ଆସିଲା ଖୁସି ଖବର: ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

ମୁମାଇ ୧୩।୦୨: ବଲିଉଡର ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶେଷରେ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଥିବାର ଦେଖି ତାଙ୍କୁ ଡାକ୍ତର ଡିସଚାର୍ଜ କରିଛନ୍ତିି। ସେ କହିଛନ୍ତି, ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ ଅଛନ୍ତି।

ସୂଚନାଯୋଗ୍ୟ, ମିଥୁନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ପ୍ରଥମେ ରିପୋର୍ଟ ଆସିଥିଲା। ହେଲେ କିଛି ସମୟ ପୂର୍ବରୁ ତାଙ୍କ ପୁଅ ମହାକ୍ଷୟ ଚକ୍ରବର୍ତ୍ତୀ ସବୁକିଛି ଗୁଜବ ବୋଲି କହିଥିଲେ। ହେଲେ ଏବେ ଡାକ୍ତରଖାନା ତରଫରୁ ଜାରି କରାଯାଇଥିବା ସୂଚନାରେ ଅଭିନେତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡିଲ୍‌ ଫାଇନାଲ୍‌, ମୋଦିଙ୍କ ଆଗରେ ବଡ଼ ଘୋଷଣା କଲେ Trump, ପାକିସ୍ତାନ ଥରହର

ଓ୍ବାଶିଂଟନ୍‌,୧୪।୨: ଭାରତ ଏବଂ pakistan ମଧ୍ୟରେ ଦୀର୍ଘ ସମୟ ଧରି ଏକ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ରହିଛି। ଭାରତ ବାରମ୍ବାର ପାକିସ୍ତାନ ଉପରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମର୍ଥନ...

Valentine’s Day: ପ୍ରେମ ଦିବସରେ ନୂଆ ପ୍ରେମିକାଙ୍କ ନାଁ ଖୁଲାସା କଲେ Lalit Modi, ସୁସ୍ମିତା ସେନଙ୍କ ସହ ବ୍ରେକଅପ୍‌…

ନୂଆଦିଲ୍ଲୀ,୧୪।୨: IPL ପ୍ରତିଷ୍ଠାତା ତଥା ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦିଙ୍କ ଲଭଷ୍ଟୋରୀରେ breakup । ଅଭିନେତ୍ରୀ Sushmita Sen ଓ ଲଲିତ ମୋଦିଙ୍କ ମଧ୍ୟରେ...

ଘରେ ଝୁଲୁଛି ତାଲା, ଦୁଇ ଦିନ ହେଲାଣି ଖୋଜୁଛି ପୋଲିସ, କେଉଁଠି ଅଛନ୍ତି Ranveer Allahabadia?

ନୂଆଦିଲ୍ଲୀ,୧୪।୨: କମେଡିଆନ୍‌ ସମୟ ରାଇନାଙ୍କ ଶୋ’ ’ଇଣ୍ଡିଆଜ ଗଟ ଲାଟେଣ୍ଟ’ରେ ପିତାମାତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ରଣବୀର ଆଲ୍ଲାହାବାଦିଆ ବିବାଦରେ ଫସି ଯାଇଛନ୍ତି। ତାଙ୍କ...

ମୋଦିଙ୍କ ଆଗରେ ଏତେ ବଡ଼ ମିଛକଥା କହିଦେଲେ Donald Trump , ଧରାପଡିଲା ସତ… ଦେଶରେ ଚହଳ

ଓ୍ବାଶିଂଟନ୍‌,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନି ତାଙ୍କର ୨ ଦିନିଆ ଆମେରିକା ଗସ୍ତରୁ ଫେରିଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଅନେକ ଲୋକପ୍ରିୟ ବ୍ୟକ୍ତିଙ୍କ ସହ...

ଖୁସି ଖବର: ଚଳିତ ବର୍ଷ 40% ବଢିଯିବ ଏମାନଙ୍କ ଦରମା

ନୂଆଦିଲ୍ଲୀ,୧୪।୨: କର୍ପୋରେଟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ୨୦୨୫ ବର୍ଷ ପାଇଁ ଖୁସି ଖବର। ଏହି ବର୍ଷ, ଦରମା ପ୍ରାୟ ୬ ରୁ ୧୫...

ଆମେରିକାରୁ ଫେରି ରାହୁଲଙ୍କ ସହ ବଡ଼ ବୈଠକ କରିବେ ମୋଦି, ହେବ ବଡ଼ ଘୋଷଣା, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୧୪।୨: ୨ଦିନିଆ ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗସ୍ତରୁ ଫେରିବା ପରେ ତାଙ୍କର ବିରୋଧୀ ଦଳ ତତା କଂଗ୍ରେସ ଏମପି ରାହୁଲ...

୧୨ ଲକ୍ଷ ଆୟକୁ ନେଇ ମଧ୍ୟବିତ୍ତଙ୍କୁ ଭୁଆଁ ବୁଲାଯାଉଛି, ଅର୍ଥମନ୍ତ୍ରୀଙ୍କୁ ଜବାବ ଦେଲେ ରାଘବ

ନୂଆଦିଲ୍ଲୀ,୧୪।୨: ରାଜ୍ୟ ସଭା ଏମପି ରାଘବ ଚଢା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସାମ୍ପ୍ରତିକ ବୟାନର କଡ଼ା ଜବାବ ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri