ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଶ୍ମୀରକୁ ନିମନ୍ତ୍ରଣ କଲେ ୨ ଯାଆଁଳା ଭଉଣୀ
ଶ୍ରୀନଗର,୭।୨: କଶ୍ମୀର ସୌନ୍ଦର୍ଯ୍ୟକୁ ଦେଖାଉଥିବା ଦୁଇ ଯାଆଁଳା ଭଉଣୀଙ୍କ ଏକ ଭିଡିଓ ଆଜିକାଲି ଭାଇରାଲ ହେବାରେ ଲାଗିଛି। ଯାଆଁଳା ଭଉଣୀ ଜାଇବା ଏବଂ ଜୈନାବ ତୁଷାରପାତ ସମୟରେ ରିପୋର୍ଟ କରୁଥିବା ସମୟରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଭାଇରାଲ ହୋଇଥିଲା।…
ମୋଦିଙ୍କୁ କେବଳ ଟକ୍କର ଦେଇ ପାରିବେ କେଜରିଓ୍ବାଲ: ଏଏପି…
ନୂଆଦିଲ୍ଲୀ,୭।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସରକାରଙ୍କ ମନ୍ତ୍ରୀ ଆତିଶି ବୁଧବାର ଗଣମାଧ୍ୟମକୁ କହିଛନ୍ତିଇଡି ଗତକାଲି ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ୧୬ ଘଣ୍ଟା ଧରି ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ଇଡି କ’ଣ ପାଇଲା? ଇଡି ଏପରିକି…
ଆମେରିକାରେ ଭାରତୀୟ ଉପରେ ଆକ୍ରମଣ: ଭିଡିଓ ଜାରି କରି ନିବେଦନ କଲେ ଛାତ୍ର, ଜୟଶଙ୍କରଙ୍କୁ ଚିଠି ଲେଖିଲେ ପୀଡିତଙ୍କ ପତ୍ନୀ
ନୂଆଦିଲ୍ଲୀ,୭।୨: ଆମେରିକାର ଚିକାଗୋରେ ଜଣେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ମାମଲା ବର୍ତ୍ତମାନ ବୃଦ୍ଧି ପାଇବାରେ ଲାଗିଛି। ଏହି ଆକ୍ରମଣରେ ଭାରତୀୟ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଏହି ପୀଡିତ ଛାତ୍ର ବର୍ତ୍ତମାନ ଏକ ଭିଡିଓ ଜାରି କରି…
ବଜେଟ ଅଧିବେଶନ ଦିନେ ବଢ଼ିଲା
ନୂଆଦିଲ୍ଲୀ,୭।୨: ପାର୍ଲାମେଣ୍ଟର ବଜେଟ ଅଧିବେଶନକୁ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି। ୯ ପରବର୍ତ୍ତେ ୧୦ ତାରିଖରେ ଅଧିବେଶନ ଶେଷ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ କହିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ସମୟରେ ଅର୍ଥନୀତିର କୁପରିଚାଳନା ଉପରେ…
ନିଯୁକ୍ତି ପରୀକ୍ଷା ଜାଲିଆତି ରୋକିବା ପାଇଁ ବିଲ୍ ଲୋକ ସଭାରେ ଗୃହୀତ
ନୂଆଦିଲ୍ଲୀ,୭।୨(ପି.ଟି.): ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍, ଜାଲ୍ ଓ୍ବେବ୍ସାଇଟ୍ ଭଳି ଅସାଧୁ କାର୍ଯ୍ୟ ରୋକିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍ ମଙ୍ଗଳବାର ଲୋକ ସଭାରେ ଗୃହୀତ ହୋଇଛି। ପରୀକ୍ଷା ପରିଚାଳନାରେ ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଂସ୍ଥା…
ସରକାରୀ ଉଦ୍ୟୋଗରେ ଅଚଳାବସ୍ଥା
ନୂଆଦିଲ୍ଲୀ,୭ା୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରେ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍ (ପିଏସ୍ୟୁ) ବା ସରକାରୀ କମ୍ପାନୀଗୁଡ଼ିକର ଘରୋଇକରଣ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ପ୍ରାୟ ୧୦ ବର୍ଷ ଭିତରେ ସରକାର ଅନେକ ସରକାରୀ ଉଦ୍ୟୋଗରୁ ପୁଞ୍ଜି…
ନିଯୁକ୍ତି-ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତା-ପେପର ଲିକ୍ କଲେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ସହିତ ୧ କୋଟି ଜରିମାନା: ବିଲ୍ ଲୋକସଭାରେ ପାରିତ…
ନୂଆଦିଲ୍ଲୀ,୬।୨ : ସରକାରୀ ନିଯୁକ୍ତି ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଏବଂ ନକଲି ୱେବସାଇଟ ଭଳି ଅନିୟମିତତା ବିରୋଧରେ ବିଲ୍ ଲୋକସଭାରେ ମଙ୍ଗଳବାର ପାରିତ ହୋଇଛି। ଲୋକସଭାରେ ବିଲ ଉପରେ ହୋଇଥିବା ଆଲୋଚନାର ଉତ୍ତରରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର…
କାଗଜ ନୋଟ ବଦଳିବ, ଆସିବ କି ପ୍ଲାଷ୍ଟିକ ନୋଟ: ଅର୍ଥମନ୍ତ୍ରଣାଳୟ ଦେଲେ ଉତ୍ତର…
ନୂଆଦିଲ୍ଲୀ,୬।୨ : ସରକାର କାଗଜ ନୋଟ ବଦଳାଇ ପ୍ଲାଷ୍ଟିକ ନୋଟ ଆଣିବା ନେଇ ଚର୍ଚ୍ଚା ହେଉଛି। ଏପରିସ୍ଥଳେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଭାରତୀୟ ବ୍ୟାଙ୍କ ନୋଟର ସ୍ଥିରତା…
ଶରଦ ପାଓ୍ବାରଙ୍କୁ ବଡ଼ ଝଟକା: ଏନସିପି ନାମ ଆଉ ଚିହ୍ନ ଅଜିତ ଗୋଷ୍ଠୀଙ୍କୁ ମିଳିଲା…
ମୁମ୍ବାଇ,୬।୨ : ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଲାଗିଛି। ନିର୍ବାଚନ ଆୟୋଗ ଅଜିତ ପାୱାର ଗୋଷ୍ଠୀକୁ ଏନସିପି ନାମ ଏବଂ ନିର୍ବଚନର ଚିହ୍ନ ଘଣ୍ଟା ଦେଇଛନ୍ତି। ଏହା ସହିତ କମିଶନ ଶରଦ ପାୱାରଙ୍କୁ ୭…
ଫେରାଇ ଦିଅ ଆମର ୫୦୦ କୋଟି : କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏହି କମ୍ପାନୀକୁ ନୋଟିସ ଜାରି…
ନୂଆଦିଲ୍ଲୀ,୬।୨ : ଦିଲ୍ଲୀ ସରକାରଙ୍କ ପବ୍ଲିକ ୱାର୍କସ ବିଭାଗ (ପିଡବ୍ଲ୍ୟୁଡି) ପ୍ରଗତି ମଇଦାନ ଟନେଲ ପ୍ରକଳ୍ପରେ ଗୁରୁତର ତ୍ରୁଟି ଅଭିଯୋଗ ନେଇ ଲାରସେନ ଆଣ୍ଡ ଟୁବ୍ରୋ କମ୍ପାନୀକୁ ନୋଟିସ ଜାରି କରିଛି। କମ୍ପାନୀଠାରୁ ୫୦୦ କୋଟି ଟଙ୍କାର ଟୋକନ ରାଶି ଦାବି…
କୁମାର ବିଶ୍ୱାସଙ୍କୁ ରାଜ୍ୟ ସଭା ପଠାଇପାରେ ଭାଜପା
ନୂଆଦିଲ୍ଲୀ,୬।୨: ଦେଶର ଜଣାଶୁଣା କବି କୁମାର ବିଶ୍ୱାସ ରାଜ୍ୟ ସଭା ଯାଇପାରନ୍ତି। ଭାଜପା ତାଙ୍କୁ ଉତ୍ତରପ୍ରଦେଶରୁ ପ୍ରାର୍ଥୀ କରିପାରେ। ରାଜ୍ୟରେ ୭ ରାଜ୍ୟ ସଭା ଆସନ ଲାଗି ୩୫ ନାମଙ୍କୁ ନେଇ ବିଚାରବିମର୍ଶ କରାଯାଉଛି। ଏଥିରେ କୁମାର ବିଶ୍ୱାସଙ୍କ ବ୍ୟତିତ ଭାଜପା…
ଓମ୍ ଆକୃତିରେ ତିଆରି ହୋଇଛି ଦେଶର ପ୍ରଥମ ମନ୍ଦିର
ପାଲି(ରାଜସ୍ଥାନ), ୬।୨: ରାଜସ୍ଥାନର ପାଲି ଜିଲା ଜାଡାନ ଗାଁରେ ନୂତନ ଭାବେ ଓମ୍ ଆକୃତିର ନିର୍ମାଣ ହୋଇଛି ଏକ ମନ୍ଦିର। ପ୍ରାୟ ୨୫୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୯ ତାରିଖରେ ହେବ।…

