ଜାତୀୟ

ଅଯୋଧ୍ୟା ରାମ ମନ୍ଦିର: ପ୍ରଥମ ସପ୍ତାହରେ ପ୍ରଭୁଙ୍କ ଦର୍ଶନ କଲେ ୧୯ ଲକ୍ଷ ଭକ୍ତ

ନୂଆଦିଲ୍ଲୀ,୨୯ା୧: ଭଗବାନ ରାମ ଲାଲାଙ୍କ ପ୍ରତିମାକୁ ପ୍ରତିଷ୍ଠା ହେବା ପରେ ଅଯୋଧ୍ୟାରେ ଆଧ୍ୟାତ୍ମିକ ଉତ୍ସାହର ଏକ ତରଙ୍ଗ ପ୍ରବାହିତ ହେଉଛି। ଯାହା ଦୂର ଦୂରାନ୍ତରୁ ଲକ୍ଷାଧିକ ଭକ୍ତଙ୍କୁ ଆକର୍ଷିତ କରୁଛି। ସମର୍ପଣ ସମାରୋହର ମାତ୍ର ଛଅ ଦିନ ମଧ୍ୟରେ, ଆଶ୍ଚର୍ୟ୍ୟଜନକ ଭାବେ…

ତଳ ମହଲାରେ ଲୁଚି ରହିଛି ଜ୍ଞାନବାପୀ ମନ୍ଦିରର ରହସ୍ୟ: ସୁପ୍ରିମକୋର୍ଟ ଯିବୁ, ସତ୍ୟ କହିବୁ, କହିଲେ ହିନ୍ଦୁ ମହିଳା…

ବାରାଣସୀ,୨୯।୧ : ଜ୍ଞାନବାପୀ ମସଜିଦରେ ଏକ ମନ୍ଦିର ରହିଥିବାର ରହସ୍ୟ ତଳ ମହଲାରେ ଲୁଚି ରହିଛି। ଏହି ଦାବି ମାମଲାର ଆବେଦନକାରୀ ପକ୍ଷରୁ କରାଯାଇଛି। ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଅଭିଯୋଗ କରିବେ ପ୍ରତିବାଦୀ ପକ୍ଷ। ମସଜିଦର ସିଲ ହୋଇଥିବା ବେସମେଣ୍ଟ ଖୋଲିବାକୁ…

ଶିଶୁ ବଳାତ୍କାର ମାମଲା: ୬ ବର୍ଷରେ ବଢ଼ିଛି ୯୬ ପ୍ରତିଶତ…

ନୂଆଦିଲ୍ଲୀ,୨୯।୧ : ୨୦୧୬ ରୁ ୨୦୨୨ ଗତ ୬ ବର୍ଷ ମଧ୍ୟରେ ଶିଶୁ ବଳାତ୍କାର ମାମଲା ୯୬ ପ୍ରତିଶତ ବୃଦ୍ଧି ପାଇଛି। ଶିଶୁ ଅଧିକାର ଏନଜିଓ କ୍ରାଏ (ସିଆରଓ୍ବାଇ) ଦ୍ୱାରା ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ତଥ୍ୟର ବିଶ୍ଳେଷଣ ପରେ…

ନୀତୀଶ ୬ମାସରେ ପୁଣି ମାରିବେ ଲମ୍ଫ! ଛାଡିବେ ଭାଜପାର ହାତ…, ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ

ପାଟନା,୨୯।୧: ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ଆନ୍ଦୋଳନର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କୁ ନବମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ବଡ ଦାବି କରିଛନ୍ତି। ରବିବାର ଅର୍ଥାତ୍‌ ଜାନୁଆରୀ ୨୮ରେ ସେ କହିଛନ୍ତି ଯେ ବିହାରରେ…

ମେଣ୍ଟ ବଦଳାଇ ନବମ ପାଳି, ନୀତୀଶଙ୍କ ପଞ୍ଚମ ଶିବିର ପରିବର୍ତ୍ତନ

ନୂଆଦିଲ୍ଲୀ,୨୯।୧: ୧ ଦଶନ୍ଧି ମଧ୍ୟରେ ଏହା ହେଉଛି ନୀତୀଶଙ୍କ ପଞ୍ଚମ ଶିବିର ପରିବର୍ତ୍ତନ। ବାରମ୍ବାର ମେଣ୍ଟ ବଦଳାଉଥିବାରୁ ତାଙ୍କୁ ରାଜନୈତିକ ମହଲରେ ‘ପଲ୍‌ଟୁ ରାମ’ ଓ ‘ପଲଟୁ କୁମାର’ ଭଳି ଆଖ୍ୟା ଦିଆଯାଇଛି। ନୀତୀଶ ୨୦୦୦ ମାର୍ଚ୍ଚରେ ଭାଜପା ସମର୍ଥନରେ ପ୍ରଥମ…

୭୫ ବର୍ଷରେ ସୁପ୍ରିମକୋର୍ଟ: କମ୍ପ୍ଲେକ୍ସ ସମ୍ପ୍ରସାରଣ ଲାଗି ୮୦୦ କୋଟି ମଞ୍ଜୁର

ନୂଆଦିଲ୍ଲୀ,୨୯।୧: ସୁପ୍ରିମକୋର୍ଟ ୭୫ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ କୋର୍ଟ କମ୍ପ୍ଲେକ୍ସ ସମ୍ପ୍ରସାରଣ ଲାଗି ୮୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀକୁ ଦୃଷ୍ଟିରେ ରଖି ସରକାର ଆଇନର ଆଧୁନିକୀକରଣ କରିଛନ୍ତି।…

ରାମ ମନ୍ଦିର ହେବ ଅଭେଦ୍ୟ, ଯେବେ ଆକାଶ ମାର୍ଗରେ ରହିବ ଇସ୍ରାଏଲର ଆଣ୍ଟି ଡ୍ରୋନ ସିଷ୍ଟମ

ନୂଆଦିଲ୍ଲୀ,୨୯।୧: ଅଯୋଧ୍ୟାରେ ରାମ ମନ୍ଦିରର ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଉଛି। ଏହି ସମୟରେ, ପୋଲିସ ସୂତ୍ର ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ନିଶ୍ଚିତ କରିଛି ଯେ ଉତ୍ତରପ୍ରଦେଶର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସହିତ ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା…

ବାଣ କାରଖାନାରେ ବିସ୍ଫୋରଣ: ୩ ମୃତ, ଅନେକ ଆହତ

ବେଙ୍ଗାଲୁରୁ,୨୯ା୧: କର୍ନାଟକର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ୩ ମୃତକ ହେଲେ ସ୍ବାମୀ (୫୫), ଭର୍ଗେସ (୬୮) ଏବଂ ଚେତନ (୨୫)। ଦକ୍ଷିଣ କନ୍ନାଡାର ବେଲଥାନଗଡ଼ିରେ ଥିବା ବାଣ…

ହରିୟାଣାର ୯୦ ବିଧାନସଭା ଆସନରେ ଲଢ଼ିବ ଆମ୍‌ ଆଦ୍‌ମୀ ପାର୍ଟି

ଚଣ୍ଡିଗଡ଼,୨୮।୧: ଆମ୍‌ ଆଦ୍‌ମୀ ପାର୍ଟି ହରିୟାଣାରେ ସମସ୍ତ ୯୦ ବିଧାନସଭା ଆସନରେ ଲଢ଼ିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର କହିଛନ୍ତି। ତେବେ ଲୋକ ସଭା ନିର୍ବାଚନରେ ତାଙ୍କ ଦଳ ଇଣ୍ଡିଆ ବ୍ଲକ୍‌ର ସଦସ୍ୟ…

ଲାଲୁଙ୍କ ପରିବାରରେ ସବୁଠାରୁ ଧନୀ ବ୍ୟକ୍ତି କିଏ ଜାଣନ୍ତି: ପୁଅଙ୍କ ବିଏମ୍‌ଡବ୍ଲୁ, ସ୍ତ୍ରୀଙ୍କ ଗାଈ-ବାଛୁରୀ…

ପାଟନା,୨୮।୧: ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଜେଡିୟୁ ଆରଜେଡିଙ୍କ ସହ ମେଣ୍ଟ ଭାଙ୍ଗି ଭାଜପାରେ ଯୋଗ ଦେଇଛି। ରବିବାର ନୀତୀଶ କୁମାର ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବିହାର ରାଜନୀତିରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ…

ନୀତୀଶଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ବିକାଶର କୌଣସି ରାସ୍ତା ଛାଡିବୁ ନାହିଁ

ନୂଆଦିଲ୍ଲୀ,୨୮।୧: ନୀତୀଶ କୁମାର ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ନୂତନ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂତନ ସରକାର ଉପରେ ଆତ୍ମବିଶ୍ୱାସ…

ଏବେ ଆମେ ସବୁଦିନ ପାଇଁ ଏକାଠି ରହିବୁ: ନୀତୀଶ କୁମାର

ପାଟନା,୨୮।୧: ନବମ ଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ କରିବାର ଅଳ୍ପ ସମୟ ପରେ ମୁଖ୍ୟମନ୍ତ୍ରୀ ନୀତୀଶ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ଆମେ ପୂର୍ବରୁ ମଧ୍ୟ (ଭାଜପା) ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?