ଜାତୀୟ

ନିଜର ୪ ଛୁଆଙ୍କୁ ମାରିବା ପରେ ୩୦ ଲୋକଙ୍କୁ ଗୋଡେଇ କାମୁଡିଲା ପୋଷା କୁକୁର

ଲକ୍ଷ୍ନୌ,୧୫।୧: ଉତ୍ତର ପ୍ରଦେଶର ମୋହନଲାଲଗଞ୍ଜରେ ଏକ ପୋଷା କୁକୁର ଆତଙ୍କ ସୃଷ୍ଟି କରିଛି। ପ୍ରଥମେ ତାର ଚାରି ପିଲାଙ୍କୁ ମାରିବା ପରେ ଗାଁର ୩୦ ଲୋକଙ୍କୁ ଗୋଡେଇ କାମୁଡିଥିଲା। କୁକୁର ଦ୍ୱାରା ଭୟଭୀତ ହୋଇ ଲୋକମାନେ ତାକୁ ହତ୍ୟା କରିଥିଲେ। ମୋହନଲାଲଗଞ୍ଜର…

୩ ଦିନ ହେଲା ରାଜଧାନୀ ଦିଲୀରେ ଖସୁଛି ପାରଦ: ଚିନ୍ତା ବଢାଉଛି ଘନ କୁହୁଡ଼ି

ନୂଆଦିଲ୍ଲୀ,୧୫।୧: ରାଜଧାନୀ ଦିଲ୍ଲୀରେ କିଛି ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମୁତାବକ, ସୋମବାର ଦିଲ୍ଲୀର ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୩.୩ଡିଗ୍ରୀକୁ ଖସି ଆସିଛି। ଏପରିକି ଲୋଧି ରୋଡ଼ରେ ତାପମାତ୍ରା ୩.୧ ଡିଗ୍ରୀକୁ ହ୍ରାସ…

ରାମମନ୍ଦିରରେ ସ୍ଥାପିତ ହେବ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୧୫।୧: ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ନିଶ୍ଚିତ କରିଛନ୍ତି। ଏହି ମୂର୍ତ୍ତିର ଓଜନ ୧୫୦ ରୁ ୨୦୦…

ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ,୧୫।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଭେକରଙ୍କ ବିଧାୟକଙ୍କ ଅଯୋଗ୍ୟତା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତି ଉପରେ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକର ଜାନୁଆରୀ ୧୦ରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା…

ପଞ୍ଚତାରକା ହୋଟେଲରେ ଏନ୍‌ଆର୍‌ଆଇ ମହିଳାଙ୍କୁ ବଳାତ୍କାରକଲେ ସିଇଓ

ନୂଆଦିଲ୍ଲୀ,୧୫।୧: ନୂଆଦିଲ୍ଲୀସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଜଣେ ଏନ୍‌ଆର୍‌ଆଇ ମହିଳାଙ୍କୁ ତାଙ୍କର ଜଣେ ସହକର୍ମୀ ତଥା ସିଇଓ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ନୂଆଦିଲ୍ଲୀର ଏକ ଘରୋଇ ସଂସ୍ଥାରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆଭାସୀ ଜରିଆରେ ପିଏମ୍ ଜନମନ୍ ଯୋଜନା ଅଧିନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଏକ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅବସରରେ ଜନମନ ଯୋଜନାର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ…

ଅମିତ ଶାହାଙ୍କ ବଡ଼ ଭଉଣୀଙ୍କ ଦେହାନ୍ତ: ଗସ୍ତ ବାତିଲ କଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ,୧୫।୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀ ରାଜେଶ୍ୱରୀ ବେନ ଶାହାଙ୍କ ସୋମବାର ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ମାସ ତଳେ ରାଜେଶ୍ୱରୀ ବେନଙ୍କ ଫୁସଫୁସ ପ୍ରତିରୋପଣ କରାଯାଇଥିଲା। ପରେ ସେ ମୁମ୍ବାଇର ଏକ ଡାକ୍ତରଖାନାରେ…

ଭାରତ-ମାଳଦ୍ଵୀପ ବିବାଦ ମଧ୍ୟରେ ମୁହଁ ଖୋଲିଲେ ଏସ. ଜୟଶଙ୍କର, କହିଲେ- ‘ଏପରି ଗ୍ୟାରେଣ୍ଟି ଦେଇହେବ ନାହିଁ’

ନୂଆଦିଲ୍ଲୀ,୧୫।୧: ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ କୂଟନୈତିକ ବିବାଦ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ରାଜନୀତି ହେଉଛି ରାଜନୀତି ଏବଂ ପ୍ରତ୍ୟେକ ଦେଶ ଭାରତକୁ ସର୍ବଦା ସମର୍ଥନ କରିବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ଚାଲିଥିବା…

ଶେଷ ହେଲା ଗର୍ଭଗୃହ, ଶୋଭା ପାଉଛି ସୁନାର କବାଟ

ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୨ରେ ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ। ରାମ ମନ୍ଦିରର ଗର୍ଭ ଗୃହ ଏବେ ପ୍ରସ୍ତୁତ। ଯାହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଫଟୋଗୁଡ଼ିକ ଶ୍ରୀ ରାମ ଜନ୍ମଭୂମି…

ଏହା ଅହଙ୍କାର ନୁହେଁ… ରାମମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଯୋଗ ନ ଦେବା ନେଇ ମୁହଁ ଖୋଲିଲେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ

ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ଚାରି ଶଙ୍କରାଚାର୍ଯ୍ୟ ଏହି ସମାରୋହରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନିମନ୍ତ୍ରଣ ସତ୍ତ୍ୱେ ସେ ଅଯୋଧ୍ୟା କାର୍ଯ୍ୟକ୍ରମରେ କାହିଁକି ଯୋଗଦେବେ ନାହିଁ ନେ ନେଇ…

ଜନ୍ମଦିନରେ ବଡ଼ ଘୋଷଣା କଲେ ମାୟାବତୀ

ନୂଆଦିଲ୍ଲୀ,୧୫।୧:ଲୋକସଭା ନିର୍ବାଚନ ସମ୍ପର୍କରେ ମାୟାବତୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଉଭୟ ଇଣ୍ଡିଆ ଏବଂ ଏନଡିଏ ମିଳିତ ମେଣ୍ଟରେ ଯୋଗଦେବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ, ବିଏସପି କେବଳ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ମିଳିତ ମେଣ୍ଟରେ ବିଏସପି…

‘ଅଧିକ ପର୍ଯ୍ୟଟକ ଆସିଲେ ସମ୍ଭାଳିପାରିବେ ନାହିଁ’, ଭାରତ-ମାଲଦ୍ୱୀପ ବିବାଦ ମଧ୍ୟରେ ଲାକ୍ଷାଦ୍ୱୀପ ସାଂସଦଙ୍କ ଦାବି

ନୂଆଦିଲ୍ଲୀ,୧୫।୧: ଭାରତ ଏବଂ ମାଲଦ୍ୱୀପ ମଧ୍ୟରେ ବିବାଦ ପରେ ବହୁ ସଂଖ୍ୟକ ଭାରତୀୟ ପର୍ଯ୍ୟଟକ ମଧ୍ୟ ଲାକ୍ଷାଦ୍ୱୀପ ଯାତ୍ରା ପ୍ରତି ଆକର୍ଷିତ ହୋଇଥିଲେ। ଗୋଟିଏ ପଟେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଚାଲୋ ଲାକ୍ଷାଦୀପ’ ଟ୍ରେଣ୍ଡ ହୋଇଥିଲା ଏବଂ ଅନେକ ଲୋକ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri