‘ପ୍ରାଣ ପ୍ରତିଷ୍ଠା ଦିନରେ ଏହା କର ନାହିଁ …’, ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଲେ ହିମନ୍ତ ବିଶ୍ୱ ଶର୍ମା
ନୂଆଦିଲ୍ଲୀ, ୨୧।୧: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ପୁଣି ଥରେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କୁ ଟାର୍ଗେଟ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜାନୁଆରୀ ୨୨ ରେ ବାତାଦରବାରେ ଶ୍ରୀମନ୍ତ…
ଆଫଗାନିସ୍ତାନରେ ହୋଇନାହିଁ ଭାରତୀୟ ବିମାନ ଦୁର୍ଘଟଣାଗ୍ରସ୍ତ, ସ୍ପଷ୍ଟ କଲେ ସରକାର
ନୂଆଦିଲ୍ଲୀ,୨୧।୧: ଆଫଗାନିସ୍ତାନର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଭାରତର ନଥିବା ସ୍ପଷ୍ଟ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ। ବଦଖଶାନ ପ୍ରୋଭିନ୍ସର ପାର୍ବତ୍ୟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବିମାନଟି ରୁଷିଆ ଯାଉଥିଲା ବେଳେ ପାହାଡ଼ରେ ପିଟି ହୋଇ ଖସିପଡିଥିବା କୁହାଯାଉଛି। ଡିଜିସିଏ…
ପ୍ରାଣ ପ୍ରତିଷ୍ଠାକୁ ଯିବେନି ଚନ୍ଦ୍ରଚୂଡ, ରାୟ ଦେଇଥିବା ୫ ଜଣିଆ ସାମ୍ବିଧାନିକ ବେଞ୍ଚର ଜଣେ ବିଚାରପତି ଉତ୍ସବରେ ଦେବେ ଯୋଗ…
ଅଯୋଧ୍ୟା,୨୧।୧ : ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ରାସ୍ତା ପରିଷ୍କାର କରିଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ଜଣେ ବିଚାରପତି କେବଳ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିବେ। ଜାନୁୟାରୀ ୨୨ ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ତତ୍କାଳୀନ ସିଜେଆଇ…
ଆଫଗାନିସ୍ତାନରେ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ,୨୧।୧: ସ୍କୋ ଅଭିମୁଖେ ଯାଉଥିବା ଏକ ଭାରତୀୟ ବିମାନ ରବିବାର ଆଫଗାନିସ୍ତାନର ବଦାଖଶାନର ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ବଦାଖଶାନ ପୋଲିସ କମାଣ୍ଡ କହିବା ଅନୁଯାୟୀ ଯାତ୍ରୀବାହୀ ବିମାନ ଗତକାଲି ରାତିରେ ରାଡାରରୁ…
ମହାକାଶରୁ କିପରି ଦେଖାଯାଉଛି ରାମ ମନ୍ଦିର, ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର…
ଅଯୋଧ୍ୟା,୨୧।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ମହାକାଶରୁ ରାମ ମନ୍ଦିରର ଚିତ୍ର ଜାରି କରିଛି। ଇସ୍ରୋ ଏହାର ସ୍ବଦେଶୀ ସାଟେଲାଇଟ ବ୍ୟବହାର କରି…
ରାମଲଲାଙ୍କ ଶଶୁରଙ୍କ ଘରୁ ଆସିଲା ୨୫୧ ପ୍ରକାର ଭାର, ସୁନା-ରୂପାର ବାସନ ସମେତ ୧୨୫ପ୍ରକାର ଉପହାର
ଅଯୋଧ୍ୟା,୨୧।୧: ରାମଙ୍କ ଶଶୁରଘରୁ ଆସିଲା ୨୫୧ ପ୍ରକାର ଭାର। ଅଯୋଧ୍ୟାରେ ଜାନୁଆରୀ ୨୨କୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଯାହାକୁ ନେଇ ବୈଶାଳୀ ଜିଲାର ପାତେପୁରସ୍ଥିତ ଶ୍ରୀରାମ-ଜାନକୀ ମଠରୁ ୨୫୧ ପ୍ରକାର ଭାର ପଠାଯାଇଛି। ମାତା ସୀତାଙ୍କ ସନ୍ମସ୍ଥଳୀ ସୀମାମଢିରୁ…
ଅଭେଦ୍ୟ ଦୁର୍ଗରେ ପରିଣତ ହେଲା ଅଯୋଧ୍ୟା, ଚାରିଆଡେ ଯବାନଙ୍କ କଡ଼ା ପହରା…
ଅଯୋଧ୍ୟା,୨୧।୧ : ଜାନୁଆରୀ ୨୨ରେ ଭଗବାନ ଶ୍ରୀରାମଙ୍କ ସହର ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ବର୍ତ୍ତମାନ ପ୍ରାଣ ପ୍ରତିଷ୍ଠା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହି କାର୍ଯ୍ୟ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି…
ଭାରୀ ଜିନିଷ ଅର୍ଡର କରନ୍ତୁ ନାହିଁ, ଥକ୍କି ପଡୁଛୁ; ଗ୍ରାହକଙ୍କୁ ନିବେଦନ କରିବାରୁ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଲା ଆମାଜନ
ନୂଆଦିଲ୍ଲୀ,୨୧।୧: ଭାଇରାଲ ହେବା ପାଇଁ ଏବେ ଲୋକମାନେ ରିଲ୍ସ ଓ ସର୍ଟସ୍ପ ଭିଡିଓରେ ଅଜବଗଜବ ପ୍ରକାର କୌଶଳ ଆପଣାଉଛନ୍ତି। ସାମ୍ପ୍ରତିକ ସମୟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମାଜନ ପରି ବହୁ ଟେକ୍ କମ୍ପାନୀ…
ଏମ୍ସ ବଦଳାଇଲା ନିଷ୍ପତ୍ତି: ପ୍ରାଣ ପ୍ରତିଷ୍ଠା ଦିନ ଓପିଡି ରହିବ ଖୋଲା, ସର୍କୁଲାର ଜାରି…
ନୂଆଦିଲ୍ଲୀ,୨୧।୧ : ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରାମ ମନ୍ଦିରରେ ରାମ ଲାଲାଙ୍କ ସମର୍ପଣ ସମାରୋହକୁ ଦୃଷ୍ଟିରେ ରଖି ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବାକୁ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛି। ଏମ୍ସ ରବିବାର ଦିନ…
ରାମ ମନ୍ଦିର ପରେ ଅଯୋଧ୍ୟାକୁ ମିଳିବ ମସଜିଦ, ଜାଣନ୍ତୁ କେବେ ହେବ ପ୍ରତିଷ୍ଠା
ଅଯୋଧ୍ୟା,୨୧।୧: ଜାନୁଆରୀ ୨୨ ଅର୍ଥାତ୍ ସୋମବାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦ୍ଘାଟନ ହେବାକୁ ଯାଉଛି। ରାମ ମନ୍ଦିର ବିବାଦୀୟ ଭୂମିକୁ ନେଇ ୨୦୧୯ରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ରାୟବେଳେ ଅଯୋଧ୍ୟାରେ ରାମ ମନ୍ଦିର ସହ ମସଜିଦ ନିର୍ମାଣ ପାଇଁ ଭୂମି…
ପ୍ରାଣ ପ୍ରତିଷ୍ଠା ଦିନ ଏମ୍ସ ସମେତ ଅନ୍ୟ କେନ୍ଦ୍ର ସରକାରୀ ହସପିଟାଲ ହାଫ୍ ଡେ: ମୃତ୍ୟୁ ଘଟୁଥିବା ରୋଗୀଙ୍କୁ ଅପେକ୍ଷା କରିବାକୁ କହିବେ କି ଡାକ୍ତର, ବିରୋଧୀ କହିଲେ ‘ହେ ରାମ’…
ନୂଆଦିଲ୍ଲୀ,୨୧।୧ : ଜାନୁଆରୀ ୨୨ ସୋମବାର, ରାମ ମନ୍ଦିରର ପବିତ୍ର ଉଦଘାଟନୀ ଦିବସରେ ଦିଲ୍ଲୀର ଏମ୍ସ ସହିତ ସମସ୍ତ କେନ୍ଦ୍ରୀୟ ଡାକ୍ତରଖାନାରେ ଅଧା ଦିନର ଛୁଟି ଘୋଷଣା କରାଯାଇଛି। ଏହାକୁ ନେଇ ବିରୋଧୀ ଦଳ ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକଟ କରାଯିବା ସହିତ…
ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ କି ରୋକ୍! କୋର୍ଟରେ ପିଟିଶନ ଦାଖଲ କଲେ ୪ ଛାତ୍ର
ମୁମ୍ବାଇ,୨୧।୧:ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ସାରାଦେଶ ରାମମୟ। ଏଥିପାଇଁ ଦେଶରେ ୯ଟି ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି ସରକାର। ମହାରାଷ୍ଟ୍ର ସରକାର ମଧ୍ୟ ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କରିଛନ୍ତି । ଯାହାକୁ ନେଇ…

