ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କର୍ନାଟକରେ କଂଗ୍ରେସ ଯୁଗର ଅନ୍ତ ହେବା ସୁନିଶ୍ଚିତ କରିବୁ: ଦେବେଗୌଡ଼ା 

ନୂଆଦିଲ୍ଲୀ,୫।୧: କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ୍‌)ର ସୁପ୍ରିମୋ ଏଚ୍‌.ଡି.ଦେବେଗୌଡ଼ା। କର୍ନାଟକରେ କଂଗ୍ରେସର ସିଦ୍ଧରମେୟା ସରକାର ହିନ୍ଦୁ କର୍ମକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଦେବେଗୌଡ଼ା। କଂଗ୍ରେସ ଯୁଗର ଅନ୍ତ ଦେଖିବାକୁ ସେ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ଲଗାତାର ଦ୍ୱିତୀୟ ଦିନ ଗୁଗୁଲ୍ ଟପ୍-ସର୍ଚ୍ଚରେ ଲାକ୍ଷାଦ୍ଵୀପ

ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ଵୀପ ଗସ୍ତରେ ଯାଇଥିବା ବେଳେ ଏହାର ସୌନ୍ଦର୍ଯ୍ୟର ପ୍ରେମରେ ପଡିଛନ୍ତି। ଏଥିସହ ବିଦେଶ ଭ୍ରମଣରେ ଯାଉଥିବା ସମସ୍ତ ଭାରତୀୟଙ୍କୁ ଲାକ୍ଷାଦ୍ଵୀପ ଆସି ବୁଲିଯିବାକୁ ଅପିଲ୍ କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ଏହି ଗସ୍ତ ପରେ ସୋସିଆଲ ମିଡିଆରେ…

ମିମିକ୍ରି କରିଥିବା ଟିଏମସି ଏମପି କଲ୍ୟାଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଧନଖର, ଡିନର ପାଇଁ ଦେଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୫।୧: ଗତବର୍ଷ ହୋଇଥିବା ଶୀତକାଳୀନ ଅଧିବେଶନରେ ସଂସଦ ପରିସର ସରଗରମ ଥିଲା। ଏହି ସମୟରେ ନିଲମ୍ବନକୁ ବିରୋଧ କରି ୧୦୪ ଏମପିଙ୍କୁ ରାଜ୍ୟସଭା ଓ ଲୋକସଭାରୁ ନିଲମ୍ବନ କରାଯାଇଥିଲା। ତେବେ ନିଲମ୍ବନକୁ ବିରୋଧ କରି ସଂସଦ ଆଗରେ ଏମପିମାନେ ଧାରଣା ଦେବାବେଳେ…

ଦିଲ୍ଲୀ ମେଟ୍ରୋ  ଟ୍ରେନ୍‌ରେ  ଚୁଟି ଘୋଷଡ଼ା ଘୋଷଡ଼ି ହୋଇ  ମରାମରି  ହେଲେ ମହିଳା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ କିଛିନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ୩ ଜଣ ମହିଳା ନିଜ ନିଜ ଭିତରେ ଚୁଟି ଘୋଷଡ଼ା ଘୋଷଡ଼ି ହୋଇ ମାରପିଟ୍‌ କରୁଛନ୍ତି। ଭିଡିଓରେ…

କଂଗ୍ରେସ ବିଧାୟକଙ୍କ ଘରେ ଇଡି ରେଡ୍: ୫ କୋଟି ନଗଦ ଟଙ୍କା, ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୫।୧: ହରିୟାଣାର ଜଣେ କଂଗ୍ରେସ ବିଧାୟକ ତଥା ପୂର୍ବତନ ବିଧାୟକଙ୍କ ବାସଭବନରେ ରେଡ୍ କରି ବିପୁଳ ପରିମାଣର ଟଙ୍କା, ମଦ ଏବଂ ବନ୍ଧୁକ ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଚଢ଼ାଉ ବେଳେ ଇଡିକୁ ୧୦୦ ରୁ ଅଧିକ ମଦ, ୫ କୋଟି…

‘ଇଣ୍ଡିଆ’ରେ ପୁଣି ଆକ୍ଟିଭ ହେଲେ ନୀତୀଶ

ନୂଆଦିଲ୍ଲୀ,୫।୧: ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ବିରୋଧୀ ଦଳ ଇଣ୍ଡି ମେଣ୍ଟ ସମ୍ମୁଖରେ ସିଟ ଶେୟାରିଂ, ସଂଯୋଜକ ଏବଂ ପାରସ୍ପରିକ ବିବାଦର ସମାଧାନ କିପରି ହେବ ସେନେଇ ଅନେକ ପ୍ରଶ୍ନ ଉଠିଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ତଥା…

ନିର୍ବାଚନ ଲଢିବେ ପ୍ରଶାନ୍ତ କିଶୋର, କେଉଁ ଦଳରେ ଦେବେ ଯୋଗ

ନୂଆଦିଲ୍ଲୀ,୫।୧: ନିର୍ବାଚନୀ ରଣନୀତିଜ୍ଞ ଏବଂ ଜନସୁରଜର ସଂଯୋଜକ ପ୍ରଶାନ୍ତ କିଶୋର ନିର୍ବାଚନ ଲଢିବେ। ୨୦୨୫ରେ ସେ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ। ବିହାରର ଆଗାମୀ ବିଧାନସଭା ନିର୍ବାଚନରେ ଜନସୁରଜ ସଂଗଠନ ୨୪୩ସିଟ୍‌ରେ ପ୍ରାର୍ଥି ମଇଦାନକୁ ଓହ୍ଲାଇବ ବୋଲି ଘୋଷଣା କରିଛି।…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହ ଦିଆଯାଉଥିବା ବୁକଲେଟରେ ଚମତ୍କାରୀ ବାବାଙ୍କ ଫଟୋ, ଭାଇରାଲ ହେଉଛି ୩୩ ବର୍ଷ ପୁରୁଣା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୫।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ତଥା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଠାଯାଇଥିବା ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିଛି। ଏଥିରେ ରାମ ଲଲା ଏବଂ ମହାନ ରାମ ମନ୍ଦିରର ଫଟୋ ରହିଛି। ନିମନ୍ତ୍ରଣ ପତ୍ର ସହିତ…

‘ଭାଜପାର ପ୍ରଚାର ବ୍ୟବସ୍ଥା ଅତ୍ୟନ୍ତ ଆକ୍ରମଣାତ୍ମକ’, ହିଟଲର ସହ ତୁଳନା କଲେ ଶରଦ ପାୱାର

ନୂଆଦିଲ୍ଲୀ,୫।୧: ଗୁରୁବାର ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରୁଥିବାବେଳେ ଏନସିପି ମୁଖ୍ୟ ଶରଦ ପାୱାର ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶରଦ ପାୱାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଗ୍ୟାରେଣ୍ଟି ଦିଅନ୍ତି କିନ୍ତୁ ତାଙ୍କର ଗ୍ୟାରେଣ୍ଟି ପୂରଣ ହୁଏନାହିଁ।…

ଭାଜପା ବିଧାୟକଙ୍କ ପରଲୋକ

ଲକ୍ଷ୍ନୌ,୫।୧: ଉତ୍ତରପ୍ରଦେଶର ଦାଦ୍ରାଉଲ ଅଞ୍ଚଳର ବିଧାୟକ ମାନଭେନ୍ଦ୍ର ସିଂଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମାନଭେନ୍ଦ୍ର ସିଂ ଶାହାଜାହାନପୁରର ଦାଦ୍ରାଉଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଧାନସଭା ବାଚସ୍ପତି ସତୀଶ ମହାନା ଶେକ ବ୍ୟକ୍ତ…

ସ୍ବାତୀ ମାଲିୱାଲଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସଭା ପଠାଇବ ଏଏପି, ଜେଲରେ ଥିବା ସଞ୍ଜୟ ସିଂ ପୁଣି ହେବେ ଏମ୍‌ପି

ନୂଆଦିଲ୍ଲୀ,୫।୧: ଦିଲ୍ଲୀ-ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭାକୁ ପଠାଇବ। ଏହା ବ୍ୟତୀତ ଜେଲରେ ବନ୍ଦ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟ ସଭା ଏମ୍‌ପି ହେବେ। ଏଏପି ଏନ୍‌ଡି ଗୁପ୍ତାଙ୍କୁ ତୃତୀୟ ପ୍ରାର୍ଥୀ ଭାବରେ…

ସଂସଦ ସୁରକ୍ଷା ତ୍ରୁଟି ମାମଲା: ଅଭିଯୁକ୍ତଙ୍କର ହେବ ପଲିଗ୍ରାଫ ଟେଷ୍ଟ

ନୂଆଦିଲ୍ଲୀ,୫।୧: ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ। ତେବେ ସଂସଦର ଅନୁପ୍ରବେଶ ମାଷ୍ଟରମାଇଣ୍ଡ ଲଲିତ ଝା, ମହେଶ କୁମାୱତ ଏବଂ ଅମୋଲ ଶିନ୍ଦେ ପଲିଗ୍ରାଫ ଟେଷ୍ଟ ପାଇଁ ସହମତ ହୋଇଛନ୍ତି। ଅଭିଯୁକ୍ତ ସାଗର ଶର୍ମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri