ଜାତୀୟ

ଓମାର ଅବଦୁଲ୍ଲାଙ୍କ ପ୍ରଶ୍ନ, ଇଡି-ସିବିଆଇ କଂଗ୍ରେସ ପାଇଁ ଭାଜପା ଏଜେଣ୍ଟ,ଏଏପି କ୍ଷେତ୍ରରେ ବିଶ୍ୱସନୀୟ…

ଶ୍ରୀନଗର, ୨୨।୮ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସିବିଆଇ, ଇଡି ଏବଂ ଏନଆଇଏ ଭଳି କେନ୍ଦ୍ରୀୟ ଏଜେନ୍ସିର ଭୂମିକା ଉପରେ କଂଗ୍ରେସର ଦୋମୁହାଁ ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ...

ସମସ୍ତଙ୍କ ପାଇଁ ଖୋଲିଲା ଆଚାର୍ଯ୍ୟ ରଜନୀଶଙ୍କ ଓଶୋ ଆଶ୍ରମ…

ମୁମ୍ବାଇ, ୨୨।୮ : ପୁଣେରେ ଆଚାର୍ଯ୍ୟ ରଜନୀଶ ଓଶୋଙ୍କ ଆଶ୍ରମ ବର୍ତ୍ତମାନ ସମସ୍ତଙ୍କ ପାଇଁ ଖୋଲା ଯିବ। ଓଶୋଙ୍କ ସମାଧୀସ୍ଥାନ ଏବଂ ତାଙ୍କର ଉତ୍ତରାଧିକାରୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିବା ଶିଷ୍ୟଙ୍କ ପ୍ରବେଶ ବହୁ ବର୍ଷ ଧରି ଏଠାରେ ପ୍ରବେଶ...

ଆଣବିକ ଆକ୍ରମଣ, ରାସାୟନିକ ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଝାଜର-ଚେନ୍ନାଇରେ ହେବ ସ୍ବତନ୍ତ୍ର ହସ୍ପିଟାଲ…

ନୂଆଦିଲ୍ଲୀ, ୨୨।୮ : ଭବିଷ୍ୟତରେ ଭୋପାଳ ଗ୍ୟାସ ଦୁର୍ଘଟଣା କିମ୍ବା କାନପୁର ଆମୋନିୟା ଗ୍ୟାସ ଲିକ ଭଳି ଦୁର୍ଘଟଣା ଘଟିଲେ ପୀଡିତମାନେ ଦୁଇଟି ନୂତନ ଉଚ୍ଚ ବିଶେଷଜ୍ଞତା ବିଶିଷ୍ଟ ମେଡିକାଲରେ ଚିକିତ୍ସା ଯୋଗାଇ ଦିଆଯିବ। ଝାଜର ଏବଂ ଚେନ୍ନାଇରେ ଏଭଳି...

କଶ୍ମୀରରେ ରାଜ୍ୟ ବାହାର ଲୋକଙ୍କୁ ଭୋଟ ଅନୁମତିକୁ ନେଇ ସର୍ବ ଦଳୀୟ ବୈଠକ, ଭାଜପାକୁ ମିଳିନାହିଁ ନିମନ୍ତ୍ରଣ

ଜମ୍ମୁ,୨୨ ।୮: କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ଭୋଟ ଦେବାର ଅଧିକାର ଦେଇଛନ୍ତି ନିର୍ବାଚନ କମିଶନ । ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ସୋମବାର ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ନିର୍ବାଚନ କମିଶନଙ୍କ...

ହିମନ୍ତ-ସାଙ୍ଗମାଙ୍କ ନିଷ୍ପତ୍ତି, ତୁଟିବ ଆସାମ-ମେଘାଳୟ ସୀମା ବିବାଦ…

ଗୁଆହାଟୀ/ଶିଲଂ, ୨୨।୮ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ କେ ସାଙ୍ଗମା ୬ ଅଞ୍ଚଳରେ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟ ୬ଟି ସମାନ...

କୃଷକ ମହାପଞ୍ଚାୟତ: ଜନ୍ତର-ମନ୍ତରରୁ ସିନ୍ଧୁ ବର୍ଡର ପର୍ଯ୍ୟନ୍ତ ପୋଲିସ ଛାଉଣି

ନୂଆଦିଲ୍ଲୀ,୨୨ ।୮: ସଂଯୁକ୍ତ କୃଷକ ମୋର୍ଚ୍ଚା ସୋମବାର ଦିଲ୍ଲୀର ଜନ୍ତର-ମନ୍ତରରେ କୃଷକ ମହାପଞ୍ଚାୟତର ଘୋଷଣା କରିଛି । ଏହି ମହାପଞ୍ଚାୟତରେ ଯୋଗ ଦେବାକୁ ଦେଶର ବିଭିନ୍ନ ରାଜ୍ୟରୁ କୃଷକ ଜନ୍ତର-ମନ୍ତରରେ ପହଞ୍ଚୁଛନ୍ତି । କିନ୍ତୁ ଏହାକୁ ଦିଲ୍ଲୀ ପୋଲିସ ଅନୁମତି...

କଂଗ୍ରେସକୁ ଝଟ୍‌କା ଦେବାକୁ ଶିନ୍ଦେଙ୍କ ମନ୍ତ୍ରୀଙ୍କ ଯୋଜନା…

ମୁମ୍ବାଇ,୨୨।୮ : ମହାରାଷ୍ଟ୍ରର କୃଷି ମନ୍ତ୍ରୀ ଅବଦୁଲ ସତାର ନାନ୍ଦେଡରେ କଂଗ୍ରେସ ଭେଟେରାନ ଅଶୋକ ଚୌହ୍ବାନଙ୍କ ସହ ଏକ ରୁଦ୍ଧ ଦ୍ୱାରା ଆଲୋଚନା କରିଛନ୍ତି। ରବିବାର ହୋଇଥିବା ଏହି ଗୁପ୍ତ ଆଲୋଚନା ପରେ ରାଜ୍ୟର ରାଜନୀତି ବେଶ୍‌ ସରଗରମ ହୋଇଛି।...

ଗୁଜରାଟରେ ୧୦ ହଜାର କୋଟିର ଅବକାରୀ ଠକେଇ

ନୂଆଦିଲ୍ଲୀ,୨୨ା୮: କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ଟଣାଓଟରା ଚରମ ସୀମାରେ ପହଞ୍ଚତ୍ଲାଣି। ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ୨୦୨୧-୨୨ର କାର୍ଯ୍ୟକାରିତାରେ ଅନିୟମିତତା ହୋଇଥିବା ଦର୍ଶାଇ ଉପରାଜ୍ୟପାଳ ବିନୟ ସକ୍ସେନା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ସୁପାରିସ...

ମୁଁ ୫ ଜଣଙ୍କୁ ମାରିଛି

ଜୟପୁର,୨୨ା୮: ରାଜସ୍ଥାନର ଜଣେ ଭାଜପା ନେତା ୫ ଗୋଚାଲାଣକାରୀଙ୍କୁ ହତ୍ୟା କରିଥିବା କହିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବା ପରେ ପୋଲିସ ମାମଲା ରୁଜୁ କରିଛି। ଅଲଓ୍ବରର ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା ଏକ...

ଡାକ୍ତରଙ୍କୁ ପିଟିଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ

ଝିଅ ପାଇଁ ଅଡ଼ୁଆରେ ପଡ଼ିଛନ୍ତି ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା। ଜଣେ ଡାକ୍ତରଙ୍କୁ ଝିଅ ମିଲାରି ଛାଙ୍ଗ୍‌ଟେ ମାଡ଼ ମାରିବା ଭିଡିଓ ବହୁଳ ପ୍ରସାରିତ ହେବା ପରେ ଜୋରାମଥାଙ୍ଗା ସର୍ବସାଧାରଣରେ ଏଥିପାଇଁ କ୍ଷମା ମାଗିଛନ୍ତି। ଘଟଣାଟି ବୁଧବାର ଦିନର। ମିଲାରି ଆଇଜଲ୍‌...

ଦିଲ୍ଲୀ ହସ୍ପିଟାଲରେ ବ୍ରେନ୍‌ ମ୍ୟାପିଙ୍ଗ୍‌ ସୁବିଧା

ନୂଆଦିଲ୍ଲୀ,୨୨।୮: ଦିଲ୍ଲୀର ଆଇବିଏସ୍‌ ହସ୍ପିଟାଲ ରବିବାର ବ୍ରେନ୍‌ ମ୍ୟାପିଙ୍ଗ ଟେକ୍ନୋଲୋଜି ସୁବିଧା ଉପଲବ୍ଧ ହୋଇଛି। କୌଣସି ଡାକ୍ତରଖାନାରେ ଏହି ଟେକ୍ନୋଲୋଜି ରହିବା ଦେଶରେ ପ୍ରଥମ। ଏହା ଜରିଆରେ ବ୍ରେନ୍‌ ଟ୍ୟୁମର ସାଙ୍ଗକୁ ଜଟିଳ ମସ୍ତିଷ୍କ ଅସ୍ତ୍ରୋପଚାର ସହଜରେ କରାଯାଇପାରିବ। ଏଥିସହ...

ବିବାଦରେ ଜୋମାଟୋ ବିଜ୍ଞାପନ

ନୂଆଦିଲ୍ଲୀ,୨୨।୮: ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ ବିଜ୍ଞାପନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ଦ୍ୱାରା କରାଯାଇଥିବା ଜୋମାଟୋ ଆଡ୍‌କୁ ମଧ୍ୟପ୍ରଦେଶ ଉଜୈନ ମହାକାଳେଶ୍ୱର ମନ୍ଦିର ପୂଜକ ବିରୋଧ କରିଛନ୍ତି। ମହାକାଳରୁ ଖାଇବା ଅର୍ଡର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri