ଜାତୀୟ

ଏବେ ଇଡି ଜାଲରେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୧୨।୨: ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏଶନ ସ୍କାମରେ ଜଡିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଇଡି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି। ତାଙ୍କୁ ପଚରାଉଚରା ପାଇଁ ମଙ୍ଗଳବାର (ଫେବୃଆରୀ ୧୩) ଅନୁସନ୍ଧାନକାରୀ ଏଜେନ୍ସି ସମ୍ମୁଖରେ ଉପସ୍ଥିତ…

ପରୀକ୍ଷା ଦେଇପାରିଲେନି ଯୁବକ, ରାଜରାସ୍ତାରେ ଉଲଗ୍ନ ହୋଇ ବୁଲିଲେ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଲକ୍ଷ୍ନୌ,୧୨।୨: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ରାଜରାସ୍ତାରେ ବିନା ପୋଷାକରେ ଦୌଡୁଥିବାର ଦେଖାଯାଇଛି। କେବଳ ଏତିକି ନୁହେଁ ସେ ଅନେକ କିଲୋମିଟର ଉଲଗ୍ନ ହୋଇ ପୋଲିସ ଷ୍ଟେଶନରେ ପହଞ୍ଚିଛନ୍ତି। ରାଜ୍ୟର ଗାଜୀପୁର ଜିଲାର ଜଣେ ଯୁବକ…

ସୋନିଆଙ୍କ ଆସନରୁ ଲୋକ ସଭା ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨।୨: ୨୬ ଫେବୃଆରୀରେ ରାଜ୍ୟ ସଭାର ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି କାରଣରୁ ରାଜନୈତିକ ଦଳମାନେ କ୍ରମାଗତ ଭାବରେ ନିଜ ପ୍ରାର୍ଥୀ ଘୋଷଣା କରୁଛନ୍ତି। ସେପଟେ ଖବର ଆସୁଛି ଯେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ…

ଏନଡିଏରେ ସାମିଲ ହେବା ପ୍ରଶ୍ନ ଉପରେ ସ୍ପଷ୍ଟ କଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୧୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରିୟ ଲୋକ ଦଳ(ଆର୍‌ଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ବର୍ତ୍ତମାନ ଏନଡିଏରେ ଯୋଗଦେବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି। ଏନଡିଏରେ ଯୋଗଦେବା ପ୍ରଶ୍ନରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ତାଙ୍କ ଆଭିମୁଖ୍ୟ…

ସିସୋଡିଆଙ୍କୁ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କୋର୍ଟ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ଦଳର ନେତା ମନୀଷ ସିସୋଡିଆଙ୍କୁ କୋର୍ଟ ୩ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସିସୋଡିଆ ୟୁପିର ଲକ୍ଷ୍ନୌରେ ତାଙ୍କ ଭଣଜାଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ୧୨ ରୁ…

ଆସ୍ଥା ଭୋଟରେ ବିଜୟୀ ହେଲେ ନୀତୀଶ, ସପକ୍ଷରେ ୧୨୯ ଭୋଟ

ପାଟନା,୧୨।୨: ବିହାର ସରକାରଙ୍କ ନେତୃତ୍ୱରେ ନୀତୀଶ କୁମାର ଆଜି ଆସ୍ଥା ଭୋଟ ଜିତିଥିଲେ, ଏହା ଭଏସ ଭୋଟ ଦ୍ୱାରା ପାରିତ ହୋଇଥିଲା, ବିରୋଧୀମାନେ ଗୃହରୁ ଓ୍ବାକ ଆଉଟ କରିଥିଲେ। ଭୋଟିଂରେ ୧୨୯ଭୋଟ ସରକାରଙ୍କ ସପକ୍ଷରେ ଥିବାବେଳେ ବିରୋଧୀ ଦଳରେ ଶୂନ୍ୟ ଭୋଟ…

ନୀତୀଶଙ୍କୁ ‘ଦଶରଥ’ ସମାନ ମାନୁଥିଲି, ସେ ମଧ୍ୟ ବାଧ୍ୟହୋଇ ‘ରାମ’ଙ୍କୁ ନର୍ବାସନରେ ପଠାଇଥିଲେ: ତେଜସ୍ୱୀ ଯାଦବ

ପାଟନା, ୧୨।୨: ଜାନୁୟାରୀ ୨୮ ରେ ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ନୀତୀଶ କୁମାରଙ୍କ ସରକାର ସୋମବାର ନିଜର ବହୁମତ ସାବ୍ୟସ୍ତ କରିବେ। ଏଭଳି ପରିସ୍ଥିତିରେ ସବୁ ଦଳର ବିଧାୟକମାନେ ବିହାର ବିଧାନସଭାରେ ପହଞ୍ଚିଛନ୍ତି।…

ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପାର ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୧୨ା୨: ୨୦୨୪ ନିର୍ବାଚନ ପାଇଁ ଏବେଠୁ କ୍ଷେତ୍ର ପ୍ରସ୍ତୁତ କଲାଣି ଭାଜପା। ଚଳିତ ମାସରେ ପ୍ରଚାର ପାଇଁ ଭାଜପାର ବହୁ ହେଭିଓ୍ବେଟ୍‌ ନେତା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଚଳିତ ମାସ…

କିଏ ସେହି ଅଶୋକ ଚହ୍ବାନ, ଯିଏ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ନିଦ ହଜାଇଲେ

ନୂଆଦିଲ୍ଲୀ,୧୨।୨: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ମିଲିନ୍ଦ ଦେଓରା ଏବଂ ବାବା ସିଦ୍ଦିକିଙ୍କ ପରେ ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଚହ୍ବାନ ଦଳରୁ ଇସ୍ତଫା ଦେଇଛନ୍ତି।…

କଂଗ୍ରେସ ଛାଡ଼ିଲେ ମହାରାଷ୍ଟ୍ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଚୋୖହ୍ୱାନ, ନିର୍ବାଚନ ପୂର୍ବରୁ ଦଳକୁ ବଡ଼ ଝଟକା

ନୂଆଦିଲ୍ଲୀ,୧୨।୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ୍ ଅଶୋକ ଚୋୖହ୍ୱାନ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପାଟୋଲଙ୍କୁ ଏକ ଧାଡିରେ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ ମୁଁ ୧୨/୦୨/୨୦୨୪…

ଫ୍ଲୋର ଟେଷ୍ଟ ପୂର୍ବରୁ ଅଓ୍ବଧ ବିହାରି ଚୌଧୁରୀଙ୍କ ହାତରୁ ଗଲା ସ୍ପିକର ପଦ

ପାଟନା,୧୨।୨: ଏବେ ଏକ ବଡ ଖବର ବିହାରରୁ ଆସିଛି ଯେଉଁଠାରେ ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମହାମେଣ୍ଟ ସରକାରରେ ଆରଜେଡି ବିଧାୟକ ଅଓ୍ବଧ ବିହାରୀ ଚୌଧୁରୀ ବିଧାନସଭାର ସ୍ପିକର ଥିଲେ। ନୀତୀଶ କୁମାରଙ୍କ ନେତୃତ୍ୱରେ…

କଂଗ୍ରେସ ଛାଡ଼ିପାରନ୍ତି ମହାରାଷ୍ଟ୍ର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଶୋକ ଚୋୖହ୍ୱାନ, ବିଧାୟକ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୧୨।୨: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ହେଭିୱେଟ୍ ଅଶୋକ ଚୋୖହ୍ୱାନ ଦଳର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। 65 ବର୍ଷୀୟ ନେତା ସୋମବାର ବିଧାନସଭା ବାଚସ୍ପତିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?