Posted inଜାତୀୟ

ହାତ ଛାଡିବା ପରେ ଆଜି ପଦ୍ମରେ ସାମିଲ ହେବେ ଅଶୋକ ଚୌହାନ

ମୁମ୍ବାଇ,୧୩।୨: କଂଗ୍ରେସ ଛାଡିବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଙ୍ଗଳବାର ଭାଜପାରେ ଯୋଗଦେବାର ସମ୍ଭାବନା ରହିଛି। ଏହି ବିବୃତ୍ତି ତାଙ୍କ କାର୍ଯ୍ୟାଳୟରୁ ଆସିଛି। ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଦେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ମହାରାଷ୍ଟ୍ରର ବରିଷ୍ଠ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା ଦଳ ଛାଡିବାର କିଛି ଦିନ ପରେ ଅଶୋକ ଚୌହାନ କଂଗ୍ରେସରୁ ଇସ୍ତଫା ଦେବା ପାଇଁ ପଦକ୍ଷେପ ନେଇଛନ୍ତି। ଆଗାମୀ ରାଜ୍ୟ ସଭା ନିର୍ବାଚନ ପାଇଁ ୬୫ ବର୍ଷୀୟ ନେତାଙ୍କୁ ମଇଦାନକୁ ଓହ୍ଲଇବେ କି ନାହିଁ ସେନେଇ ଚୌହାନ କିମ୍ବା ଭାଜପା ପକ୍ଷରୁ କୌଣସି ସୁନିଶ୍ଚିତ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆର ପରାଜୟ ସମସ୍ତ ସମୀକରଣ ବଦଳାଇ ଦେଇଛି; ଜାଣନ୍ତୁ ଭାରତୀୟ ଦଳ କିପରି WTC ଫାଇନାଲରେ ପହଞ୍ଚିବ

ନୂଆଦିଲ୍ଲୀ,୧।୧୧: ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୭୬ ରନରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହି ଫଳାଫଳ…

ବିଶ୍ୱର ସବୁଠାରୁ ବଡ଼ ୟୁଟ୍ୟୁବରଙ୍କୁ ପରାସ୍ତ କରି ବିଶାଳ ପୁରସ୍କାର ରାଶି ଜିତିଲେ ହାର୍ଦ୍ଦିକ ପାଣ୍ଡ୍ୟା, ପରେ କଲେ ଏମିତି ମିଳୁଛି ଖୁବ…

ନୂଆଦିଲ୍ଲୀ,୧।୧୧: ମିଷ୍ଟର ବିଷ୍ଟ (MrBeast) ନିକଟରେ ଭାରତ ଗସ୍ତ କରିଥିଲେ, ଯେଉଁଠାରେ ସେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏକ ବେସବଲ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ।…

କମର୍ସିଆଲ ଏଲପିଜି (LPG) ସିଲିଣ୍ଡର ଦର ବୃଦ୍ଧି ଉପରେ କଂଗ୍ରେସର ବଡ଼ ବୟାନ, କହିଲା…

ନୂଆଦିଲ୍ଲୀ,୧।୧୧: ଉତ୍ସବର ଋତୁରେ ଲୋକମାନେ ପୁଣିଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହୋଇଛନ୍ତି। ବ୍ୟବସାୟିକ ଏଲପିଜି (LPG) ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇବା ପରେ କଂଗ୍ରେସ ଦଳ ମୋଦିଙ୍କ…

ଆଜିଠାରୁ ବଦଳିଗଲା ୮ ନିୟମ: LPG ସିଲିଣ୍ଡର, ମୋବାଇଲ କଲିଂ, ପେନଶନରେ ବଡ଼ ପରିବର୍ତ୍ତନ; ଜାଣନ୍ତୁ ଆପଣଙ୍କ ପକେଟ ଉପରେ କ’ଣ ପଡ଼ିବ ପ୍ରଭାବ?

ନୁଆଦିଲ୍ଲୀ,୧।୧୧: ଆଜି, ଅର୍ଥାତ ୧ ନଭେମ୍ୱର ୨୦୨୬ରୁ, ସାରା ଦେଶରେ ଅନେକ ବଡ଼ ଆର୍ଥିକ ତଥା ଅଣ-ଆର୍ଥିକ ନିୟମରେ ପରିବର୍ତ୍ତନ ଘଟିଛି। ଜିଏସଟି (GST) ପଞ୍ଜୀକରଣ ପ୍ରକ୍ରିୟା,…

ଭାରତ ରଚିଲା ନୂଆ ଇତିହାସ, କମନୱେଲଥ ଚାମ୍ପିୟନସିପରେ ଜିତିଲା ଦୁଇଟି ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧।୧୧: କବାଡ଼ିରେ ଭାରତ ଦ୍ୱିଗୁଣ ସଫଳତା ହାସଲ କରିଛି। କମନୱେଲଥ କବାଡ଼ି ଚାମ୍ପିୟନସିପରେ ଭାରତର ପୁରୁଷ ଏବଂ ମହିଳା ଉଭୟ ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ…

ଟିମ ଇଣ୍ଡିଆର Playing11ରେ ଦୁଇ ବଡ଼ ପରିବର୍ତ୍ତନ, ଫେରିଲେ ଆଉ ଜଣେ ଦକ୍ଷ ବୋଲର

ନୂଆଦିଲ୍ଲୀ,୧।୧୧: ପଞ୍ଚମ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ସିରିଜରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେଉଁଠାରେ ଭାରତୀୟ…

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ, ସୁଶାନ୍ତ ନାଥ ଗୃହ ବିଭାଗକୁ ବଦଳି, ଜାଣନ୍ତୁ ଆଉ କାହାକୁ କେଉଁଠିକୁ

ଭୁବନେଶ୍ୱର,୧।୧୧: ରାଜ୍ୟ ପୋଲିସ ପ୍ରଶାସନରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଇପିଏସ୍‌ ସ୍ତରରେ ଏହି ଅଦଳବଦଳରେ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲା ଏସ୍‌ପି ପର୍ଯ୍ୟନ୍ତ ଅନେକଙ୍କୁ…

ମାଛ ଧରିବାକୁ ଯାଇଥିଲେ କର୍ଣ୍ଣାଟକ, ସମୁଦ୍ରରେ ଚାଲିଗଲା ଜୀବନ

ବଡ଼ଗାଁ, ୩୧/୧୦ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲାରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କାଦୋପଡ଼ା ଗ୍ରାମର ଜଣେ ଯୁବକଙ୍କ କର୍ଣ୍ଣାଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?