ଜାତୀୟ

ଭୟାବହ ଟ୍ରେନ୍‌ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ, କ୍ରିକେଟ୍‌ ଦେଖୁଥିଲେ… 

ନୂଆଦିଲ୍ଲୀ,୩।୩:୨୦୨୩ ଅକ୍ଟୋବର ୨୯ ତାରିଖ ୨ଟି ପାସେଞ୍ଜର୍‌ ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ଉକ୍ତ ୨ ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଓ ସହକାରୀ ଲୋକୋପାଇଲଟ୍‌ ଫୋନ୍‌ରେ କ୍ରିକେଟ ମ୍ୟାଚ ଦେଖୁଥିଲେ…

କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା

ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ କରିଛନ୍ତି। ବାସ୍ତବରେ ଆମେ କର୍ନେଲ ହରିଚନ୍ଦ୍ରଙ୍କ ବିଷୟରେ କହୁଛୁ। ଯିଏ କି…

୩ ବରିଷ୍ଠ ନେତାଙ୍କୁ ଭାଜପା ଦେଲା ଟିକେଟ…ଯିଏ ମନ୍ତ୍ରୀ ହୋଇଥିଲେ ହେଁ ପ୍ରଥମ ଥର ଲାଗି ଲଢ଼ିବେ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ,୩।୩: ଆଗାମୀ ଲୋକ ସଭା ନିର୍ବାଚନ ଲାଗି ଭାଜପା ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂହ, ଅମିତ ଶାହାଙ୍କ ସମେତ ୩୪ କେନ୍ଦ୍ରମନ୍ତ୍ରୀଙ୍କ ନାମ ସାମିଲ ରହିଛି। ଏଥିସହ…

ଭାଜପାର ୧୯୫ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି କେବଳ ଜଣେ ମୁସଲମାନ ନେତା, ଜାଣନ୍ତୁ ଅବଦୁଲ୍‌ ସଲାମ କିଏ?

ନୂଆଦିଲ୍ଲୀ,୩।୩: ଭାରତୀୟ ଜନତା ପାର୍ଟି(ଭାଜପା) ଶନିବାର ଲୋକ ସଭା ନିର୍ବାଚନ ପାଇଁ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଉକ୍ତ ତାଲିକାରେ ଭାଜପା କେବଳ ଜଣେ ମୁସଲମାନଙ୍କୁ ଟିକେଟ ଦେଇଛି। ସେ ହେଲେ ଅବଦୁଲ ସଲାମ। କାଲିକଟ ବିଶ୍ୱବିଦ୍ୟାଳୟର ପୂର୍ବତନ…

ଏନ୍‌ଡିଏରେ ସାମିଲ ହେଲା ଆର୍‌ଏଲ୍‌ଡି, ନଡ୍ଡା-ଶାହାଙ୍କୁ ଭେଟିବା ପରେ ଆଧିକାରୀକ ଘୋଷଣା କଲେ ଜୟନ୍ତ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଲୋକଦଳ(ଆର୍‌ଏଲ୍‌ଡି) ଆଧିକାରୀକ ଭାବେ ଏନ୍‌ଡିଏରେ ସାମିଲ ହୋଇଛି। ଏନେଇ ଦଳର ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ ଘୋଷଣା କରିଛନ୍ତି। ତେବେ ଶନିବାର ଜୟନ୍ତ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଗୃହ…

ଅନୁଚ୍ଛେଦ ୨୧ ସମ୍ବିଧାନର ଆତ୍ମା

ନୂଆଦିଲ୍ଲୀ,୩।୩(ପି.ଟି.): ନାଗରିକମାନଙ୍କ ସ୍ବାଧୀନତା ସର୍ବୋପରି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅନୁଚ୍ଛେଦ ୨୧ ସମ୍ବିଧାନର ଆତ୍ମା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏ ସମ୍ପର୍କିତ ମାମଲାରେ ହାଇକୋର୍ଟ ତ୍ୱରିତ୍‌ ନିଷ୍ପତ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ତାଙ୍କର ମୂଲ୍ୟବାନ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ ବୋଲି ଜଷ୍ଟିସ୍‌…

ଅଣୁଅସ୍ତ୍ର ନିର୍ମାଣ ପାଇଁ ପାକିସ୍ତାନ ଯାଉଥିଲା ସରଞ୍ଜାମ

ମୁମ୍ବାଇ,୩।୩: ଚାଇନାରୁ ପାକିସ୍ତାନକୁ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ମୁମ୍ବାଇର ନାଭା ଶେଭା ବନ୍ଦରରେ ଅଟକାଇଥିଲା। ଜାହାଜରେ ଦ୍ୱୈତ ବ୍ୟବହାର୍ଯ୍ୟ ସାମଗ୍ରୀ ଥିଲା, ଯାହା ପାକସ୍ତାନର ଅଣୁଅସ୍ତ୍ର ଏବଂ ବାଲିଷ୍ଟିକ୍‌ ମିଶାଇଲ୍‌ ପ୍ରୋଗ୍ରାମରେ ବ୍ୟବହାର କରାଯାଇପାରିବ ବୋଲି ସୀମାଶୁଳ୍କ…

ସୁଖୁ ସରକାରଙ୍କ ଅଡ଼ୁଆ ବଢ଼ାଇଲେ ବିକ୍ରମାଦିତ୍ୟ

ଶିମଲା,୩।୩: ହିମାଚଳପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ନିଜ ଫେସ୍‌ବୁକ ବାୟୋରୁ ସରକାରୀ ପଦବୀ ହଟାଇଦେଇ ପୁଣି ଥରେ କଂଗ୍ରେସ ନେତୃତ୍ୱ ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି। ପୂର୍ବରୁ ବିକ୍ରମାଦିତ୍ୟଙ୍କ ଫେସ୍‌ବୁକ୍‌ ବାୟୋରେ ପିଡବ୍ଲ୍ୟୁଡି ମନ୍ତ୍ରୀ ଏବଂ ଭାରତୀୟ ଜାତୀୟ କଂଗ୍ରେସ ସଦସ୍ୟ…

ହଟାଇଥିବା ଭାରତୀୟ ଆପ୍‌କୁ ରିଷ୍ଟୋର୍‌ କଲା ଗୁଗଲ୍‌

ନୂଆଦିଲ୍ଲୀ, ୩।୩: ଶୁକ୍ରବାର ଗୁଗଲ୍‌ ପକ୍ଷରୁ କିଛି ଭାରତୀୟ ମୋବାଇଲ ଆପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେଗୁଡ଼ିକୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲା। ତେବେ ଏନେଇ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହସ୍ତକ୍ଷେପ ପରେ ଗୁଗଲ୍‌ ନିଷ୍ପତ୍ତି ବଦଳାଇଛି। ଶନିବାର ଏନେଇ…

ସ୍ପେନ୍‌ ମହିଳା ପର୍ଯ୍ୟଟକଙ୍କୁ ଗଣବଳାତ୍କାର: ବନ୍ଧା ହେଲେ ୩ ଅଭିଯୁକ୍ତ

ଡୁମ୍‌କା,୩।୩: ସ୍ପେନ୍‌ର ଜଣେ ମହିଳା ପର୍ଯ୍ୟଟକ ତାଙ୍କ ସ୍ବାମୀଙ୍କ ସହ ବାଇକ୍‌ରେ ବୁଲିବାକୁ ଯାଇଥିବାବେଳେ ଝାଡ଼ଖଣ୍ଡର ଡୁମ୍‌ମା ଜିଲାରେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଦମ୍ପତି ଶୁକ୍ରବାର ରାତିରେ ଜିଲାର ହଂସଡିହାସ୍ଥିତ ଏକ ନିଛାଟିଆ ଅଞ୍ଚଳରେ ଅଟକିଥିବାବେଳେ ଅତ୍ୟାଚାରର…

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକାରେ ୩୪ ମନ୍ତ୍ରୀ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ଶନିବାର ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଉକ୍ତ ତାଲିକାରେ ୩୪ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବାରାଣସୀ ଆସନରୁ ଲଢ଼ିବାକୁ ଥିବାବେଳେ ଅମିତ୍‌ ଶାହା ଗୁଜରାଟର…

ପାଇଲଟ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ, ସେଥିପାଇଁ ହୋଇଥିଲା ଟ୍ରେନ୍ ଦୁର୍ଘଟଣା: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୨।୩: ଗତବର୍ଷ ଅକ୍ଟୋବର ୨୯ରେ ଆନ୍ଧ୍ରପ୍ରଦେଶର ହୋଇଥିବା ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ବଡ ବୟାନ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଦୁର୍ଘଟଣାରେ ୧୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ସମୟରେ ଯାତ୍ରୀବାହୀ ଟ୍ରେନର ଦୁଇ ପାଇଲଟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?