ଜାତୀୟ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଚାକିରି ନ ଥିଲେ ପତ୍ନୀଙ୍କ ଭରଣ ପୋଷଣ ପାଇଁ ଶ୍ରମିକ କାମ କରନ୍ତୁ ସ୍ବାମୀ

ଲକ୍ଷ୍ନୌ,୨୮।୧: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କହିଛି ଯେ ସ୍ବାମୀଙ୍କର ଚାକିରିରୁ କୌଣସି ରୋଜଗାର ନଥିଲେ ମଧ୍ୟ ସେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ବା ଭରଣ ପୋଷଣ ଯୋଗାଇବାକୁ ବାଧ୍ୟ, କାରଣ ସେ ଜଣେ ଅଣକୁଶଳି ଶ୍ରମିକ ଭାବରେ ପ୍ରତିଦିନ ପ୍ରାୟ…

କାହିଁକି ପୁଣି ଏନ୍‌ଡିଏ ସହ ମେଣ୍ଟ କଲେ ନୀତୀଶ କୁମାର: ପରଦା ପଛର ରହସ୍ୟ ଉନ୍ମୋଚନ କଲେ ବରିଷ୍ଠ ଜେଡିୟୁ ନେତା

ପାଟନା,୨୮।୧: ଜେଡିୟୁ ସଭାପତି ନୀତୀଶ କୁମାର ରବିବାର ଏନଡିଏ ସହ ମିଶି ପୁଣି ବିହାରରେ ସରକାର ଗଠନ କରିଛନ୍ତି। ଏହାପୂର୍ବରୁ ରବିବାର ସକାଳେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିହାରରେ ମିଳିତ ମେଣ୍ଟ ଇଣ୍ଡିଆ ଭାଙ୍ଗିବା ଏବଂ ନୀତୀଶଙ୍କ ଇସ୍ତଫା…

ବିହାରରେ ଖେଳ ଶେଷ, ଏବେ ଝାଡ଼ଖଣ୍ଡର ପାଳି

ରାଞ୍ଚି,୨୮।୧: ବିହାରରେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ଗତ ୧୫ ଦିନ ଧରି ବିହାରରେ ବଡ ରାଜନୈତିକ ଖେଳ ବିଷୟରେ ଆଲୋଚନା ବର୍ତ୍ତମାନ ଶେଷ ହୋଇଛି। ବିହାରରେ ଏନଡିଏ ସରକାର ଗଠନ…

ଆଜି ବିଶ୍ୱାସଘାତକତାର ଏକ ନୂଆ ରେକର୍ଡ ସୃଷ୍ଟି ହେଲା: ଅଖିଳେଶ

ପାଟନା,୨୮।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ଏନଡିଏ ସହ ସରକାର ଗଢି ପୁଣି ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବିହାରର ଏହି ରାଜନୈତିକ ହଲଚଲଉପରେ…

ଏବେ ହେବ ଅସଲ ଖେଳ

ପାଟନା,୨୮ା୧: ବିହାରରେ ଆରମ୍ଭ ହୋଇଛି ମେଣ୍ଟ ସରକାର। ଭାଜପା-ଜେଡିୟୁ ମେଣ୍ଟ ସରକାରର ୯ମ ମୁଖ୍ୟମନ୍ତ୍ରୀ ଭାବେ ରବିବାର ନୀତୀଶ କୁମାର ଶପଥ ନେଇଛନ୍ତି। ନୀତୀଶ ଭାଜପାକୁ ଫେରିବା ପରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ତାଙ୍କ ଉପରେ ବର୍ଷିଛନ୍ତି। ସେ…

ନୀତୀଶଙ୍କ ଦଳ ବଦଳକୁ ନେଇ ଥରୁର ପୁଣି ଖୋଲିଲେ ଡିକ୍ସନରୀ, କହିଲେ-ସ୍ନୋଲିଗୋଷ୍ଟର

ନୂଆଦିଲ୍ଲୀ,୨୮।୧: ଆସନ୍ତା ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳର ଇଣ୍ଡିଆ ମିଳିତ ମଞ୍ଚରେ ଏକ ବଡ଼ ମତଭେଦ ଦେଖାଦେଇଛି। ବିହାରରେ ଏହାର ସହଯୋଗୀ ଦଳକୁ ଝଟକା ଦେଇ ବିହାର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁ ସଭାପତି ନୀତୀଶ କୁମାର ଏନଡିଏରେ ଯୋଗ…

ଏନଆଇଏ ଲଗାଇଲା ଆତଙ୍କବାଦୀଙ୍କ ପୋଷ୍ଟର, ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା

ରତଲାମ,୨୮।୧: ଜୟପୁର ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିବା ପଳାତକ ଅଭିଯୁକ୍ତଙ୍କ ପୋଷ୍ଟର ରତଲାମ ସହରରେ ଲଗାଯାଇଛି। ଜାତୀୟ ସୁରକ୍ଷା ଏଜେନ୍ସି (ଏନଆଇଏ) ସହରର ଅନେକ ଅଞ୍ଚଳରେ ଫେରାରଥିବା ଅଭିଯୁକ୍ତ ଫିରୋଜ ଖାନଙ୍କ ପୋଷ୍ଟର ଲଗାଇଛି। ପଳାତକ ଆତଙ୍କବାଦୀ ଫିରୋଜଙ୍କ ଲାଗି ମଧ୍ୟ ୫…

ହିନ୍ଦୀ ରାଷ୍ଟ୍ରଭାଷା ନୁହେଁ…, ରାଜ ଠାକରେଙ୍କ ବିବାଦୀୟ ବୟାନ

ମୁମ୍ବାଇ,୨୮।୧: ନଭି ମୁମ୍ବାଇର ସିଡକୋ ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜିତ ବିଶ୍ୱ ମରାଠୀ ସମ୍ମିଳନୀରେ ଏମଏନଏସ ଅଧ୍ୟକ୍ଷ ରାଜ ଠାକରେ ଏକ ବଡ଼ ବୟାନ ଦେଇଛନ୍ତି। ଏଠାରେ ରାଜ ଠାକରେ ପୁଣି ଥରେ ମରାଠୀ କାର୍ଡ ଖେଳିଛନ୍ତି। ସେ କହିଛନ୍ତି ଯେ ଆଜି…

ବିହାରରେ ନବମ ଥର ପାଇଁ ନୀତୀଶ ସରକାର, ଦୁଇଜଣ ଉପ ମୁଖ୍ୟମନ୍ତ୍ରୀ ସହ ନେଲେ ଶପଥ

ପାଟଣା, ୨୮।୧: ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଥିଲେ ମଧ୍ୟ ଜେଡିୟୁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ରବିବାର ସନ୍ଧ୍ୟାରେ ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ଗ୍ରହଣ କରିଛନ୍ତି।…

ଯଦି ଏପରି ନ ଘଟେ ରାଜନୀତି ଛାଡିଦେବି: କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର

ପାଟନା,୨୮।୧: ବିହାଟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳବଦଳ ରାଜନୀତିକୁ ନେଇ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର। ସେ କହିଛନ୍ତି, ନୀତୀଶ ଚତୁର ନୁହେଁ ଧୃତ ଅଟନ୍ତି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଏଥି ସହିତ ସାମ୍ବାଦିକ…

‘ଅଯୋଧ୍ୟାରେ ଆସିଲେ ରାମ, ବିହାରରେ ପଲ୍ଟୁରାମ…’, ନୀତୀଶଙ୍କୁ କଟାକ୍ଷ କଲେ ପୂର୍ବତନ ସହଯୋଗୀ

ପାଟନା, ୨୮।୧: ନୀତୀଶ କୁମାର ପୁଣିଥରେ ପଟ ପରିବର୍ତ୍ତନ କରିଛନ୍ତି। ସେ ଆରଜେଡି ନେତୃତ୍ୱାଧୀନ ଗ୍ରାଣ୍ଡ ଆଲାଇନ୍ସ ସହ ସମ୍ପର୍କ ଭାଙ୍ଗି ଭାଜପା ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। 28 ଜାନୁଆରୀ ରବିବାର ନୀତୀଶ କୁମାର ତାଙ୍କ…

ଭାରତରେ କ’ଣ ନାହିଁ ନିଯୁକ୍ତି ସୁଯୋଗ, ଆମ ଯୁବବର୍ଗ କାହିଁକି ଯିବେ ଇସ୍ରାଏଲ…

ନୂଆଦିଲ୍ଲୀ,୨୮।୧ : ଉତ୍ତରପ୍ରଦେଶ ଏବଂ ହରିୟାଣାର ଲୋକମାନେ ଇସ୍ରାଏଲରେ ନିଯୁକ୍ତି ସୁଯୋଗ ପାଇଁ ଧାଡ଼ିବାନ୍ଧି ଛିଡା େହୋଇଥିବା ଖବର ନେଇ କଂଗ୍ରେସ ଦଳ ସରକାରଙ୍କୁ କଡ଼ ାସମାଳୋଚନା କରିଛି। ଦଳ କହିଛି ଏହି ଘଟଣା ଦେଶରେ ସୃଷ୍ଟି ହୋଇଥିବା ଗୁରୁତର ବେକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?