ଜାତୀୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା କେରଳ

ନୂଆଦିଲ୍ଲୀ,୨୪।୩: କେରଳ ବିଧାନସଭାରେ ଗୃହୀତ ୪ ବିଲ୍‌କୁ ମଞ୍ଜୁରୀ ନ ଦେଇ ପକାଇରଖିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଛନ୍ତି। କେରଳର ସିପିଆଇ(ଏମ୍‌) ନେତୃତ୍ୱାଧୀନ ଏଲ୍‌ଡିଏଫ୍‌ ସରକାର ଏହି ମାମଲାରେ କେନ୍ଦ୍ର ସରକାର, ରାଷ୍ଟ୍ରପତିଙ୍କ…

ଗିରଫଦାରୀକୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ, ତତ୍କାଳ ଶୁଣାଣି କରିବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୩।୩: ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇକୋର୍ଟ ଦ୍ୱାରସ୍ତ ହୋଇଛନ୍ତି। କେଜ୍ରିୱାଲ ଏହି ମାମଲାରେ ଗିରଫ ଏବଂ ହେପାଜତକୁ ଚ୍ୟାଲେଞ୍ଜ କରିଥିଲା ବେଳେ କୋର୍ଟ ମାମଲାର ତତ୍କାଳ ଶୁଣାଣି କରିବାକୁ…

ହାଇକୋର୍ଟରୁ କେଜ୍‌ରିଓ୍ବାଲଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଇଡି ପକ୍ଷରୁ ଗିରଫ ଏବଂ ରିମାଣ୍ଡକୁୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କେଜ୍‌ରିୱାଲଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ ଏବଂ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ତାଙ୍କୁ…

ସମସ୍ତ ଛୁଟି ବାତିଲ କଲା ଶିକ୍ଷା ବିଭାଗ: ହୋଲି ଦିନ ବି ଆସିବେ ଶିକ୍ଷକ

ପାଟନା,୨୩ା୩: ବିହାରର ଶିକ୍ଷା ବିଭାଗ ସହ ଜଡ଼ିତ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ଶିକ୍ଷକମାନଙ୍କ ଉପରେ ଏକ ବଡ଼ ଆଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ହୋଲି ଦିନ ଶିକ୍ଷକମାନଙ୍କୁ ତାଲିମ ପାଇଁ କଲେଜ ଯିବାକୁ…

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବୟାନକୁ ତୀବ୍ର ବିରୋଧ କଲା ଭାରତ

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜର୍ମାନୀର ବିଦେଶ ମନ୍ତ୍ରଣାଳୟ ବୟାନ ଦେଇଥିଲା। ଏହାକୁ କଡ଼ା ଭାଷାରେ ବିରୋଧ କରିଛି ଭାରତ। ଜର୍ମାନୀର ବୟାନ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଏକ ଖୋଲା ହସ୍ତକ୍ଷେପ ବୋଲି ଭାରତ କହିଛି। ଏହି…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି, ଭିନ୍ନ ଧର୍ମର ଲୋକଙ୍କୁ ବିକ୍ରି କରିପାରିବେନି ଜମି

ନୂଆଦିଲ୍ଲୀ,୨୩।୩: ସାମୟିକ ସମୟ ପାଇଁ ଭିନ୍ନ ଧର୍ମର ଲୋକଙ୍କୁ ଜମି ବିକ୍ରି କରିବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର। ଭିନ୍ନ ଧର୍ମର ବ୍ୟକ୍ତିବିଶେଷଙ୍କୁ ଜମି ବିକ୍ରି ପାଇଁ ରାଜ୍ୟ ସରକାର ଦେଉଥିବା ଏନଓସି କୁ ସାମୟିକ ଭାବେ ବନ୍ଦ କରି…

ଶିଳ୍ପଭଳି ଆତଙ୍କବାଦୀକୁ ପ୍ରାୟୋଜିତ କରୁଛି ପାକିସ୍ତାନ: ଏସ. ଜୟଶଙ୍କର

ନୂଆଦିଲ୍ଲୀ,୨୩।୩: ପାକିସ୍ତାନ ଆତଙ୍କବାଦକୁ ପ୍ରାୟ ଏକ “ଶିଳ୍ପ ସ୍ତରରେ” ପ୍ରାୟୋଜିତ କରୁଛି। ବୈଦେଶିକ ମନ୍ତ୍ରୀ ଡ. ଏସ. ଜୟଶଙ୍କର କହିଛନ୍ତି ବର୍ତ୍ତମାନ ଭାରତର ମନୋବଳ ଆତଙ୍କବାଦୀଙ୍କୁ ଅଣଦେଖା କରିବା ଉଚିତ ନୁହେଁ ଏବଂ ଏହା ଆଉ ଏହି ସମସ୍ୟାର ସମାଧାନ କରିବ…

ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ

ନୂଆଦିଲ୍ଲୀ,୨୩।୩: ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍‌’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ। କମ୍ପାନୀ ଏଠାରେ ତାଜା ଦୁଗ୍ଧ…

ଗୁଜରାଟରେ ଭାଜପାକୁ ଡବଲ ଝଟ୍‌କା

ଗାନ୍ଧିନଗର,୨୩।୩: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ବଡ ଝଟ୍‌କା ଲାଗିଛି। ସାବରକାଂଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭିକାଜୀ ଠାକୁର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏଥି ସହ ଭଦୋଦରାରୁ ଭାଜପା…

କେଜ୍‌ରିଓ୍ବାଲଙ୍କୁ ଛାଡ଼ିବାକୁ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ!

ନୂଆଦିଲ୍ଲୀ,୨୩।୩: ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରିମାଣ୍ଡରେ ପଠାଯାଇଥିବା ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିପାରେ। କାରଣ ତାଙ୍କୁ ପଦରୁ ହଟାଇବା ଲାଗି ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି। ଦିଲ୍ଲୀର ସୁରଜିତ ସିଂ ଏହି…

ଅରବିନ୍ଦ କେଜ୍‌ରିଓ୍ବାଲ ଗିରଫ ହେବା ପଛରେ କଂଗ୍ରେସର ହାତ!

ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମନି ଲଣ୍ଡରିଂ ଆଇନ୍‌(ପିଏମ୍‌ଏଲ୍‌ଏ) ଅନୁଯାୟୀ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ମାର୍ଚ୍ଚ ୨୬ ଯାଏ ଇଡି ରିମାଣ୍ଡରେ ପଠାଇଛି। ଏହାକୁ ସମସ୍ତ ବିରୋଧୀ ଦଳ ଗଣତନ୍ତ୍ରର ହତ୍ୟା ବୋଲି ଅବିହିତ କରୁଛନ୍ତି। ଏପରିକି ଦେଶରେ…

‘ତିହାର ଜେଲ୍‌ରେ ଆପଣଙ୍କୁ ସ୍ବାଗତ’…କେଜ୍‌ରିଓ୍ବାଲଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ,୨୩।୩: ମହାଠକ ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଜେଲରୁ ୫ ପୃଷ୍ଠାର ଏକ ଚିଠି ଲେଖିଛନ୍ତି। ମାର୍ଚ୍ଚ ୨୨ରେ ଲେଖିଥିବା ଚିଠିରେ ସେ ‘କେଜ୍‌ରିଓ୍ବାଲ ଆପଣଙ୍କୁ ତିହାର କ୍ଲବ୍‌ରେ ସ୍ବାଗତ’ ବୋଲି ଲେଖିଛନ୍ତି। ତାଙ୍କର ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?