ଜାତୀୟ

ଉତ୍ତରାଖଣ୍ଡ ପାଇଁ ଐତିହାସିକ ଦିନ, ୟୁସିସି ବିଲ ଉପସ୍ଥାପନ କଲେ ପୁଷ୍କର ସିଂ ଧାମି

ଡେରାଡୁନ,୬।୨: ମଙ୍ଗଳବାର ଫେବୃଆରୀ ୬ ହେଉଛି ଉତ୍ତରାଖଣ୍ଡ ପାଇଁ ଏକ ଐତିହାସିକ ଦିନ। ମଙ୍ଗଳବାର ରାଜ୍ୟ ବିଧାନସଭାରେ ୟୁନିଫର୍ମ ସିଭିଲ କୋଡ ବିଲ (ୟୁସିସି) ଆଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୃହରେ ଏହି ବିଲ ଉପସ୍ଥାପନ କରିଥିଲେ। ୟୁସିସି…

ଆଜି ଓଡ଼ିଶାରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା, ଜାଣନ୍ତୁ ପୂରା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୬।୨: ମଙ୍ଗଳବାର ଓଡ଼ିଶାରେ ପ୍ରବେଶ କରିବ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଏହି ଯାତ୍ରା ଓଡ଼ିଶାର ସୁନ୍ଦରଗଡ ଜିଲାର ଏକ ଛୋଟ ଶିଳ୍ପାଞ୍ଚଳ ବୀରମିତ୍ରପୁର ଦେଇ ଝାଡଖଣ୍ଡରୁ ରାଜ୍ୟକୁ ପ୍ରବେଶ କରିବ ବୋଲି ଜଣାପଡିଛି।…

ଖୁସି ଖବର: ବିହାରବାସୀଙ୍କୁ ୨-୨ଲକ୍ଷ ଟଙ୍କା ଦେଉଛନ୍ତି ନୀତୀଶ ସରକାର

ପାଟନା,୬।୨: ଜାତି ଭିତ୍ତିକ ଜନଗଣନା କିଛି ମାସ ପୂର୍ବରୁ ବିହାରରେ କରାଯାଇଥିଲା। ଏହି ଜନଗଣନା ସମୟରେ ୯୪ ଲକ୍ଷରୁ ଅଧିକ ଗରିବ ପରିବାର ଦେଖିବାକୁ ମିଳିଥିଲା। ଏବେ ବିହାର କ୍ଷୁଦ୍ର ଉଦ୍ୟୋଗୀ ଯୋଜନା ଅଧୀନରେ ଏଭଳି ଗରିବ ପରିବାରର ହିତାଧିକାରୀଙ୍କୁ ନୀତୀଶ…

ଏନଡିଏରେ ଯୋଗ ଦେବେ ଉଦ୍ଧବ!

ମୁମ୍ବାଇ,୬।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ମାତ୍ର କିଛି ମାସ ବାକି ଅଛି। ଏଭଳି ସମୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ସ୍ବର…

ଏଏପି ବିରୋଧରେ ଇଡିର ବଡ ଆକ୍ସନ, ମୁଖ୍ୟମନ୍ତ୍ରୀଙ୍କ ସଚିବ, ଏନଡି ଗୁପ୍ତାଙ୍କ ସମେତ ୧୨ ନେତାଙ୍କ ଘରେ ଚଢାଉ

ନୂଆଦିଲ୍ଲୀ,୬।୨: ଦିଲ୍ଲୀର ମନି ଲଣ୍ଡରିଂ ମାମଲାରେ ୧୨ରୁ ଅଧିକ ସ୍ଥାନରେ ମଙ୍ଗଳବାର ସକାଳୁ ଇଡି ଚଢାଉ ଜାରି ରହିଛି। ସୂଚନାନୁସାରେ, ଏଏପି ରାଜ୍ୟ ସଭା ଏମପି ଏନଡି ଗୁପ୍ତାଙ୍କ ଘରେ ଇଡି ଚଢାଉ ଚାଲିଛି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ…

କେଉଁ ବୟସରେ ମହିଳାମାନେ ଲଗାଇପାରିବେ ସର୍ଭିକାଲ କ୍ୟାନ୍‌ସର୍‌ ଟିକା: ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୬।୨: ସର୍ଭିକାଲ କ୍ୟାନ୍‌ସର୍‌ ମହିଳାମାନଙ୍କ କ୍ଷେତ୍ରରେ ଏକ ବିପଜ୍ଜନକ ରୋଗ। ଏଥିପାଇଁ ପ୍ରତିବର୍ଷ ବହୁ ସଂଖ୍ୟକ ମହିଳା ପ୍ରାଣ ହରାନ୍ତି। ଏହି କାରଣରୁ ଭାରତ ସରକାର ସର୍ଭିକାଲ କ୍ୟାନ୍‌ସର୍‌ ଟିକା (Cervical Cancer Vaccine) ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ଆଜି…

କଂଗ୍ରେସର ନେତୃତ୍ୱକୁ ନେଇ ଏମିତି କହିଲେ ଶର୍ମିଷ୍ଠା ମୁଖାର୍ଜୀ

ନୂଆଦିଲ୍ଲୀ,୬।୨:ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଲେଖିକା ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ଯେ ଯଦି କୌଣସି ଦଳ ନିର୍ଦ୍ଦିଷ୍ଟ ନେତାଙ୍କ ନେତୃତ୍ୱରେ କ୍ରମାଗତ ଭାବରେ ହାରିଯାଉଛି, ତେବେ ଏହା ବିଷୟରେ ଚିନ୍ତା କରିବା ଜରୁରୀ । ତେଣୁ ଦଳର ମୁଖ୍ୟ କିଏ…

ବିହାର କଂଗ୍ରେସର ୧୬ ବିଧାୟକ ହାଇଦ୍ରାବାଦରେ

ହାଇଦ୍ରାବାଦ୍‌, ୬।୨: ବିହାରରେ ଭାଜପା ସହ ମିଶି ନୀତୀଶ କୁମାର ନୂଆ ସରକାର ଗଠନ କରିଥିବାବେଳେ ଚଳିତ ଫେବୃଆରୀ ୧୨ ତାରିଖରେ ବିଧାନସଭାରେ ହେବାକୁ ଥିବା ଆସ୍ଥା ଭୋଟରେ ସେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ତେବେ ଏହି ଆସ୍ଥା ଭୋଟ…

ଭୁଶୁଡ଼ିବା ଦ୍ୱାରଦେଶରେ ହିନ୍ଦୁକୁଶ ହିମାଳୟ ଜୈବମଣ୍ଡଳ

କାଠମାଣ୍ଡୁ,୬।୨(ପି.ଟି.): ହିନ୍ଦୁକୁଶ ହିମାଳୟ ଅଞ୍ଚଳର ଜୈବମଣ୍ଡଳ ଭୁଶୁଡ଼ିବାର ଦ୍ୱାରଦେଶରେ ବୋଲି ବୈଜ୍ଞାନିକମାନେ ସୋମବାର ଘୋଷଣା କରିଛନ୍ତି। ପୃଥିବୀର ଏହି ସର୍ବାଧିକ ଜୈବବିବିଧତାପୂର୍ଣ୍ଣ ଅଞ୍ଚଳର ପ୍ରକୃତି କ୍ଷୟକୁ ରୋକିବାକୁ ହେଲେ ଦୃଢ଼ ପଦକ୍ଷେପ ସହ ତୁରନ୍ତ ଆର୍ଥତ୍କ ବ୍ୟବସ୍ଥା କରିବା ନିମନ୍ତେ ବିଶ୍ୱ…

‘ଗଣତନ୍ତ୍ରର ହତ୍ୟା ହେବାକୁ ଦିଆଯିବ ନାହିଁ’

ନୂଆଦିଲ୍ଲୀ,୬।୨: ଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମେୟର ନିର୍ବାଚନର ବାଲଟ ପେପର, ଭିଡିଓଗ୍ରାଫି ସମେତ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାର ରେକର୍ଡ ମଗାଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ଜରିଆରେ ସେଗୁଡ଼ିକୁ ଦାଖଲ କରିବା…

ଭାରତୀୟଙ୍କୁ ୫ ଗ୍ରାମୀ ଆଓ୍ବାର୍ଡ

ନୂଆଦିଲ୍ଲୀ,୬।୨(ପି.ଟି.): ଲସ୍‌ ଏଞ୍ଜେଲସ୍‌ରେ ଅନୁଷ୍ଠିତ ୨୦୨୪ ଗ୍ରାମୀ ଆଓ୍ବାର୍ଡ ଉତ୍ସବରେ ଭାରତୀୟ ସଙ୍ଗୀତକୁ ବଡ଼ ସଫଳତା ମିଳିଛି। ତବଲା ଉସ୍ତାଦ ଜାକିର ହୁସେନ୍‌, ବଂଶୀବାଦକ ରାକେଶ ଚୌରାସିଆଙ୍କ ସମେତ ୫ ଜଣ ଭାରତୀୟ ସଙ୍ଗୀତକାର ଗ୍ରାମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ହୁସେନଙ୍କୁ…

ବିରୋଧୀ ଖୁବ୍‌ଶୀଘ୍ର ଦର୍ଶକ ଗ୍ୟାଲେରିକୁ ଯିବେ: ମୋଦି

ନୂଆଦିଲ୍ଲୀ,୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିବା ଅବସରରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ନିଶ୍ଚୟ ୩୭୦ ଆସନରେ ଜିତିବା ସହ ଏନ୍‌ଡିଏ ମେଣ୍ଟ ୪୦୦ ଆସନ ଅତିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?