ଜାତୀୟ

ଏବେ ପିଲାମାନେ ବି କରିପାରିବେ ଟ୍ରେଡିଙ୍ଗ, ଏହି କମ୍ପାନୀ ଆରମ୍ଭ କଲା ଚିଲଡ୍ରେନ ଆକାଉଣ୍ଟ

ନୂଆଦିଲ୍ଲୀ,୨୮।୧: ଦେଶର ବଡ ଟ୍ରେଡିଙ୍ଗ କମ୍ପାନୀ ଜେରୋଧା ଏକ ନୂଆ ଘୋଷଣା କରିଛି। ଏଥର ଯୁବକ ଓ ବୟସ୍କଙ୍କ ପରି ପିଲାମାନେ ମଧ୍ୟ ଟ୍ରେଡିଙ୍ଗ କରିପାରିବେ। ସେମାନେ ବି ଶେୟାର ମାର୍କେଟରେ ଟଙ୍କା ନିବେଶ କରିପାରିବେ। ଜୋରାଧା ସୋସିଆଲ ମିଡିଆରେ ପୋଷ୍ଟ…

୨୮ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭାଜପା ପଦ୍ମରେ ରଙ୍ଗ ଦେଲେ ନୀତୀଶ…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ଗତ ୯ ବର୍ଷରେ ନୀତୀଶ ୪ ଥର ଦଳବଦଳ…

୯ ବର୍ଷରେ ୪ ଥର ଦଳବଦଳ କରିଛନ୍ତି ନୀତୀଶ: ଏବେ ପୁଣି କଳ୍ପନାଜଳ୍ପନା ଜାରି…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ପ୍ରକାଶ ଥାଉକି, ନୀତୀଶ ପୂର୍ବରୁ ଆରଜେଡି ଠାରୁ ତାଙ୍କର…

ରାହୁଲଙ୍କ ଜଣେ ଡୁପ୍ଲିକେଟ ଅଛନ୍ତି: ଭାରତ ଯୋଡୋ ନ୍ୟାୟ ଯାତ୍ରାରେ କରୁଛନ୍ତି କାମ, ହିମନ୍ତ ଆଣିଲେ ଅଭିଯୋଗ…

ଗୁଆହାଟୀ,୨୮।୧ : ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ସେ ଖୁବ ଶୀଘ୍ର ରାହୁଲ ଗାନ୍ଧୀଙ୍କ ଡୁପ୍ଲିକେଟଙ୍କର ନାମ ଏବଂ ଠିକଣା ପ୍ରକାଶ କରିବେ। ଆସାମରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ…

ଇସ୍ତଫା ଦେଲେ ନୀତିଶ, ସଂଧ୍ୟାରେ ନେବେ ଶପଥ

ପାଟନା,୨୮।୧: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲକରଙ୍କୁ ସାକ୍ଷାତ କରି ନୀତିଶ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ବିଧାୟକ ଓ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ।…

ବିହାର ରାଜନୀତି ଧରପଗଡ: ଶାହାଙ୍କ ତେଲଙ୍ଗାନା ଗସ୍ତ ରଦ୍ଦ, ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ,୨୮।୧: ବିହାରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଭାଜପା ଓ ଜେଡିୟୁ ମଧ୍ୟରେ ମେଣ୍ଟ ନେଇ ପ୍ରସ୍ତୁତି ଚାଲିଥିବାବେଳେ ପାର୍ଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏପଟେ ଭାଜପା ବିହାରରେ ସହଯୋଗୀ ଦଳ ଦ୍ୱାରା ବଳ ଗୋଟାଇବାରେ ଲାଗିପଡିଛି। ଲୋକ ଜନଶକ୍ତି…

୨୨ ଭାରତୀୟ ଥିବା ଜାହାଜକୁ ମିଶାଇଲ ମାଡ଼

ନୂଆଦିଲ୍ଲୀ,୨୮।୧: ୨୨ ଭାରତୀୟ ଓ ଜଣେ ବାଂଲାଦେଶୀଙ୍କୁ ନେଇ ଲୋହିତ ସାଗରରେ ଯାଉଥିବା ବ୍ରିଟିଶ୍‌ ତୈଳ ଟ୍ୟାଙ୍କର ଏମ୍‌ଭି ମାର୍ଲିନ୍‌ ଲୁଆଣ୍ଡାକୁ ୟେମେନ୍‌ର ହୁଟି ଆତଙ୍କବାଦୀମାନେ ମିଶାଇଲ ମାଡ଼ କରିଛନ୍ତି। ଏହି ଆକ୍ରମଣରେ ଜାହାଜରେ ନିଅଁା ଲାଗିଥିବାବେଳେ ଭାରତୀୟ ନୌସେନାର କ୍ଷେପଣାସ୍ତ୍ର…

Leopard Entered Police Station : ପୋଲିସ ଷ୍ଟେଶନରେ ପଶି କୁକୁର ଶିକାର କଲା ଚିତାବାଘ, ଭିିଡ଼ିଓ ଭାଇରାଲ…

ମୁମ୍ବାଇ,୨୭।୧ : ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଚିତାବାଘ ପୋଲିସ ଷ୍ଟେଶନରେ ପଶି କରି କୁକୁର ଶିକାର କରିବା ପରେ ପଳାଇ ଯାଉଛି। ଏହାର ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

ଆରଜେଡି ମନ୍ତ୍ରୀଙ୍କୁ ବାହାର କରି ଭାଜପା ନେତାଙ୍କୁ ସରକାରରେ ସାମିଲ କରିବେ ନୀତୀଶ କୁମାର!

ନୂଆଦିଲ୍ଲୀ,୨୭।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସହଯୋଗୀ ତଥା ଲାଲୁ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ମନ୍ତ୍ରୀଙ୍କୁ ବରଖାସ୍ତ କରିବେ ବୋଲି ସୂତ୍ରରୁ ଜଣାପଡିଛି। ଆସନ୍ତା ତିନି ମାସ ମଧ୍ୟରେ ହେବାକୁ ଥିବା ଲୋକସଭା ନିର୍ବାଚନ…

ଚାଉଳ-ଗହମ ପାଲଟିବ ଜହର: ଆଉ ୧୬ ବର୍ଷ ପରେ ଖାଇ ହେବ ନାହିଁ, ICAR ଦେଲା ଚେତାବନୀ…

ନୂଆଦିଲ୍ଲୀ,୨୭।୧ : ବର୍ତ୍ତମାନ ଦେଶରେ ଚାଉଳ ଏବଂ ଗହମରେ ପୁଷ୍ଟିକର ମୂଲ୍ୟର ଅଭାବ ରହିଛି। ଇଣ୍ଡିଆନ କାଉନସିଲ ଅଫ କୃଷି ଅନୁସନ୍ଧାନ (ଆଇସିଏଆର) ର ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ଏକ ଗବେଷଣାରୁ ଜଣାପଡିଛି ଉଚ୍ଚ ଅମଳକ୍ଷମ କିସମର ବିକାଶ ଉପରେ ଧ୍ୟାନ…

ବିହାରରେ କୁହୁକ ସଂଖ୍ୟା କିଏ ଛୁଇଁବ ? କଳ୍ପଜଳ୍ପନା ଜାରି…

ପାଟନା,୨୭।୧ : ବିହାରରେ ରାଜନୈତିକ ସଙ୍କଟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡିୟୁ-ଆରଜେଡି-କଂଗ୍ରେସ ମେଣ୍ଟରୁ ବାହାରି ଯିବାକୁ ଯୋଜନା କରିଛନ୍ତି। ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଜେଡିୟୁରେ ୪୫ ଜଣ ସଦସ୍ୟ ଥିବାବେଳେ ଏନଡିଏର ୮୨ ଜଣ ସଦସ୍ୟ…

ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ରାବ୍ରି ଦେବୀଙ୍କୁ ସମନ, ବଢ଼ିଲା ଅଡୁଆ

ପାଟନା,୨୭।୧: ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ରେଳବିଭାଗରେ ‘ଲ୍ୟାଣ୍ଡ ଫର୍‌ ଜବ୍‌’ ମାମଲାରେ ଇଡିର ଚାର୍ଜଶିଟ୍‌କୁ ଗ୍ରହଣ କରି ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ରାବ୍ରି, ମିସା ଭାରତୀ, ହେମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?