ଜାତୀୟ

IAS ଅଫିସର ଏବେ ରାଜନୀତି ମୁହାଁ, ଲଢିବେ ନିର୍ବାଚନ, ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୩।୩: ଭାରତୀୟ ଜନତା ପାର୍ଟି ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି। ତାଲିକାରେ ବହୁ ନୂଆ ଚେହେରାଙ୍କୁ ସୁଯୋଗ ମିଳିଥିବାବେଳେ କେତେକ ପୁରୁଖା ନେତାଙ୍କ ଟିକେଟ୍‌ କଟିଛି। ତେବେ ଏହାରି ଭିତରେ ଜଣେ IAS ଅଫିସର ରାନନୀତିରେ…

ରାହୁଲ କହିଲେ, ଚାଇନା-ପାକିସ୍ତାନ ଆମଠାରୁ ଭଲ

ନୂଆଦିଲ୍ଲୀ,୩।୩: ବିହାରର ରାଜଧାନୀ ପାଟଣାର ଗାନ୍ଧୀ ମୈଦାନରେ ଚାଲିଥିବା ଗ୍ରାଣ୍ଡ ଆଲାଇନ୍ସର ଜନ ବିଶ୍ୱାସ ମହାରାଲିଙ୍କ ସମୟରେ ବହୁ ସଂଖ୍ୟାରେ ଯୁବକଙ୍କୁ ଦେଖି କଂଗ୍ରେସର ଏକ ନମ୍ବର ନେତା ରାହୁଲ ଗାନ୍ଧୀ ଅଗ୍ନିବୀର ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି ଯେ ସେନାରେ…

ଅମ୍ବାନୀଙ୍କ ବିବାହରେ ଲୋକେ ସେଲଫି ନେଉଛନ୍ତି, ଏଠାରେ ଲୋକେ ଭୋକରେ ମରୁଛନ୍ତି: ରାହୁଲ ଗାନ୍ଧୀ

ପାଟନା,୩।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହିତ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି। ଏଠାରେ ରାହୁଲ ଗାନ୍ଧୀ ରବିବାର ଅମ୍ବାନୀ ପରିବାରର ବିବାହ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଅମ୍ବାନୀଙ୍କ ପରିବାରରେ ବିବାହ ଅନୁଷ୍ଠିତ ହେଉଛି। ଲୋକମାନେ…

ଆରମ୍ଭ ହେଲା ନମୋ ଆପରେ ଭାଜପାର ଚାନ୍ଦା ଅଭିଯାନ, ଜାଣନ୍ତୁ କେତେ ଚାନ୍ଦା ଦେଇଛନ୍ତି ମୋଦି…

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇବା ପରେ ଭାଜପା ଦାନ ଅଭିଯାନ ଆରମ୍ଭ କରିଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମୋ ଆପ ଜରିଆରେ ତାଙ୍କ ଦଳ (ଭାଜପା) କୁ ୨୦୦୦ଟଙ୍କା…

ମାର୍ଚ୍ଚ ୧୦ରେ ସାରା ଦେଶରେ ରେଳ ରୋକୋ ଆନ୍ଦୋଳନ

ନୂଆଦିଲ୍ଲୀ,୩।୩: କୃଷକ ଆନ୍ଦୋଳନ ଜାରି ରହିଛି। କୃଷକ ନେତା ଜଗଜିତ ସିଂ ଡାଲେୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଡାଲେୱାଲ କହିଛନ୍ତି, ଆମେ ନିଷ୍ପତ୍ତି ନେଇଛୁ ଯେ, ମାର୍ଚ୍ଚ ୬ରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରେଳ, ବସ ଏବଂ…

ନୀତୀଶ କୁମାରଙ୍କୁ ଟାର୍ଗେଟ କଲେ ତେଜସ୍ବୀ, କହିଲେ ଏମିତି…

ପାଟନା,୩ା୩: ବିହାରର ରାଜଧାନୀ ପାଟନାରେ ଥିବା ଐତିହାସିକ ଗାନ୍ଧୀ ମୈଦାନରେ ଗ୍ରାଣ୍ଡ ଆଲାଇନ୍ସର ଜନ ବିଶ୍ୱ ମହାରାଲିରେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ଅଭିନେତା ହ୍ରିତିକ ରୋଶନଙ୍କ ଫିଲ୍ମର ଗୀତ ଗାଇ ତେଜସ୍ବୀ…

ମୋଦି ମିଛର ସର୍ଦ୍ଦାର, ଦେଶକୁ ବରବାଦ କରିବାକୁ ଲାଗିଛନ୍ତି: ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୩।୩: ପାଟନାରେ ଐତିହାସିକ ଗାନ୍ଧୀ ମଇଦାନରେ ଆରଜେଡି ଏକ ଜନ ବିଶ୍ୱାସ ରାଲିର ଆୟୋଜନ କରିଛି। ଏହି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, କମ୍ୟୁନିଷ୍ଟ ପାର୍ଟି ଅଫ…

ମୋଦି ହିନ୍ଦୁ ନୁହନ୍ତି, ଏମିତି କହି ପୁରୁଣା ଅନ୍ଦାଜ୍‌ରେ ନଜର ଆସିଲେ ଲାଲୁ

ପାଟନା,୩।୩: ପାଟନାରେ ଆୟୋଜିତ ଜନ ବିଶ୍ୱାସ ରାଲିରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଛି। ରାହୁଲ ଗାନ୍ଧୀ, ଅଖିଳେଶ ଯାଦବଙ୍କ ସମେତ ବିରୋଧୀଙ୍କ ବହୁ ଷ୍ଟାଲୱାର୍ଟ ଏହି ରାଲିରେ ପହଞ୍ଚିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଭାଷଣ ଶୁଣିବାକୁ ଜନତା ବହୁତ…

ମିଳିଲାନି ଟିକେଟ୍‌, ପୁଣି କ୍ଲିନିକ୍‌କୁ ଫେରିବେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୩।୩: ଗୌତମ ଗମ୍ଭୀର ଓ ଜୟନ୍ତ ସିହ୍ନାଙ୍କ ପରେ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି।…

କାଲି ମିଳିଥିଲା ଟିକେଟ୍‌, ନିର୍ବାଚନ ଲଢ଼ିବାକୁ ଆଜି ମନା କଲେ ପଓ୍ବନ ସିଂ

କୋଲକାତା,୩ା୩: ଭୋଜପୁରୀ ଗାୟକ ତଥା ଭାଜପା ପ୍ରାର୍ଥୀ ପଓ୍ବନ ସିଂ ଆସନସୋଲ ଲୋକ ସଭା ଆସନରୁ ନିର୍ବାଚନ ଳଢ଼ିବାକୁ ମନା କରି ଦେଇଛନ୍ତି। ପଓ୍ବନ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ପଓ୍ବନ ସିଂ ଟୁଇଟ କରି କହିଛନ୍ତି, ‘ଭାରତୀୟ ଜନତା…

ନା ୨୦୧୯ରେ ମାଗିଥିଲି, ନା ଏବେ ମାଗିବି, ଟିକେଟ୍‌ କଟିବା ପରେ ସ୍ବାଧୀ ପ୍ରଜ୍ଞାଙ୍କ ପ୍ରତିକ୍ରିୟା

ଭୋପାଳ,୩ା୩: ଭାରତୀୟ ଜନତା ପାର୍ଟି (ଭାଜପା) ଶନିବାର ଲୋକ ସଭା ନିର୍ବାଚନ ପାଇଁ ୨୦୨୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ମଧ୍ୟପ୍ରଦେଶର ୨୯ଟି ଲୋକ ସଭା ଆସନ…

ଭୟାବହ ଟ୍ରେନ୍‌ ଦୁର୍ଘଟଣାର କାରଣ କହିଲେ ରେଳମନ୍ତ୍ରୀ, କ୍ରିକେଟ୍‌ ଦେଖୁଥିଲେ… 

ନୂଆଦିଲ୍ଲୀ,୩।୩:୨୦୨୩ ଅକ୍ଟୋବର ୨୯ ତାରିଖ ୨ଟି ପାସେଞ୍ଜର୍‌ ଟ୍ରେନ ଦୁର୍ଘଟଣା ହୋଇଥିଲା। ଏଥିରେ ୧୪ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ତେବେ ଉକ୍ତ ୨ ଟ୍ରେନ ମଧ୍ୟରୁ ଗୋଟିଏ ଟ୍ରେନ୍‌ର ଲୋକୋ ପାଇଲଟ୍‌ ଓ ସହକାରୀ ଲୋକୋପାଇଲଟ୍‌ ଫୋନ୍‌ରେ କ୍ରିକେଟ ମ୍ୟାଚ ଦେଖୁଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?