ଜାତୀୟ

ପସନ୍ଦ ଆସୁନି ଆଧାରକାର୍ଡ ଫଟୋ, ଏପରି ବଦଳାନ୍ତୁ…

ନୂଆଦିଲ୍ଲୀ,୧୪।୨: ଭାରତରେ ସବୁ ନାଗରିକଙ୍କୁ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ଏଥିରେ ଆପଣଙ୍କର ସବୁ ବାୟୋଡେଟା ସହ ଫିଙ୍ଗରପ୍ରିଣ୍ଟ ମଧ୍ୟ ରହିଥାଏ। କିଛିଜଣଙ୍କୁ ଆଧାରକାର୍ଡରେ ଥିବା ଏହି ଫଟୋ ପସନ୍ଦ ଆସେନାହିଁ। ଯଦି ଏପରି ହୋଇଥାଏ ତେବେ ଏହାକୁ ଆପଣ ଅତି ସହଜରେ…

ପ୍ରିୟଙ୍କା ଗାନ୍ଧୀ କେଉଁଠାରୁ ଲଢ଼ିବେ ନିର୍ବାଚନ ?…

ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ସୋନିଆ ଗାନ୍ଧୀ ରାଜସ୍ଥାନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସୋନିଆଙ୍କ ସ୍ବାସ୍ଥ୍ୟ ଭଲ ନ ଥିବାରୁ ସେ ରାୟବରେଲୀରୁ ନିର୍ବାଚନ ଲଢ଼ିବେ ନାହିଁ। ତେବେ ଏହି ଆସନରୁ ଏବେ କିଏ ଲଢ଼ିବେ…

ସୋନିଆ ଦାଖଲ କଲେ ନାମାଙ୍କନ ପତ୍ର…

ନୂଆଦିଲ୍ଲୀ,୧୪।୨ : ବୁଧବାର ରାଜ୍ୟସଭା ନିର୍ବାଚନ ପାଇଁ ୪ ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟସଭା ର୍ନିବାଚନ ପାଇଁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ଥାନରୁ ସୋନିଆ…

ଭାରତୀୟ ନୌସେନାରେ ନୂତନ ଡ୍ରେସ କୋଡ: କୁର୍ତ୍ତା-ପାଇଜାମା ଏବଂ ଚୁଡିଦାର-ପ୍ଲାଜୋ କେବେ ଆଉ କିପରି ପିନ୍ଧାଯିବ ଜାଣନ୍ତୁ…

ନୂଆଦିଲ୍ଲୀ,୧୪।୨ : ତୀର୍ଥସ୍ଥାନ, ମନ୍ଦିର, କୋର୍ଟ ଏବଂ ସିବିଏସଇ ବିଦ୍ୟାଳୟ ପରେ ବର୍ତ୍ତମାନ ଭାରତୀୟ ନୌସେନାରେ ଏକ ନୂତନ ଡ୍ରେସ କୋଡ ଲାଗୁ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ନୌସେନାରେ ୧୦ ଟି ଡ୍ରେସ କୋଡ ଥିଲା। କିନ୍ତୁ ବର୍ତ୍ତମାନ ଏକାଦଶ ଡ୍ରେସ…

ବିମାନ ଯାତ୍ରୀଙ୍କୁ ବଡ଼ ଝଟକା: ମୁମ୍ବାଇ ବନ୍ଦରରୁ ଉଡ଼ାଣ ବନ୍ଦ ! କାହିଁକି ଗ୍ରହଣ କରାଗଲା ଏଭଳି ନିଷ୍ପତ୍ତି ?…

ମୁମ୍ବାଇ,୧୪।୨ : ସାରା ଦେଶରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖରାପ ଖବର ଅଛି। ଦେଶର ସର୍ବବୃହତ ତଥା ଅନ୍ତର୍ଜାତୀୟ ବିମାନବନ୍ଦର ମୁମ୍ବାଇ ବିମାନ ବନ୍ଦରରୁ ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି। ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବିମାନ ବନ୍ଦରରୁ ବିମାନ ଉଡ଼ାଣ…

ରାଜ୍ୟ ସଭା ଯିବେ ସୋନିଆ: କଂଗ୍ରେସ ଘୋଷଣା କଲା ୪ ପ୍ରାର୍ଥୀଙ୍କ ନାମ…

ନୂଆଦିଲ୍ଲୀ,୧୪।୨ : କଂଗ୍ରେସ ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ୪ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମଧ୍ୟପ୍ରଦେଶରେ ଏପର୍ଯ୍ୟନ୍ତ କୌଣସି ସହମତି ହୋଇପାରି ନାହିଁ। କଂଗ୍ରେସ ଏଠାରୁ କେବଳ ଗୋଟିଏ ଆସନ ପାଇପାରିବ। ଏହାପୂର୍ବରୁ ଭାଜପା ବୁଧବାର ୨…

ଅଖିଳେଶଙ୍କୁ ଝଟକା ପରେ ଝଟକା: ଜୟନ୍ତ ଚୋଧୁରୀ ଛାଡିଲେ ସାଥୀ, ସ୍ବାମୀ ପ୍ରସାଦ ଅସନ୍ତୁଷ୍ଟ, ଏବେ ପଲ୍ଲବୀ ଦେଖାଇଲେ ନାଲି ଆଖି…

ଲକ୍ଷ୍ନୌ,୧୪।୨ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିଜ ଲୋକମାନେ ଅଖିଳେଶଙ୍କ ଯାଦବଙ୍କଠାରୁ ଦୂରେଇବାରେ ଲାଗିଛନ୍ତି। ସେମାନଙ୍କ ଯୋଗୁ ଅଖିଳେଶଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇଣ୍ଡିଆକୁ ସହଯୋଗ କରି ପିଡିଏ ସୂତ୍ର ସାହାଯ୍ୟରେ ଉତ୍ତରପ୍ରଦେଶରେ ଭାଜପା ଏବଂ ଏନଡିଏକୁ ପରାସ୍ତ କରିବାକୁ…

Valentine Day: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଲେଖୁଛି ଲଭ୍‌ ଲେଟର୍‌

ଓ୍ବାଶିଂଟନ୍‌,୧୪।୨: ଏଆଇ ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିପ୍ଲବ ମଣିଷ ସମାଜରେ ଖୁବ୍‌ ଗଭୀର ପ୍ରଭାବ ପକାଇଛି। ଏହା ମନୁଷ୍ୟର ହିତ ସାଧନ କରୁଛି ସତ ହେଲେ ଆଗକୁ ମଣିଷ ପାଇଁ ବିପଦ ଡାକି ଆଣୁଛି। ଭବିଷ୍ୟତରେ ଏଆଇ ମଣିଷର ସ୍ଥାନ ନେବ…

ହଲ୍‌ଦ୍ୱାନି ଛାଡ଼ିଲେଣି ୩୦୦ ମୁସଲମାନ ପରିବାର

ଡେରାଡୁନ୍‌,୧୪/୨:ଗତ ୮ ତାରିଖରେ ଉତ୍ତରାଖଣ୍ଡର ହଲ୍‌ଦ୍ୱାନିସ୍ଥିତ ବନଫୁଲପୁରାରେ ପୋଲିସ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ଅଭିଯାନ ବେଳେ ବେଆଇନ ଭାବେ ଗଢ଼ି ଉଠିଥିବା ଏକ ମସ୍‌ଜିଦ ଓ ମଦ୍ରାସାକୁ ଭଙ୍ଗାଯାଇଥିଲା। ଏହି ଘଟଣାକୁ ନେଇ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଏଥିରେ…

ଆନ୍ଦୋଳନକାରୀଙ୍କୁ ଲାଠିମାଡ଼

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୪ା୨: ନିଜ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରିବା ସକାଶେ ଆଇନ ପ୍ରଣୟନ ଦାବିରେ କୃଷକମାନେ ପ୍ରାୟ ୨୭ ମାସ ପରେ ମଙ୍ଗଳବାର ଦିଲ୍ଲୀ ସୀମାରେ ପୁଣି ଏକତ୍ରିତ ହୋଇଛନ୍ତି। ୨୬ କୃଷକ ସଙ୍ଗଠନ ପକ୍ଷରୁ ‘ଦିଲ୍ଲୀ…

ଅଖିଳେଶଙ୍କ ଟେନ୍‌ସନ୍‌ ବଢାଇଲେ ପଲ୍ଲବୀ

ନୂଆଦିଲ୍ଲୀ,୧୪।୨: ଏସପି ସଭାପତି ଅଖିଳେଶ ଯାଦବଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ବର୍ତ୍ତମାନ ସହଯୋଗୀ ଅପ୍‌ନା ଦଳ ବିଧାୟକ ପଲ୍ଲବୀ ପଟେଲ ରାଜ୍ୟ ସଭା ନିର୍ବାଚନରେ ସେ ସମାଜବାଦୀ ପାର୍ଟି ପାଇଁ ଭୋଟ ଦେବେ…

ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଶସ୍ତା ହେଲା ସୁନା…

ନୂଆଦିଲ୍ଲୀ,୧୩।୨ : ପ୍ରତିବର୍ଷ ପରି ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାାଉଛି। ଏହି ଅବସରରେ, ଲୋକମାନେ ନିଜ ସାଥୀଙ୍କୁ ଆପଣେଇବା ପାଇଁ ଅନେକ ପଦ୍ଧତି ଗ୍ରହଣ କରିଥାନ୍ତି। ଅନେକ ଲୋକ ନିଜ ସ୍ତ୍ରୀ କିମ୍ବା ଗର୍ଲଫ୍ରେଣ୍ଡକୁ ସୁନା ଉପହାର ଦେଇଥାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?