ଜାତୀୟ

ଲାଲୁଙ୍କ ପରେ ଏବେ ତେଜସ୍ବୀଙ୍କ ପାଳି

ପାଟନା,୩୦।୧: ଲ୍ୟାଣ୍ଡ ଫର୍‌ ଜବ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋମବାର ଆରଜେଡି ମୁଖ୍ୟ ଲାଲୁ ପ୍ରସାଦଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି। ମଙ୍ଗଳବାର ଇଡି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପଚରାଉଚରା କରିବାକୁ ଯାଉଛି।…

ହିନ୍ଦୁ ମୁସଲମାନ ଯୋଡିଙ୍କୁ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ, କହିଲେ ଏହି ବିବାହ ନୁହେଁ ଆଇନ ସମ୍ମତ

ପ୍ରୟାଗରାଜ,୩୦।୧: ହିନ୍ଦୁ-ମୁସଲମାନ ଦମ୍ପତିଙ୍କ ଦ୍ୱାରା ସୁରକ୍ଷା ଦାବି କରି କରାଯାଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଦମ୍ପତିଙ୍କ ବିବାହ ଉତ୍ତରପ୍ରଦେଶର ଧାର୍ମିକ ଧର୍ମ ପରିବର୍ତ୍ତନ ଆଇନର ନିୟମ ଅନୁଯାୟୀ ନୁହେଁ। ମୁରଦାବାଦ ସମେତ ଅନ୍ୟାନ୍ୟ ଜିଲା…

ମୁଖ୍ୟମନ୍ତ୍ରୀଙ୍କ ପତ୍ତା ମିଳୁନି: ରାଜ୍ୟପାଳ କହିଲେ, ଆବଶ୍ୟକ ହେଲେ ଅତିକ୍ରମ କରିବି ସୀମା

ରାଞ୍ଚି,୩୦।୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ତା ମିଳୁନି। ତାଙ୍କ ସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଅନେକ ସ୍ଥାନରେ ଚଢାଉ କରିଥିଲା, କିନ୍ତୁ ସେ ମିଳୁ ନ ଥିବା ଜଣାପଡିଛି। ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ରାଜ୍ୟରେ ଏକ ଅଦୃଶ୍ୟ…

ଦିନକ ପରେ ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକ ଆଜି

ନୂଆଦିଲ୍ଲୀ,୩୦।୧: ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେଉଥିବାବେଳେ ସରକାର ଏହା ପୂର୍ବରୁ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପାର୍ଲାମେଣ୍ଟରେ ବିଭିନ୍ନ ଦଳର ଗୃହର ନେତାମାନଙ୍କୁ ବୈଠକକୁ ଡକାଯାଇଛି। ପ୍ରତ୍ୟେକ ଅଧିବେଶନ ପୂର୍ବରୁ ଗୃହର ନେତାମାନଙ୍କ ବୈଠକ ଡାକିବା…

ଏସଡିଏମ୍‌ ସ୍ତ୍ରୀଙ୍କୁ ହତ୍ୟା ପରେ ଓ୍ବାଶିଂମେଶିନରେ ରକ୍ତ ଜୁଡୁବୁଡୁ ପୋଷାକ ସଫା କରିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ପ୍ରମାଣ

ଭୋପାଳ,୩୦।୧: ମଧ୍ୟପ୍ରଦେଶରେ ମହିଳା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ହତ୍ୟା ମାମଲାରେ ପୋଲିସ ଏକ ବଡ଼ ରହସ୍ୟ ଉନ୍ମୋଚନ କରିଛି। ପୋଲିସର ସୂଚନାନୁସାରେ, ଦିନ୍ଦୋରୀ ଜିଲ୍ଲାର ଶାହପୁରାରେ ପୋଷ୍ଟ ହୋଇଥିବା ମହିଳା ଏସଡିଏମ ନିଶା ନାପୀତଙ୍କୁ ତାଙ୍କ ସ୍ବାମୀ ମନୀଷ ଶର୍ମା ହତ୍ୟା…

ଝିଅପୁଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ

ନୂଆଦିଲ୍ଲୀ,୩୦।୧(ପି.ଟି.): ପରିବାର ପେନ୍‌ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ। କେନ୍ଦ୍ର ସରକାର ଏନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହାର ସୁଦୂରପ୍ରସାରୀ ସାମାଜିକ-ଅର୍ଥନୈତିକ ପ୍ରଭାବ ରହିବ ବୋଲି ସୋମବାର ପ୍ରକାଶିତ…

ଇଣ୍ଡିଆ ମେଣ୍ଟରେ ଫାଟ, ଅଖିଳେଶଙ୍କ ପ୍ରସ୍ତାବ ମାନୁ ନାହାନ୍ତି ସହଯୋଗୀ

ନୂଆଦିଲ୍ଲୀ,୩୦।୧: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ର ସହଯୋଗୀ କଂଗ୍ରେସ ଏବଂ ଆରଏଲଡି ରାଜ୍ୟର ୮୦ଟି ଲୋକ ସଭା ଆସନ ମଧ୍ୟରୁ ୧୮ ଟି ପ୍ରଦାନ କରିବାର ପ୍ରସ୍ତାବ ଭଲରେ ଚାଲିନାହିଁ। ଉଭୟ ଦଳ ନିଜ ନିଜ ‘ଶକ୍ତି’ ଆଧାରରେ ଅଧିକ…

କଳ୍ପନା ସୋରେନ ହେବେ ମୁଖ୍ୟମନ୍ତ୍ରୀ!

ରାଞ୍ଚି,୩୦।୧: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା ବଢିବାରେ ଲାଗିଛି। ସୋମବାର (ଜାନୁଆରୀ ୨୯)ରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡିର ଏକ ଟିମ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବାସଭବନରେ ତାଙ୍କୁ ଖୋଜିଥିଲା। ଅଭିଯୋଗ ହୋଇଥିବା ଜମି ଦୁର୍ନୀତି ସହ…

ଉତ୍ତର ପ୍ରଦେଶ ସମେତ ୧୫ ରାଜ୍ୟର ୫୬ ଆସନ ପାଇଁ ଫେବୃଆରୀ ୨୭ରେ ନିର୍ବାଚନ

ନୂଆଦିଲ୍ଲୀ,୩୦।୧:ନିର୍ବାଚନ କମିଶନ ୧୫ ଟି ରାଜ୍ୟରେ ୫୬ ଟି ରାଜ୍ୟ ସଭା ଆସନ ପାଇଁ ନିବର୍ର୍ାଚନ ସୂଚୀ ପ୍ରକାଶ କରିଛନ୍ତି। ଏଥିମଧ୍ୟରୁ ସର୍ବାଧିକ ୧୦ ଟି ଆସନ ଉତ୍ତରପ୍ରଦେଶରୁ ଆସିଛି। ଏହି ଆସନଗୁଡିକ ଉପରେ ମତଦାନ ୨୭ ଫେବୃଆରୀରେ ଅନୁଷ୍ଠିତ ହେବ…

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଶୁଟରଙ୍କୁ ଜାଳିଦେଲେ: ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଦାବିନ୍ଦର ନିଜକୁ କଲା ଦାୟୀ

ଚଣ୍ଡିଗଡ଼,୨୯।୧: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ଶୁଟରଙ୍କୁ ହରିୟାଣାରେ ହାତଗୋଡ଼ ବାନ୍ଧି ଜାଳି ଦିଆଯାଇଛି। ରଞ୍ଜନ ନାମକ ଏହି ଶୁଟର ବହୁ ଗ୍ୟାଙ୍ଗ୍‌ଓ୍ବାରରେ ସାମିଲ ଥିଲେ। ସୋମବାର ଯମୁନାନଗର ଜିଲାରେ ତାଙ୍କ ମୃତଦେହ ଠାବ ହୋଇଛି। ତାଙ୍କୁ ହତ୍ୟା ପାଇଁ…

ରାହୁଲଙ୍କ ଏହି ପଦିଏ କଥା ନୀତୀଶଙ୍କୁ ଲାଗିଥିଲା ଖରାପ, ସେହି ଦିନ ହିଁ ଇଣ୍ଡିଆ ମେଣ୍ଟ ଛାଡିବାକୁ ନେଇଥିଲେ ନିଷ୍ପତ୍ତି

ପାଟନା,୨୯।୧: ବିହାର ରାଜନୀତି ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ରବିବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣିଥରେ ଭାଜପାରେ ଯୋଗ ଦେଇ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଭାଜପା ରାଜ୍ୟ ସଭାପତି…

ଜମି ବଦଳରେ ଚାକିରି ଦେବା ମାମଲା: ଲାଲୁଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ଜେରା କଲା ଇଡି

ପାଟନା,୨୯।୧: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଇଡି ପଚରାଉଚରା ଶେଷ ହୋଇଛି। ଇଡି ତାଙ୍କୁ ନଅ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି। ପଚରାଉଚରା ବେଳେ ଆରଜେଡି ଏମ୍‌ପି ତଥା ତାଙ୍କ ଝିଅ ମାସି ଭାରତୀଙ୍କ ସମେତ ବହୁ ନେତା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?