ଜାତୀୟ

ଚିନୁକ୍‌ ହେଲିକପ୍ଟର ଇଞ୍ଜିନରେ ନିଆଁ ଲାଗିବା ଆଶଙ୍କା, ବୋଇଙ୍ଗ୍‌ କମ୍ପାନୀକୁ ଜବାବ ମାଗିଲା ଭାରତ…

ନୂଆଦିଲ୍ଲୀ, ୩୧।୮ : ଭାରତୀୟ ସେନାର ବଡ ଶକ୍ତି କୁହାଯାଉଥିବା ଚିନୁକ୍‌ ହେଲିକପ୍ଟର ବିଷୟରେ ଏକ ବଡ଼ ଖବର ଆସିଛି। ଆମେରିକାର ସେନା ସମସ୍ତ ଚିନୁକ୍‌ ହେଲିକପ୍ଟରକୁ ଏହାର ସେନାର କୌଣସି ଅପରେଶନ କିମ୍ବା ଟ୍ରେନିଂରେ ବ୍ୟବହୃତ ନ କରିବାକୁ...

ଧ୍ୟାନ ହଟାଇବା ଲାଗି ଏଏପି କରିଛି ଯୋଜନା, ୭ ଭାଜପା ଏମ୍‌ପି ଉପରାଜ୍ୟପାଳଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ୭ ଜଣ ଭାଜପା ଏମ୍‌ପି  ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଡିଆଙ୍କ ଭାଜପା ବିଧାୟକ କିଣିବା ଅଭିଯୋଗ ମଦ ନୀତି...

ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୮: ଆଜି ପବିତ୍ର ଗଣେଶ ଚତୁର୍ଥୀ। ଦୁଇ ବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ଆଜି ପ୍ରଭୁ ଶ୍ରୀ ଗଣେଶ ପୂଜା ପାଉଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା...

ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛି ଭାଜପା, ଅପରେଶନ ଲୋଟସରେ କିଣା ହୋଇଛନ୍ତି ୨୭୭ ବିଧାୟକ, ଏଏପିର ଅଭିଯୋଗ…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ମଦ ନୀତିକୁ ନେଇ ଏଏପି ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ...

ଭୋଟର ତାଲିକା ବିନା କିଭଳି ହେବ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନ, ମନୀଷ ତିଓ୍ବାରୀଙ୍କ ପ୍ରଶ୍ନ …

ନୂଆଦିଲ୍ଲୀ, ୩୧।୮ : କଂଗ୍ରେସର ବରିଷ୍ଠ ତଥା ଅସନ୍ତୁଷ୍ଟ ଜି-୨୩ର ସଦସ୍ୟ ମନୀଷ ତିୱାରୀ ଦଳର ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଭୋଟର ତାଲିକା ବିନା କିପରି ନିର୍ବାଚନ ନିରପେକ୍ଷ ହେବ? ନିରପେକ୍ଷ...

ଥମୁଛି କରୋନା…

ନୂଆଦିଲ୍ଲୀ, ୩୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୬୫ ହଜାର...

ତାଜମହଲ ନାମ ପରିବର୍ତ୍ତନ ପାଇଁ ଆଗତ ହେବ ପ୍ରସ୍ତାବ…

ଆଗ୍ରା, ୩୧।୮ : ତାଜମହଲର ନାମ ତେଜୋ ମହଲକୁ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ଆଗ୍ରା ମ୍ୟୁନିସିପାଲ କର୍ପୋରେଶନରେ ବୁଧବାର ଅଣାଯିବ। ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ଆଗ୍ରାର ୮୦ ରୁ ଅଧିକ ରାସ୍ତା ଏବଂ ଛକର ନାମ...

ହୁବଲି ଇଦଗାହ ପଡ଼ିଆରେ ଗଣେଶ ଉତ୍ସବ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ବେଙ୍ଗାଲୁରୁ, ୩୧।୮ : କର୍ନାଟକ ହାଇକୋର୍ଟ ହୁବଲି-ଧାରୱାଡର ଇଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ଅନୁମତି ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଧାର୍ମିକ କାର୍ଯ୍ୟକୁ ଅନୁମତି ନଦେବାକୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଗଣେଶ ପ୍ରତିମା ସ୍ଥାପନ ପାଇଁ ପ୍ରସ୍ତୁତି...

ଆଇନ ମନ୍ତ୍ରୀଙ୍କଠାରୁ ଦାୟିତ୍ୱ ଛଡ଼ାଇ ନେଲେ ନୀତୀଶ…

ପାଟନା,୩୧।୮ : ବିହାରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପହରଣ ଅଭିଯୋଗରେ ଘେରି ରହିଥିବା କାର୍ତ୍ତିକେୟ ସିଂଙ୍କ ଠାରୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ ଛଡ଼ାଇ ନେଇଛନ୍ତି। ବର୍ତ୍ତମାନ ସେ ଆଖୁ ଏବଂ ଶିଳ୍ପ ବିଭାଗରେ କାର୍ଯ୍ୟ...

ସାନିଟାରି ନାପ୍‌କିନ୍‌ ପାଇଁ ମୁଖ୍ୟ ବିଚାରପତିଙ୍କୁ ଚିଠି

ନୂଆଦିଲ୍ଳୀ,୩୧ା୮: ଦିଲ୍ଳୀ ହାଇକୋର୍ଟ ପରିସରରେ ସାନିଟାରି ନାପ୍‌କିନ୍‌ ସୁବିଧା ଉପଲବ୍ଧ କରିବା ପାଇଁ କୋର୍ଟରେ ଇନ୍‌ଟର୍ନ କରୁଥିବା ଜଣେ ମହିଳା ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ମହିଳା ଜଣକ ଅଗଷ୍ଟ ୧ରୁ ହାଇକୋର୍ଟର ଜଣେ ଆଇନଜୀବୀଙ୍କ ଅଧୀନରେ ପ୍ରାକ୍ଟିସ୍‌ କରୁଥିବାବେଳେ...

ଡିଜିପିଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ

ରାଞ୍ଚି, ୩୦ା୮: ଝାଡ଼ଖଣ୍ଡ ଦୁମ୍‌କା ଜିଲାର ଯୁକ୍ତ ୨ ଛାତ୍ରୀ ଅଙ୍କିତା ସିଂଙ୍କୁ ପେଟ୍ରୋଲ ଢାଳି ହତ୍ୟା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି। ଜିଲା ଏସ୍‌ପି ଏହି ଟିମ୍‌ର ନେତୃତ୍ୱ...

ଲକର୍‌ରୁ କିଛି ପାଇଲାନି ସିବିଆଇ: ସିସୋଡିଆ

ନୂଆଦିଲ୍ଲୀ,୩୧ା୮: ଅବକାରୀ ନୀତିରେ ଅନିୟମିତତା ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କ ଘର ଏବଂ ବ୍ୟାଙ୍କ ଲକର୍‌ ଯାଞ୍ଚ କରିଛି। ତେବେ ସିବିଆଇ ଅଧିକାରୀମାନେ ସେଠାରୁ କିଛି ପାଇ ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri