ଜାତୀୟ

ଏ. ରାଜାଙ୍କ ବିରୋଧରେ ଶୁଣାଣି ହେବ

ନୂଆଦିଲ୍ଲୀ,୨୩।୩ (ପି.ଟି.): ୨ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ଏ. ରାଜା ଓ ଅନ୍ୟମାନଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ସିବିଆଇ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ତଦନ୍ତକାରୀ ସଂସ୍ଥାର ଅପିଲ୍‌କୁ ଶୁଣାଣି ପାଇଁ ହାଇକୋର୍ଟ ଶୁକ୍ରବାର ଗ୍ରହଣ…

ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୨୩।୩: ବିମାନ କର୍ମଚାରୀଙ୍କ ଡ୍ୟୁଟି ସମୟସୀମା ନିୟମାବଳୀ ଏବଂ ଥକାପଣ ପରିଚାଳନା ବ୍ୟବସ୍ଥାର ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଜାନୁଆରୀରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପଟ୍‌ ଅଡିଟ୍‌ କରିବା ପରେ କର୍ମଚାରୀମାନଙ୍କ…

‘ଏଜେନ୍ସିର ଦୁରୁପଯୋଗ କରୁଛି ଭାଜପା’

ନୂଆଦିଲ୍ଲୀ,୨୩ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିବାର ଦିନକ ପରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ ନିକଟରେ ଫେରାଦ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ଭାଜପା…

ଭାଜପାକୁ ମେଘା ଇଞ୍ଜିନିୟରିଂ ଦେଇଛି ସର୍ବାଧିକ ଚାନ୍ଦା

ନୂଆଦିଲ୍ଲୀ,୨୩।୩: ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୨୪ ମଧ୍ୟରେ ଭାଜପା ଇଲେକ୍ଟୋରାଲ ବଣ୍ଡ୍‌ରୁ ୬,୦୬୦.୫ କୋଟି ଟଙ୍କା ପାଇଥିବା ପୂର୍ବରୁ ପ୍ରକାଶ ପାଇଥିଲା। ତେବେ ୨୦୧୮ ମାର୍ଚ୍ଚରୁ ଦେଖିଲେ ଏହି ଦଳକୁ ବଣ୍ଡ୍‌ ଜରିଆରେ ମୋଟ ୮,୨୫୧.୮ କୋଟି ଟଙ୍କା…

ହୋଲି ପାଳିବ ନାହିଁ AAP, ମାର୍ଚ୍ଚ ୨୬ରେ ପ୍ରଧାନମନ୍ତ୍ରୀ ଆବାସ ଘେରିବ

ନୂଆଦିଲ୍ଲୀ,୨୨।୩: ଚଳିତ ବର୍ଷ ହୋଲି ପାଳିବ ନାହିଁ ଆମ ଆଦମୀ ପାର୍ଟି(ଏଏପି)। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତଥା ଏଏପି ସୁପ୍ରିମୋ ଗିରଫ ହେବା ପରେ କିଛି ଏଭଳି ନିଷ୍ପତ୍ତି ନେଇଛି ଦଳ। ଏପରିକି ଇଡିର ଗିରଫଦାରୀକୁ ବିରୋଧ କରି କାର୍ଯ୍ୟକର୍ତ୍ତା…

ମେଣ୍ଟ ନ ହେବାର ମୁଖ୍ୟ କାରଣ

ଭୁବନେଶ୍ୱର,୨୨।୩:ମେଣ୍ଟରେ ପଡିଲା ପୂର୍ଣ୍ଣଚ୍ଛେଦ। ଆଲୋଚନା ହେଲାନି ସଫଳ । ଦୁଇ ଦଳ ଭିତରେ ଆସନ ବୁଝାମଣା ହୋଇପାରିଲାନି। ତେବେ କ’ଣ ସତରେ ଆସନ ଭାଗବଣ୍ଟା ହୋଇପାରିଲାନି ନା ମେଣ୍ଟ ନ ହେବା ପଛରେ ରହିଛି ଅନ୍ୟ କେଉଁ କାରଣ । ତେବେ…

କେଜରିଓ୍ବାଲଙ୍କୁ ୬ଦିନିଆ ରିମାଣ୍ଡରେ ନେଲା ଇଡି

ନୂଆଦିଲ୍ଲୀ,୨୨।୩: ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୬ ଦିନିଆ ରିମାଣ୍ଡରେ ନେଇଛି ଇଡି। ଏହି ସମୟରେ ଅବକାରୀ ନୀତି ସହ ବିଭିନ୍ନ ପ୍ରସଙ୍ଗରେ ଇଡି କେଜରିୱାଲଙ୍କୁ ଜେରା କରିବ। ରାଉଜ ଆଭିନ୍ୟୁ କୋର୍ଟ କେଜରିୱାଲଙ୍କୁ…

‘କ୍ଷମତାର ଅହଙ୍କାର ଯୋଗୁ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଇଛନ୍ତି ମୋଦି’

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ମୋଦିଙ୍କ ଅହଙ୍କାର ହିଁ…

ୟୁଟ୍ୟୁବର ଏଲଭିଶଙ୍କୁ ଜାମିନ

ନୂଆଦିଲ୍ଲୀ,୨୨।୩: ପ୍ରସିଦ୍ଧ ୟୁଟ୍ୟୁବର୍‌ ଏବଂ ବିଗ ବସ ଓଟିଟି ୨ ବିଜେତା ଏଲଭିଶ ଯାଦବଙ୍କୁ ମିଳିଛି ଜାମିନ। ରେଭ ପାର୍ଟିରେ ସାପ ବିଷ ମଗାଇବା ମାମଲାରେ ତାଙ୍କୁ ମାର୍ଚ୍ଚ ୧୭ ରେ ଗିରଫ କରାଯାଇଥିଲା। ଏବେ ସେ କୋର୍ଟରୁ ଜାମିନ ପାଇଥିବା…

ଖଣି କମ୍ପାନୀର ଟଙ୍କାରେ ବିଜେଡି ହୋଇଛି ଧନୀ, ଏହି ପରିଚିତ କମ୍ପାନୀରୁ ମିଳିଛି ପୁଳାପୁଳା ଚାନ୍ଦା

ଭୁବନେଶ୍ୱର,୨୨।୩: ଖଣି କମ୍ପାନୀଗୁଡିକରୁ ଚାନ୍ଦାରେ ପୁଳାପୁଳା ଟଙ୍କା ପାଇଛି ବିଜେଡି। ନିର୍ବାଚନୀ ବଣ୍ଡ ଆକାରରେ ଚାନ୍ଦା ପାଇବାରେ ବିଜେଡି ଦେଶର ପଞ୍ଚମମ ସର୍ବାଧିକ ପାଣ୍ଠି ହାସଲକାରୀ ଦଳ ପାଲଟିଛି। ବିଜେଡିକୁ ବିଶେଷକରି ଏସେଲ ମାଇନିଂ, ରୁଙ୍ଗଟା ସନ୍ସ, ରଶ୍ମୀ ମେଟାଲିକ୍ସ, ବେଦାନ୍ତ,…

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ଥିମ୍ପୁ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଦି ଡ୍ରକ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ ପ୍ରଧାନମନ୍ତ୍ରୀ…

୩ ବିଧାୟକଙ୍କ ଇସ୍ତଫା ପରେ ସଙ୍କଟରେ ହିମାଚଳ ସରକାର

ଶିମଲା,୨୨।୩: ହିମାଚଳ ପ୍ରଦେଶରେ ଶୁକ୍ରବାର ଏକ ବଡ ଧରଣର ରାଜନନୈତିକ ଓଲଟପାଲଟ ଦେଖିବାକୁ ମିଳିଛି। ଏପରିକି ପ୍ରଦେଶରେ ଏକପ୍ରକାର କ୍ଷମତା କନ୍ଦଳ ଦେଖାଦେଇଛି। ରାଜ୍ୟସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ଜଣ ସ୍ବାଧୀନ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?