ଜାତୀୟ

ବୁଝି ବିଚାରି ଦିଅନ୍ତୁ ବୟାନ, ଲୋକ ସଭା ନିର୍ବାଚନ ପୂର୍ବରୁ ନେତାଙ୍କୁ ମୋଦିଙ୍କ ଉପଦେଶ

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନ ପାଇଁ ଯୋରଦାର ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ମାର୍ଚ୍ଚ ୩, ୨୦୨୪)ରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମାନଙ୍କୁ ବୁଝି ବିଚାରି ବିବୃତ୍ତି ଦେବାକୁ କହିଥିଲେ ଏବଂ ବିବାଦୀୟ…

‘ମୋଦି ଆଣ୍ଟି ବଙ୍ଗାଳି’, ପଓ୍ବନ ସିଂଙ୍କ ଟିକେଟକୁ ନେଇ କହିଲେ ଟିଏମସି ନେତା

କୋଲକାତା,୩।୩: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପୱନ ସିଂଙ୍କ ଟିକେଟ ଉପରେ ଭାରତୀୟ ଜନତା ପାର୍ଟି (ଭାଜପା) କୁ ଟାର୍ଗେଟ କରିଛି। ପାର୍ଟି ମୁଖପାତ୍ର ତଥା ରାଜ୍ୟ ସଭା ଏମପି ଡେରେକ ଓ’ବ୍ରାଇନ ପୱନ ସିଂଙ୍କ…

୭ ଜଣଙ୍କ ନାଁରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩।୩:ଗତବର୍ଷ ମଣିପୁରରେ ଜାତିଆଣ ହିଂସା ବେଳେ ବିଷ୍ଣୁପୁର ପୋଲିସ ଅସ୍ତ୍ରାଗାରରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଲୁଟ୍‌ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ଆସାମ ଗୁଆହାଟୀର କାମରୂପ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ…

ମୋଦିଙ୍କ ମାରାଥନ ଗସ୍ତ: ୩ ଦିନରେ ଯିବେ ୫ ରାଜ୍ୟ

ନୂଆଦିଲ୍ଲୀ,୩।୩:ଲୋକ ସଭା ନିର୍ବାଚନ ଖୁବ୍‌ଶୀଘ୍ର ଘୋଷଣା ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ୧୦ ଦିନରେ ୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ମୋଟ ୨୯ଟି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ୩…

ଟିକେଟ୍‌ କଟିବା ପରେ ପ୍ରଜ୍ଞା ଠାକୁରଙ୍କ ବଡ ବୟାନ, ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୩।୩: ଚଳିତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା। ଏଥିରେ ନୂଆ ଚେହେରାଙ୍କୁ ଟିକେଟ୍‌ ମିଳିଥିବାବେଳେ କେତେଜଣ ପୁରୁଖା ନେତାଙ୍କ ଟିକେଟ୍‌ କଟିଛି। ପାର୍ଟିର ବର୍ତ୍ତମାନ ଏମପି ଥିବା ୩୪ ଜଣଙ୍କ ଟିକେଟ କଟିଥିବାବେଳେ…

କିଏ ସେହି ହର୍ଷବର୍ଦ୍ଧନ, ଯାହାଙ୍କୁ ଭାଜପା ଟିକେଟ ନ ଦେବାର ଗୋଟିଏ ଦିନ ପରେ ରାଜନୀତିରୁ ନେଲେ ଅବସର

ନୂଆଦିଲ୍ଲୀ,୩।୩: ଦିଲ୍ଲୀର ଚାନ୍ଦନୀ ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ଡା. ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ଲୋକ ସଭା ନିର୍ବାଚନ ୨୦୧୪ ପାଇଁ ଭାଜପା ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣାର ପରଦିନ ହର୍ଷବର୍ଦ୍ଧନ…

ଯେଉଁମାନେ ଦଳ ଛାଡିଛନ୍ତି ସେମାନଙ୍କୁ ଆବଶ୍ୟକ ଥିଲା ୱାଶିଂ ମେଶିନ: ଦିଗବିଜୟ ସିଂ

ନୂଆଦଲ୍ଲୀ,୩।୩: ଭାଜପା କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୁନା ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଦିଗବିଜୟ ସିଂ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସିନ୍ଧିଆଙ୍କ ପ୍ରାର୍ଥୀତ୍ୱରେ ଦିଗ୍‌ବିଜୟ କହିଛନ୍ତି, ଯେଉଁମାନେ…

ନିର୍ବାଚନ ଲଢିବାକୁ ମନା କଲେ ଆଉ ଜଣେ ଭାଜପା ନେତା

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନକୁ ନେଇ ଗୁଜୁରାଟରୁ ଏକ ବଡ ଖବର ଆସିଛି। ଗୁଜୁରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ତାଙ୍କ ପ୍ରାର୍ଥୀ ପ୍ରତ୍ୟାହାର ନେଇ ଏକ ବଡ ଘୋଷଣା କରିଛନ୍ତି। ନିତିନ ପଟେଲ ମେହସାନା ଆସନରୁ ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ…

ରାଜନୀତିକୁ ଓହ୍ଲାଇବେ ଏହି ଚର୍ଚ୍ଚିତ ବିଚାରପତି! ଦେଲେ ସଙ୍କେତ

କୋଲକତା,୩।୩: ଆଇଏଏସ ଅଫିସରଙ୍କ ପରେ ରାନୀତିରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ହାଇକୋର୍ଟ ବିଚାରପତି। ପାଖେଇ ଆସିଲାଣି ନିର୍ବାଚନ। ଏ ଭିତରେ କାହାକୁ ଟିକେଟ୍‌ ମିଳିବ କି ମିଳିବନି ଭିତରେ ଭାଜପା ଏହାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଥିବାବେଳେ ଅନେକେ…

କଂଗ୍ରେସ ନେତାଙ୍କ ଦାବି, ରାୟବରେଲି ନୁହେଁ ଏହି ଆସନରୁ ନିର୍ବାଚନ ଲଢିବେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୩: ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ଦଳ ଆକ୍ସନ ମୋଡକୁ ଆସିଛନ୍ତି। ଏପରିକି ଭାଜପା ଏହାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଭାଜପା ପ୍ରଥମ ତାଲିକାରେ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି। ଏହି ସମୟରେ କଂଗ୍ରେସ…

ଯୋଗୀଙ୍କ ଚେତାବନୀ, ଯୁବକଙ୍କ ଭବିଷ୍ୟତ ସହ ଖେଳିଲେ ସଢିବେ ଜେଲ୍‌ରେ

ଗୋରଖପୁର,୩।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବକମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ରାଜ୍ୟରେ ଯୁବକଙ୍କ ଭବିଷ୍ୟତ ସହିତ କେହି ଖେଳି ପାରିବେ ନାହିଁ। ଯଦି କେହି ଏହା କରନ୍ତି, ତେବେ ସେ ସାରା ଜୀବନ ଜେଲରେ ସଢିବେ।…

‘ଜନତାଙ୍କ ସ୍ମରଣ ଶକ୍ତି ଦୁର୍ବଳ ହୋଇପାରେ ହେଲେ…’ହାଇକୋର୍ଟ କାହିଁକି କହିଲେ ୨୦୦୫ର ମୁମ୍ବାଇ ବନ୍ୟାକୁ ଭୁଲି ହେବନାହିଁ

ମୁମ୍ବାଇ,୩।୩: ବମ୍ବେ ହାଇକୋର୍ଟ କହିଛନ୍ତି ଯେ ମିଠୀ ନଦୀ କୂଳରେ ବେଆଇନ ନିର୍ମାଣ ହେତୁ ମୁମ୍ବାଇ ପ୍ରାୟ ବୁଡ଼ି ଯାଇଥିବା ବେଳେ ଜୁଲାଇ ୨୦୦୫ର ବନ୍ୟା ପରିସ୍ଥିତି ଭୁଲି ହେବନାହିଁ। ଜଷ୍ଟିସ ଗୌତମ ପଟେଲ ଏବଂ ଜଷ୍ଟିସ କମଲ ଖାତାଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?