ଜାତୀୟ

ରାଜ୍ୟ ସରକାରଙ୍କ ନୂଆ ଯୋଜନା, ଅନଲାଇନରେ ବିକ୍ରି କରିବେ ବାଲି

ନୂଆଦିଲ୍ଲୀ,୧୭।୨: ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ‘ବିନା ଲାଭ ବିନା କ୍ଷତି’ରେ ଏହି ବିକ୍ରି ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ରାଜସ୍ୱ ମନ୍ତ୍ରୀ ରାଧାକୃଷ୍ଣ ଭିକେ...

ରାଜ୍ୟ ସଭା ଯିବା ଆଶା ଅସନ୍ତୋଷର ମୁଖ୍ୟ କାରଣ, କଂଗ୍ରେସ କମଲନାଥଙ୍କୁ ରୋକିବାର ପ୍ରୟାସ ମଧ୍ୟ କରିବନି!…

ନୂଆଦିଲ୍ଲୀ,୧୭।୨ : ଗୋଟିଏ ପରେ ଗୋଟିଏ କଂଗ୍ରେସ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ଗତ କିଛି ମାସ ମଧ୍ୟରେ ଅନେକ ନେତା ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ବର୍ତ୍ତମାନ କମଲନାଥ ଏବଂ ତାଙ୍କ ପୁଅ ନକୁଲନାଥଙ୍କ ସମେତ ଅନେକ...

କଂଗ୍ରେସକୁ ବଡ଼ ଝଟକା: କମଲନାଥ ଇସ୍ତଫା ଦେଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ! …

ନୂଆଦିଲ୍ଲୀ,୧୭।୨ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କଂଗ୍ରେସରୁ ଇସ୍ତଫା ଦେଇ ଥିବା କୁହାଯାଉଛି। କମଲ ନାଥ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।...

ଜ୍ଞାନପୀଠ ପୁରସ୍କାର ପାଇବେ ଗୁଲଜାର,ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ

ନୂଆଦିଲ୍ଲୀ,୧୭ା୨: ପ୍ରସିଦ୍ଧ ଊର୍ଦ୍ଦୁ ଗୀତିକାର ତଥା କବି ଗୁଲଜାର ଏବଂ ସଂସ୍କୃତ ପଣ୍ଡିତ ଜଗଦ୍‌ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କୁ ୨୦୨୩ ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ କରାଯିବ। ଉଭୟ ବ୍ୟକ୍ତିତ୍ୱ ନିଜ ନିଜ କ୍ଷେତ୍ରରେ ପ୍ରସିଦ୍ଧ। ଗୁଲଜାରଙ୍କୁ ବର୍ତ୍ତମାନର ଊର୍ଦ୍ଦୁ କବିମାନଙ୍କ ମଧ୍ୟରୁ ଜଣେ...

ସୀତା-ଆକବର ଏକାଠି ରହିବାରୁ ବିବାଦ: ହାଇକୋର୍ଟରେ ମାମଲା…

କୋଲକାତା,୧୭।୨ : ସାଧାରଣତଃ ଦାମ୍ପତ୍ୟ ଜୀବନରେ ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଝଗଡା, ପାରିବାରିକ ହିଂସା, ନିର୍ଯାତନା, ଆକ୍ରମଣ, ଦୁର୍ନୀତି ମାମଲା ହାଇକୋର୍ଟଙ୍କ ଦ୍ୱାରରେ ପହଞ୍ଚିଥାଏ। କିନ୍ତୁ ହାଇକୋର୍ଟରେ ନାମକୁ ନେଇ ଏକ ବିବାଦ ଏବେ କୋଲକାତା ହାଇକୋର୍ଟରେ ପହଞ୍ଚସିଛି। ସୀତା...

ଇନସାଟ୍‌‌ ଥ୍ରୀ ଡିଏସ୍‌‌ ସଫଳତାର ସହିତ ଉତ୍‌‌କ୍ଷେପଣ କଲା ଇସ୍ରୋ

ନୂଆଦିଲ୍ଲୀ,୧୭।୨: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଉତ୍‌‌କ୍ଷେପଣ କେନ୍ଦ୍ରରୁ ଶନିବାର ସନ୍ଧ୍ୟ ୫ଟା ୩୫ ମିନିଟ୍‌‌ରେ ଇସ୍ରୋ ପକ୍ଷରୁ ଇନସାଟ୍‌‌ ଥ୍ରୀ ଡିଏସ୍‌‌ ସଫଳତାର ସହିତ ଉତ୍‌‌କ୍ଷେପଣ କରାଯାଇଛି। ଇସ୍ରୋର ଧ୍ରୁବୀୟ ଉପଗ୍ରହ ଉତ୍‌‌କ୍ଷେପଣ ଯାନ ଜିଏସ୍‌‌ଏଲ୍‌‌ଭି ଜରିଆରେ ଏହି...

ଫିଲ୍ମ ନିର୍ମାତା ରାଜ କୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ସହିତ ୨ କୋଟି ଜରିମାନା ଦଣ୍ଡାଦେଶ !…

ମୁମ୍ବାଇ,୧୭।୨ : ‘ଘାତକ’ ଏବଂ ‘ଘାୟଲ’ ଭଳି ସୁପରହିଟ ଚଳଚ୍ଚିତ୍ର ନିର୍ମାଣ କରିଥିବା ଜଣାଶୁଣା ବଲିଉଡ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଶନିବାର ଜାମନଗର କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କୁ ୨ କୋଟି...

କଟନ କ୍ୟାଣ୍ଡି ବିକ୍ରି ନେଇ ପ୍ରତିବନ୍ଧକ: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ସରକାର…

ଚେନ୍ନାଇ,୧୭।୨ : ଦେଶର ଦକ୍ଷିଣ ରାଜ୍ୟ ତାମିଲନାଡୁରେ କଟନ କ୍ୟାଣ୍ଡି ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। କର୍କଟ ରୋଗ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥର ଉପସ୍ଥିତି ବିଷୟରେ ପ୍ରମାଣିତ ପରୀକ୍ଷଣ ରିପୋର୍ଟ ଯୋଗୁଁ ତାମିଲନାଡୁ ସରକାର ରାଜ୍ୟରେ ଏହାର ବିକ୍ରି...

୧୯ ଫେବୃଆରୀରେ ରାମଲାଲାଙ୍କ ଦର୍ଶନ ପୂର୍ବରୁ କମଲନାଥ କରିବେ ବଡ଼ ଘୋଷଣା !…

ନୂଆଦିଲ୍ଲୀ,୧୭।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଏବଂ ତାଙ୍କ ଏମପି ପୁଅ ନକୁଲ ନାଥ ୧୯ରେ ଫେବୃଆରୀରେ ଅଯୋଧ୍ୟା ଯାଇ ରାମଲାଲା ଦର୍ଶନ କରିବେ । ତାଙ୍କ ଘନିଷ୍ଠ ବ୍ୟକ୍ତିମାନେ କହିଛନ୍ତି କମଲ ନାଥ ବର୍ତ୍ତମାନ ଯେକୌଣସି...

କାହା ଡାକରା ଶୁଣି ପୁଅଙ୍କ ସହ କମଲନାଥ ପହଞ୍ଚିଲେ ଦିଲ୍ଲୀ: ପଦ୍ମ ଧରିବା ନେଇ ଚର୍ଚ୍ଚା !…

ନୂଆଦିଲ୍ଲୀ,୧୭।୨ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଭାଜପାରେ ଯୋଗଦେବା ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି। ସେ ଶନିବାର ତାଙ୍କ ଛିନ୍ଦୱାରା ଯାତ୍ରା ବାତିଲ କରି ଭୋପାଳ ଦେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ଏମପି ପୁଅ...

ରାବ୍ରିଙ୍କୁ ନୂଆ ଦାୟିତ୍ୱ: ହେବେ ଆରଜେଡି ବିଧାନ ପରିଷଦ ବିରୋଧୀ ଦଳର ନେତା…

ପାଟନା,୧୭।୨ : ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ବର୍ତ୍ତମାନ ବିହାର ବିଧାନ ପରିଷଦରେ ବିରୋଧୀ ଦଳର ନେତା ଦାୟିତ୍ୱ ଗ୍ରହଣ କରିବେ। ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ଏ ସମ୍ପର୍କରେ ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଦେବେଶ ଚନ୍ଦ୍ର...

ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କଲେ କେଜ୍‌ରିଓ୍ବାଲ, କହିଲେ ୨୦୨୯ ନିର୍ବାଚନରେ ଭାଜପାକୁ ମୂଳପୋଛ କରିବ ଏଏପି…

ନୂଆଦିଲ୍ଲୀ,୧୭।୨: ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲ। ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ଥାବ ଆଣି ଶନିବାର ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ୬୩ ଆସନ ପାଇଛନ୍ତି। ଏହାପରେ ଭାଜପା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri