ମୋଦିଙ୍କ ୟୁଏଇ ଗସ୍ତ ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ୟୁଏଇ ରାଷ୍ଟ୍ରଦୂତ
ଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ଏହି ଅବସରରେ ମୋଦି ଏବଂ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ୍ ନାହୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର…
ଆସିଲା ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ
ମୁମାଇ ୧୩।୦୨: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶେଷରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବାର ଦେଖି ତାଙ୍କୁ ଡାକ୍ତର ଡିସଚାର୍ଜ କରିଛନ୍ତିି। ସେ କହିଛନ୍ତି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ…
ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତ କରିବେ। ଏହି ସମୟରେ ସେ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହୟାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ଏବଂ ଆବୁଧାବିରେ…
ରାଜ୍ୟ ସଭା ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ କରିବେ ସୋନିଆ
ନୂଆଦିଲ୍ଲୀ,୧୩।୨: କଂଗ୍ରେସର ବରିଷ୍ଠ ନେତା ସୋନିଆ ଗାନ୍ଧୀ ବୁଧବାର (ଫେବୃଆରୀ ୧୪) ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିବେ। ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ଅଫର ଦିଆଯାଇଥିଲା କିନ୍ତୁ ସେ ମନା କରିଦେଇଥିଲେ। ସୋନିଆ ଗାନ୍ଧୀ ବର୍ତ୍ତମାନ ଉତ୍ତରପ୍ରଦେଶର ରାଏବରେଲି…
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର
ଭୁବନେଶ୍ୱର,୧୩।୨: ପ୍ରମୁଖ ରାଜନୈତିକ ଦଳମାନେ ଓଡ଼ିଶାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସେମାନଙ୍କ ରଣନୀତି ଦୃଢ କରିବାରେ ଲାଗିଛନ୍ତି। ଭାଜପା ଦଳର ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସହିତ…
ହାତ ଛାଡିବା ପରେ ଆଜି ପଦ୍ମରେ ସାମିଲ ହେବେ ଅଶୋକ ଚୌହାନ
ମୁମ୍ବାଇ,୧୩।୨: କଂଗ୍ରେସ ଛାଡିବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଙ୍ଗଳବାର ଭାଜପାରେ ଯୋଗଦେବାର ସମ୍ଭାବନା ରହିଛି। ଏହି ବିବୃତ୍ତି ତାଙ୍କ କାର୍ଯ୍ୟାଳୟରୁ ଆସିଛି। ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଦେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ…
ନୀତୀଶ କୁମାରଙ୍କ ପାଇଁ ସଙ୍କଟମୋଚକ ସାଜିଲେ ଅମିତ ଶାହା
ପାଟନା,୧୩।୨: ବିହାର ରାଜନୀତିରେ ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛି। ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଚାଲିଥିଲା (୨୦୦୪ ପରଠାରୁ) ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଯଦିଓ ନୀତୀଶ ସରକାର ରକ୍ଷା…
ଅଭିଭାଷଣ ନ ପଢ଼ି ବିଧାନସଭା ଛାଡ଼ିଲେ ରାଜ୍ୟପାଳ
ଚେନ୍ନାଇ, ୧୩।୨: ତାମିଲନାଡ଼ୁର ରାଜ୍ୟପାଳ ଆର. ଏନ. ରବି ସୋମବାର ବିଧାନସଭା ଅଧିବେଶନ ପ୍ରାରମ୍ଭରେ ନିଜ ଅଭିଭାଷଣ ରଖିବାକୁ ମନାକରି ଗୃହ ଛାଡ଼ି ଚାଲି ଆସିବାରୁ ବିବାଦ ଦେଖାଯାଇଛି। ତାମିଲନାଡ଼ୁର ଡିଏମକେ ସରକାର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ଅଭିଭାଷଣରେ ଭ୍ରମାତ୍ମକ…
ଗାଁରେ ତଳେ ଶୋଇଲେ ଯୋଗୀ ସରକାରଙ୍କ ମନ୍ତ୍ରୀ
ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଶୁକର୍ତ୍ତାର ବଙ୍ଗରରୁ ଗ୍ରାମ ପରିକ୍ରମା ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ଲୋକ ସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ହ୍ୟାଟ୍ରିକ ସ୍କୋର କରିବାକୁ ଯାଉଥିବା ଭାଜପା ଦେଶର ୨ ଲକ୍ଷ ଗ୍ରାମରେ ପହଞ୍ଚିବା…
ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ, ଅକ୍ସଫୋର୍ଡରୁ ମମତାଙ୍କୁ ନିମନ୍ତ୍ରଣ!
କୋଲକତା,୧୩।୨: ଜୁନରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭରସିଟିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଷଣ ଦେବାକୁ ଯାଉଛନ୍ତି। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସ ପରିଦର୍ଶନ କରିବେ ଏବଂ ସେଠାରେ ଥିବା ଛାତ୍ରମାନଙ୍କୁ ଭେଟିବେ। ସୋମବାର ଭବାନିପୁରରେ ମମତା ବାନାର୍ଜୀ ଏହା କହିଛନ୍ତି।…
ପୁଣି କଂଗ୍ରେସକୁ ଝଟକା , ଦଳ ଛାଡିଲେ ବରିଷ୍ଠ ନେତା
ଗାନ୍ଧୀନଗର,୧୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରାୟ ପ୍ରତ୍ୟେକ ରାଜ୍ୟରେ କଂଗ୍ରେସ ଦଳ ଭିତରେ ବିଦ୍ରୋହ ତୀବ୍ର ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଦଳ ଛାଡିବାର ଖବର ଏପର୍ଯ୍ୟନ୍ତ କମି ନ ଥିଲା ବେଳେ ଏବେ ଗୁଜୁରାଟରୁ କଂଗ୍ରେସ…
‘ଦିଲ୍ଲୀ ଚଲୋ’ ଅଭିଯାନ ପୂର୍ବରୁ ଲାଗିଲା ୧୪୪
ନୂଆଦିଲ୍ଲୀ,୧୨।୨: କୃଷକମାନେ ମଙ୍ଗଳବାରଠାରୁ ‘ଦିଲ୍ଲୀ ଚଲୋ’ ଅଭିଯାନରେ ବାହାରିବାକୁ ଥିବାବେଳେ ଏହା ପୂର୍ବରୁ ଦିଲ୍ଲୀ ପୋଲିସ ସାରା ସହରରେ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଜାତୀୟ…

