ଜାତୀୟ

କରୋନା ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪୮ ହଜାର ତଳେ ରହିଛି।କେରଳରେ ସତର୍କ...

ଗଡକରୀଙ୍କ ଟୁଇଟ ପୋଷ୍ଟକୁ ନେଇ ବିବାଦ, ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଲା ଶିବସେନା …

ମୁମ୍ବାଇ, ୧୨।୯ : କାରରେ ଥିବା ୬ ଟି ଏୟାରବ୍ୟାଗ ଉପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ପୋଷ୍ଟକୁ ବିବାଦ ସୃଷ୍ଟି ହୋଇଛି। ସେ ସଡକ ସୁରକ୍ଷା ଅଭିଯାନ ସହ ଜଡିତ ଏକ ଭିଡିଓ ଶେୟାର କରିଥିଲେ। ଏହା...

କଂଗ୍ରେସ ବିନା ବିରୋଧୀଙ୍କୁ ଏକଜୁଟ ଯୋଜନା କରୁଛନ୍ତି କେସିଆର…

ହାଇଦ୍ରାବାଦ, ୧୨।୯ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ତାଙ୍କର ରାଜନୈତିକ ଗତି ବୃଦ୍ଧି କରୁଥିବା ଦେଖାଯାଉଛି। ସେ ରବିବାର କର୍ନାଟକର ପୂର୍ବତନ ସିଏମ ଏଚଡି କୁମାରସ୍ବାମୀଙ୍କୁ ଭେଟିଥିଲେ। ପ୍ରକାଶ ଯେ, ଏହି ସମୟ ମଧ୍ୟରେ ଉଭୟ ନେତା...

ଦୁର୍ଘଟଣା ରୋକିବା ପାଇଁ ସଡ଼କର ଗୁଣବତ୍ତାରେ ଉନ୍ନତ-ହେଲମେଟ ଜରୁରୀ: ନିର୍ଦ୍ଦେଶାବଳୀ ଜାରି କଲା ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ଜେନେଭା, ୧୨।୯ : ସମଗ୍ର ବିଶ୍ୱରେ ଦୁର୍ଘଟଣା ରୋକିବା ପାଇଁ ସଡ଼କର ଗୁଣବତ୍ତାରେ ଉନ୍ନତି କରିବାକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପଥଚାରୀମାନେ ଚାଲିବା ପାଇଁ ସବୁ ସ୍ଥାନରେ ଫୁଟପାଥ ନିର୍ମାଣ କରାଯିବା ଉପରେ ସଂଗଠନ ପକ୍ଷରୁ...

କେନ୍ଦ୍ରୀୟ ସିଟ୍‌ ଆବଣ୍ଟନ ପ୍ରକ୍ରିୟା ପରିଚାଳନା କରିବ ରାଉରକେଲା ଏନ୍‌ଆଇଟି :ଏନ୍‌ଆଇଟି, ଆଇଆଇଆଇଟିରେ ୟୁଜି ନାମଲେଖା

ନୂଆଦିଲ୍ଲୀ,୧୨।୯(ପି.ଟି.): ଚଳିତ ବର୍ଷ ଦେଶର ବିଭିନ୍ନ ଏନ୍‌ଆଇଟି, ଆଇଆଇଇଏସ୍‌ଟି, ଆଇଆଇଆଇଟି ଏବଂ ସ୍କୁଲ୍‌ ଅଫ୍‌ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚରରେ ବିଭିନ୍ନ ଅଣ୍ଡରଗ୍ରାଜୁଏଟ୍‌ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ରାଉରକେଲାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ଏନ୍‌ଆଇଟି) କେନ୍ଦ୍ରୀୟ ସିଟ୍‌ ଆବଣ୍ଟନ ପ୍ରକ୍ରିୟାର...

ଯୁଦ୍ଧଜାହାଜ ତାରାଗିରିର ଜଳାବତରଣ

ମୁମ୍ବାଇ,୧୨।୯ : ମାଜାଗାଁଓ ଡକ୍‌ ଶିପ୍‌ବିଲ୍ଡର୍ସ ଲିମିଟେଡ ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୀଳଗିରି ଶ୍ରେଣୀର ଦ୍ରୁତଗାମୀ ଯୁଦ୍ଧଜାହାଜ ତାରାଗିରି ରବିବାର ସକାଳେ ମୁମ୍ବାଇରେ ଜଳାବତରଣ କରିଛି। ପ୍ରୋଜେକ୍ଟ ୧୭ଏର ଏହା ତୃତୀୟ ଷ୍ଟିଲ୍‌ଥ ଯୁଦ୍ଧଜାହାଜ ଯେଉଁଥିରେ କ୍ଷେପଣାସ୍ତ୍ର ମୁତୟନ...

ଆଜି ୨୦୦ ପିଆଇଏଲ୍‌ ଶୁଣାଣି

ନୂଆଦିଲ୍ଲୀ,୧୨ା୯: ସୁପ୍ରିମକୋର୍ଟରେ ସୋମବାର ୨୦୦ରୁ ଊର୍ଦ୍ଧ୍ୱ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରାଯିବ। ଏହା ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମାମଲା ହେଉଛି ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଇଣ୍ଡିଆନ୍‌ ୟୁନିୟନ୍‌ ଅଫ୍‌ ମୁସଲିମ୍‌ ଲିଗ୍‌...

ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ,୧୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ୧,୨୦୦ରୁ ଊର୍ଦ୍ଧ୍ୱ ଉପହାରକୁ ନିଲାମ କରାଯିବ। ମୋଦିଙ୍କ ଉପହାର ଇ-ଅକ୍ସନର ଚତୁର୍ଥ ସଂସ୍କରଣ ପ୍ରକ୍ରିୟା ଆସନ୍ତା ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ। ଏହି ଅର୍ଥ ନମାମୀ ଗଙ୍ଗେ...

ସୋନାଲି ଫୋଗଟ ମୃତ୍ୟୁ ଘଟଣା: ପୁଣି ସିବିଆଇ ତଦନ୍ତ ଦାବି କଲେ ଝିଅ

ନୂଆଦିଲ୍ଲୀ,୧୧।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଗୋଆ ପୋଲିସ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନଙ୍କୁ ଗିରଫ କରିଛି।...

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୧।୯: ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଶୋକ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ସମୟରେ ତାଙ୍କ ଅନୁଗାମୀମାନଙ୍କୁ ପ୍ରଧାନମନ୍ତ୍ରୀ...

ବିବାହ ପ୍ରସ୍ତାବ କଥା ଶୁଣି ଏମିତି ପ୍ରତିକ୍ରିୟା ଦେଲେ ରାହୁଲ ଗାନ୍ଧୀ

ଚେନ୍ନାଇ,୧୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କରିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଏହି କ୍ରମରେ ରାହୁଲ...

ପୁରୁଷ ବନ୍ଧୁଙ୍କ ଗୁପ୍ତାଙ୍ଗ କାଟିଦେଲେ ଯୁବକ

ଲକ୍ଷ୍ନୌ, ୧୧।୯:ଉତ୍ତର ପ୍ରଦେଶ ବରେଲି ଜିଲା ସିଭିଲ୍‌ ଲାଇନ୍‌ରେ ଥିବା ଏକ ହୋଟେଲରେ ଜଣେ ଯୁବକ (୩୨) ତାଙ୍କ ପୁରୁଷବନ୍ଧୁ (୩୦)ଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଜରିଆରେ ପୁରୁଷବନ୍ଧୁ ଯୁବକଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ପୋଲିସ କହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri