନ ନେଇ ଦାବି କରୁଛନ୍ତି। ଏପରିକି ବହୁଳ ମାତ୍ରାରେ ଶ୍ରଦ୍ଧାଳୁ ସେମାନଙ୍କ ଓ୍ବେବ୍‌ସାଇଟ୍‌କୁ ଯାଇ ବୁକିଂ କରୁଥିବା ଦେଖାଯାଉଛି।…

ଆରବିଆଇର ଘୋଷଣା: ଏହି ଦିନ ବଦଳାଇ ପାରିବେନି ୨୦୦୦ ଟଙ୍କିଆ ନୋଟ

ମୁମ୍ବାଇ,୨୦।୧: ୨୨ ଜାନୁଆରୀ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି ଯେ ସରକାରୀ କାର୍ଯ୍ୟାଳୟ ଅଧା ଦିନ ବନ୍ଦ ଥିବାରୁ ୨୦୦୦ ଟଙ୍କା ନୋଟ ବଦଳାଇବା ସୁବିଧା ଉପଲବ୍ଧ ହେବ…

ରାହୁଲ ଗାନ୍ଧୀଙ୍କ ଉପରେ ୫୦୦ ଟଙ୍କା ଜରିମାନା ଲଗାଇଲେ କୋର୍ଟ

ମୁମ୍ବାଇ,୨୦।୧: ମହାରାଷ୍ଟ୍ର ଥାନେର ଏକ ଅତାଲତ ଖବରଦାତା ଗୌରୀ ଲଙ୍କେଶଙ୍କ ହତ୍ୟା ମାମଲାରେ ରାଷ୍ଟୀୟ ସ୍ବୟଂ ସେବକ ସଂଘର ନାମ ଯୋଡିବା ଉପରେ ସଂଗଠନର କାର୍ଯ୍ୟକର୍ତ୍ତା ଦ୍ୱାରା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ମାନହାନି ମାମଲା ଦାୟର କରାଯାଇଛି।…

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଅଗଣତାନ୍ତ୍ରିକ: କଂଗ୍ରେସ

ନୂଆଦିଲ୍ଲୀ,୨୦।୧: ଏକ ଦେଶ ଏକ ନିର୍ବାଚନ ଚିନ୍ତାଧାରା ଅଗଣତାନ୍ତ୍ରିକ ଏବଂ ସମ୍ବିଧାନର ମୌଳିକ ଢାଞ୍ଚା ବିରୋଧୀ କହି କଂଗ୍ରେସ ଏହାର ଦୃଢ଼ ବିରୋଧ କରିଛି। ଏହା ସଂଘବାଦ ଗ୍ୟାରେଣ୍ଟିର ବିରୋଧ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ଏଭଳି ଚିନ୍ତାଧାରାକୁ…

ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଅଯୋଧ୍ୟା ରାୟ ଦେଇଥିବା ବିଚାରପତିଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ,୨୦ା୧: ୨୦୧୯ ନଭେମ୍ବର ୯ରେ ଐତିହାସିକ ଅଯୋଧ୍ୟା ରାୟ ଆସିଥିଲା। ବିବାଦୀୟ ବାବ୍ରି ମସ୍‌ଜିଦ ସ୍ଥଳ ରାମଲାଲାଙ୍କର ବୋଲି ରାୟ ଦେଇଥିବା ସାମ୍ବିଧାନିକ ପୀଠର ସମସ୍ତ ବିଚାରପତିଙ୍କୁ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନିମନ୍ତ୍ରଣ କରାଯାଇଛି। ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ,…

ଅଯୋଧ୍ୟାରେ ରାମଲଲାଙ୍କ ଅସ୍ଥାୟୀ ମନ୍ଦିର ଦର୍ଶନ ଶେଷ, ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ

ନୂଆଦିଲ୍ଲୀ,୧୯ା୧: ଅଯୋଧ୍ୟାରେ ମହାପ୍ରଭୁ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦେଶର କୋଣଅନୁକୋଣରେ ବହୁବିଧ କାର୍ଯ୍ୟକ୍ରମ ଚାଲିଛି । ଏହିକ୍ରମରେ ୫୧ ଇଞ୍ଚ ଉଚ୍ଚତାର ପ୍ରଭୁ ରାମଲାଲାଙ୍କ ମୂର୍ତ୍ତିକୁ ଅଣାଯାଇ ମନ୍ଦିର ପରିସର ଭିତରେ ରଖାଯାଇଛି । ଗଣପତି ଓ ଅନ୍ୟ ଦେବତାଙ୍କୁ ଆଜି…

ବିଲ୍‌କିସ୍‌ ମାମଲା: ରବିବାର ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦୋଷୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୧: ବିଲ୍‌କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ମୁକ୍ତ ହୋଇଥିବା ୧୧ ଅପରାଧୀଙ୍କୁ ଆସନ୍ତା ରବିବାର ସୁଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମସମର୍ପଣ ସମୟସୀମା…

ଜେଜେଙ୍କ କୋଳରୁ ନାତୁଣୀକୁ ଟାଣିନେଇ ଝୁଣିଲା ପିଟ୍ ବୁଲ୍ କୁକୁର, ସିସିଟିଭିରେ କଏଦ୍ ହେଲା ଘଟଣା

ନୂଆଦିଲ୍ଲୀ,୧୯ା୧: ରାଜଧାନୀ ଦିଲ୍ଲୀରେ କୁକୁର ଆତଙ୍କ ବଢ଼ିବାରେ ଲାଗିଛି। ଏକ ଅଭାବନୀୟ ଘଟଣା କ୍ରମେ ଜେଜେଙ୍କ କୋଳରୁ ଦେଢ଼ ବର୍ଷର ନାତୁଣୀକୁ ଟାଣି ନେଇ କାମୁଡ଼ିଛି ପିଟ୍ ବୁଲ୍ କୁକୁର। ଏଥିରେ ଶିଶୁକନ୍ୟାଟିର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?