ଜାତୀୟ

ଏବେ ଆମେ ସୂର୍ଯ୍ୟଙ୍କୁ ବି ଜିତିବା

ଦାରିଙ୍ଗବାଡି, ୨୬।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଦାରିଙ୍ଗବାଡି ମିନି ଷ୍ଟାଡିୟମ ପରିସର ମଧ୍ୟରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର…

୧୫ ଅଗଷ୍ଟ, ୨୬ ଜାନୁଆରୀରେ ପତାକା ଉତ୍ତୋଳନ କରିବାରେ ରହିଛି ପାର୍ଥକ୍ୟ: ଜାଣନ୍ତୁ କେମିତି

ତ୍ରିରଙ୍ଗା ସର୍ବଦା ଦେଶର ଗର୍ବ। କିନ୍ତୁ ଆପଣ କେବେ ଧ୍ୟାନ ଦେଇଛନ୍ତି କି ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବାର ଉପାୟ ଅଲଗା। ଏହା ପଛରେ ଏକ ବିଶେଷ କାରଣ ଏବଂ ଇତିହାସ ଅଛି। ଜାନୁଆରୀ…

ଅଯୋଧ୍ୟାରେ ଧାର୍ମିକ ପର୍ଯ୍ୟଟନ ବୃଦ୍ଧି ହେତୁ ୨ ଲକ୍ଷ ଲୋକ ପାଇବେ ରୋଜଗାର

ଅଯୋଧ୍ୟା,୨୬।୧: ଅଯୋଧ୍ୟାରେ ୨୨ ଜାନୁଆରୀରେ ପ୍ରଭୁ ରାମଲାଲା ଭବ୍ୟ ମନ୍ଦିରରେ ବିରାଜମାନ କରିଛନ୍ତି। ପ୍ରାଣ ପ୍ରତିଷ୍ଠା ସମାରୋହରେ ହଜାର ହଜାର ଲୋକ ଅଂଶଗ୍ରହଣ କରିଥିଲେ, ଏହା ପରେ ମନ୍ଦିରରେ ଦର୍ଶନ କରିବା ପାଇଁ ଲୋକଙ୍କ ଏକ ବିରାଟ ଧାଡି ରହିଛି। ଏକ…

ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧: ଆଜି ସାରା ଦେଶରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ସାଧାରଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ଶୌର୍ଯ୍ୟ, ସାମର୍ଥ ଏବଂ ବୀରତ୍ୱ ପ୍ରଦର୍ଶନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ଦେଶ ପାଳୁଛି ଗଣତନ୍ତ୍ର ଦିବସ

ନୂଆଦିଲ୍ଲୀ,୨୬ା୧: ଗଣତନ୍ତ୍ର ଦିବସ ପାଇଁ ସାରା ଦେଶରେ ଉତ୍ସାହ ଦେଖାଦେଇଛି। କଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁଠି ତ୍ରିରଙ୍ଗାରେ ରଙ୍ଗାୟିତ । ଶୁକ୍ରବାର ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ। ଏହି ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭାରତୀୟ ସେନା ତାଙ୍କର ସେନା…

ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ କୁମାର; ଭାଜପା ପୁଣି ଫେରି ପାଇବ କି କ୍ଷମତା ?

ନୂଆଦିଲ୍ଲୀ,୨୬।୧: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ସମସ୍ତ ବିଧାୟକଙ୍କୁ ପାଟନାରେ ଏକାଠି ହେବାକୁ ନିର୍ଦ୍ଦେଶ ଦେଇଥିବାରୁ ବିହାର ଏକ ପ୍ରମୁଖ ରାଜନୈତିକ ପୁନର୍ଗଠନ ପଥରେ ଅଛି। ଶୁକ୍ରବାର ଦିନ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଧାନସଭା…

ଜଷ୍ଟିସ୍‌ ଭରାଲେ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଲେ

ନୂଆଦିଲ୍ଲୀ,୨୫।୧: କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପି.ବି. ଭରାଲେ ଗୁରୁବାର ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତାଙ୍କ ଶପଥ ଗ୍ରହଣ ପରେ…

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ରାମ ମନ୍ଦିରର ପ୍ରତିକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଜୟପୁର,୨୫।୧: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗୁରୁବାର ଜୟପୁରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ରୋଡ ଶୋ କରିଛନ୍ତି। ଏଥିସହ ଉଭୟ ନେତା ଜୟପୁରରେ ମହାରାଜା ସାୱାଇ ଜୟ ସିଂଙ୍କ ଦ୍ୱାରା ପ୍ରତିଷ୍ଠିତ…

୭୫ତମ ସାଧାରଣତନ୍ତ୍ର ଦିବସପାଳନ ପୂର୍ବରୁ ୧,୧୩୨ ପୋଲିସଙ୍କୁ ମିଳିଲା ବୀରତ୍ୱ, ସେବା ମେଡାଲ

ନୂଆଦିଲ୍ଲୀ,୨୫।୧: ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ସେଥିରେ ୨୭୭ ବୀରତ୍ୱ ମେଡାଲ ରହିଛି। ପୋଲିସ କର୍ମଚାରୀଙ୍କ ସମେତ ଅଗ୍ନିଶମ…

ପୁରୁଣା ପେନସନ ଯୋଜନାର ଲାଭ ପାଇବେ ୧୩ ହଜାର କର୍ମଚାରୀ, ସରକାର ନେଲେ ନିଷ୍ପତ୍ତି

ବେଙ୍ଗାଲୁରୁ,୨୫।୧: ଦେଶରେ ପୁରୁଣା ପେନସନ ସ୍କିମ ଏବଂ ନୂତନ ପେନସନ ସ୍କିମ କାର୍ଯ୍ୟକାରୀ କରିବା ନେଇ ବିବାଦର ଖବର ସାମ୍ନାକୁ ଆସୁଛି। ଦେଶର ଅନେକ ରାଜ୍ୟ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ବିଷୟରେ କହୁଛନ୍ତି ଏବଂ ଏହା ସହ ଜଡିତ…

ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୧: ୭୫ତମ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦେଶବାସୀକୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ନମସ୍କାର। ୭୫ ତମ ଗଣତନ୍ତ୍ର ଦିବସ ଅବସରରେ ମୋର ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଯେତେବେଳେ…

ବିହାର ରାଜନୀତି: ନୀତୀଶଙ୍କୁ ଫୋନ କଲେ ଲାଲୁ, ୨ଦିନ ମଧ୍ୟରେ ଚୂଡାନ୍ତ ନିଷ୍ପତ୍ତି ନେଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ

ପାଟନା,୨୫।୧: ବିହାରରେ ରାଜନୈତିକ ସଙ୍କଟ ମଧ୍ୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଗୁରୁବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଫୋନରେ କଥା ହୋଇଛନ୍ତି। ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ନୀତୀଶ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି। ଅର୍ଥାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?