ବିହାରରେ ରାହୁଲ ଗାନ୍ଧୀଙ୍କ ଯାତ୍ରାରେ ସାମିଲ ହେବେ ନାହିଁ ଇଣ୍ଡିଆ ସହଯୋଗୀ ନୀତିଶ କୁମାର
ନୂଆଦିଲ୍ଲୀ,୨୫।୧: ସବୁକିଛ ଠିକ ଚାଲୁନାହିଁ ଇଣ୍ଡିଆ ମେଣ୍ଟରେ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଏବଂ ପଞ୍ଜାବର ଭଗବନ୍ତ ମନ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ବିହାରରୁ ଏହି ସଙ୍କେତ ଆସୁଥିବା ଜଣାପଡୁଛି। ସୂଚନାନୁସାରେ, ନୀତୀଶ କୁମାର ରାହୁଲ ଗାନ୍ଧୀଙ୍କ…
ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ନୂଆ ନିୟମ! ଯେ କୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ହେବ ଉପଲବ୍ଧ…
ନୂଆଦିଲ୍ଲୀ,୨୫।୧ : ସ୍ବାସ୍ଥ୍ୟ ବୀମା ପଲିସି କିଣୁଥିବା ଲୋକଙ୍କ ପାଇଁ ଏକ ନୂଆ ନିଷ୍ପତ୍ତି ଆସିଛି। ସେମାନେ ବର୍ତ୍ତମାନ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇବେ। ସେହି ଡାକ୍ତରଖାନା ବୀମା କମ୍ପାନୀ ତାଲିକାରେ ନ ଥିଲେ ମଧ୍ୟ କିଛି…
ଇଣ୍ଡିଆରେ ଫାଟ ବଢ଼ିଲା: କଂଗ୍ରେସଠାରୁ ଦୂରେଇଲେ ନୀତୀଶ, ଭାରତ ନ୍ୟାୟ ଯାତ୍ରାରେ ହେବେନି ସାମିଲ…
ପାଟନା,୨୫।୧ : ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ। ଏହୀ ଯାତ୍ରା ୨୯ ଜାନୁଆରୀରେ ବିହାରରେ ପହଞ୍ଚିବାକୁ ଯାଉଛି। ନୀତୀଶଙ୍କ ଏହି ପଦକ୍ଷେପକୁ ଇଣ୍ଡିଆରେ ବଢୁଥିବା ଫାଟର ଆଉ ଏକ ପଦକ୍ଷେପ…
ଖୁସି ଖବର: ବଜାରକୁ ଆସିବ ଚିକେନ-ମଟନର ସ୍ବାଦ ଦେଉଥିବା ଛତୁ…
ସୋଲନ,୨୫।୧ : ଶାକାହାରୀମାନେ ଯେଉଁମାନେ ଆମିଷ ଖାଦ୍ୟରୁ ଦୂରେଇ ରୁହନ୍ତି ସେମାନେ ଏବେ ଛତୁରେ ଚିକେନ ଏବଂ ମଟନର ସ୍ବାଦ ପାଇ ପାରିବେ। ସେମାନଙ୍କ ପାଇଁ ଏଭଳି ଛତୁ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ। ସୋଲାନର ସେଣ୍ଟ୍ରାଲ ମଶରୁମ ରିସର୍ଚ୍ଚ…
ବକ୍ସିଂରୁ ଅବସର ନେଇ ନାହିଁ: ମିଥ୍ୟା ଖବରକୁ ଖଣ୍ଡନ କଲେ ମେରି କମ୍…
ନୂଆଦିଲ୍ଲୀ,୨୫।୧ : ଗତକାଲି ଭାରତୀୟ ମହିଳା ବକ୍ସର ମେରି କମଙ୍କ ଅବସର ନେଇଥିବା ଖବର ସାମ୍ନାକୁ ଆସିଥିଲା। କିଛି ଘଣ୍ଟା ପରେ, ମେରି କମ ଅବସର ନେଇଥିବା ଖବରକୁ ଭୁଲ ବୋଲି ଘୋଷଣା କରିଛନ୍ତି। ମେରି କମ କହିଛନ୍ତି ସେ ବକ୍ସିଂରୁ…
ଟେମ୍ପୋକୁ ଧକ୍କାଦେଲା ଟ୍ୟାଙ୍କର, ୧୨ ମୃତ, ଘନ କୁହୁଡ଼ି ଦୁର୍ଘଟଣାର କାରଣ…
ଶାହାଜାହାନପୁର,୨୫।୧ : ଗୁରୁବାର ସକାଳେ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲାରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଆଲ୍ଲାହାଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳରେ ଟେମ୍ପୋକୁ ଧକ୍କା…
ପାହାଡ଼ ଉପରେ କ୍ରିକେଟ ଖେଳର ଭିଡ଼ିଓ ଶେୟାର କଲେ ଆନନ୍ଦ ମହିନ୍ଦ୍ରା, କହିଲେ ଭାରତ କ୍ରିକେଟକୁ ଏକ ଅନ୍ୟ ସ୍ତରକୁ ନେଇଯାଇଛି…
ନୂଆଦିଲ୍ଲୀ,୨୫।୧ : ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ତାଙ୍କ ଫଲୋଅରଙ୍କ ସହିତ ମଜାଳିଆ ଭିଡିଓ ଶେୟାର କରନ୍ତି। ସେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାହାଡରେ କ୍ରିକେଟ ଖେଳୁଥିବା ସ୍ଥାନୀୟ ଲୋକଙ୍କ ଏକ ଭିଡିଓ…
Gallantry Awards: ୧୧୩୨ କର୍ମଚାରୀ ହେବେ ସମ୍ମାନୀତ, ଜମ୍ମୁ-କଶ୍ମୀର ପୋଲିସର ସର୍ବାଧିକ ୭୨ ଜଣ, ତାଲିକାରେ ଓଡ଼ିଶାର ୧୫ ଜଣ…
ନୂଆଦିଲ୍ଲୀ,୨୫।୧ : କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ଚଳିତ ବର୍ଷ ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ବିଭାଗର…
Indian Railways: କବଚ ବ୍ରେକିଂ ସିଷ୍ଟମର ସଫଳ ପରୀକ୍ଷଣ, ୧୬୦ କିମି ବେଗରେ ଯାଉଥିବା ଟ୍ରେନ ରେଡ ସିଗନାଲରେ ଆପେଆପେ ଅଟକି ଗଲା…
ଆଗ୍ରା,୨୫।୧ : ଉତ୍ତର କେନ୍ଦ୍ରୀୟ ରେଳବାଇର ଆଗ୍ରା ଡିଭିଜନ ସୂଚନା ଦେଇଛି ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ ‘କବଚ’ର ବ୍ରେକିଂ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷା ଏକ ସେମି ହାଇ ସ୍ପିଡ ଟ୍ରେନରେ କରାଯାଇଥିଲା। ଯେଉଁଥିରେ ଘଣ୍ଟା ପ୍ରତି…
ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ, ଦେଖିଲେଣି ସାଢ଼େ ୬ ଲକ୍ଷରୁ ଅଧିକ ଲୋକ…
ପ୍ରୟାଗରାଜ,୨୫।୧ : ଦେଶରେ ବିବାହ ଋତୁ ଚାଲିଛି । ଏବେ ଲୋକଙ୍କ ମଧ୍ୟରେ ହାଇ-ଟେକ ବିବାହ ପାଇଁ ଏକ କ୍ରେଜ ଅଛି। ବିବାହ ପୋଷାକ, ବିବାହ ପୂର୍ବର ସୁଟ, ମ୍ୟୁଜିକ ଲାଇଟ, ଚମକଦାର, ଡିଜେ, ବାଚଲର ପାର୍ଟି ସହିତ ମେଳ ଖାଉଛି।…
ଏବେ ଗାଁରେ ମିଳିବ ସିକଲସେଲ ଆନିମିଆ-ଜଳାତଙ୍କ ଔଷଧ: କେନ୍ଦ୍ର ସରକାର କିଣିବା ଆରମ୍ଭ କଲେ…
ନୂଆଦିଲ୍ଲୀ,୨୫।୧ : ଜେନେଟିକ ରୋଗ ସିକଲସେଲ ଆନିମିଆ ଏବଂ ଜଳାତଙ୍କ ସଂକ୍ରମଣ ସମ୍ବନ୍ଧୀୟ ଜରୁରୀ ଔଷଧ ତାଲିକାରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ନୂତନ ତାଲିକା ଅନୁଯାୟୀ ପ୍ରତ୍ୟେକ ଜିଲା ଏବଂ ଉପ-ଜିଲା ଡାକ୍ତରଖାନାରେ ହେମୋଫିଲିଆ ଔଷଧ ଉପଲବ୍ଧ ହେବ। ରକ୍ତ…
ଲୋକ ସଭା ନିର୍ବାଚନ ପରେ ରାହୁଲ ଗିରଫ ହେବେ: ହିମନ୍ତ
ଗୁଆହାଟୀ,୨୫ା୧: ଆସାମରେ ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କୁ ଲୋକ ସଭା ନିର୍ବାଚନ ପରେ ଗିରଫ କରାଯିବ ବୋଲି ବୁଧବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଶିବସାଗର ଜିଲାର ନଜିରାରେ…

