ଜାତୀୟ

ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ପରେ ଭାଗ୍ୟ ବଦଳାଇଲା ଲଟେରି

ଥିରୁଭାନନ୍ତପୁରମ, ୧୫।୧୦: ଭାଗ୍ୟ ବଦଳିବା ପାଇଁ ବେଶି ସମୟ ଲାଗେ ନାହିଁ। କିନ୍ତୁ ଏଥିଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। ଭାଗ୍ୟର ବିପର୍ଯ୍ୟୟ ବେଳେ ଲୋକଙ୍କୁ ଦୁଃଖର ସାମ୍ନା କରିବାକୁ ପଡ଼ିଥିବାବେଳେ ଭାଗ୍ୟ ଉଦୟ ହେଲେ ମିଳେ ଖୁସି। ଗୋଟିଏ ଦିନରେ...

କ୍ଷମତାକୁ ଆସିଲେ ପୁରୁଣା ପେନ୍‌ସନ ଯୋଜନା ଲାଗୁ କରିବୁ: ପ୍ରିୟଙ୍କା

ସିମଲା,୧୫।୧୦(ପି.ଟି.): ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଫେରିଲେ ସରକାରୀ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନ୍‌ସନ ଯୋଜନା ଲାଗୁ ହେବ ବୋଲି ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶୁକ୍ରବାର ପ୍ରତିଶ୍ରୁତି ଦେଇଛନ୍ତି। ସୋଲାନ ଜିଲାର ଥୋଡୋ ମଇଦାନରେ...

ଫେକ୍‌ ନ୍ୟୁଜ୍‌ ଉପରେ କଡ଼ା ନଜର

ନୂଆଦିଲ୍ଲୀ,୧୫।୧୦: ନଭେମ୍ବର ୧୨ରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଫେକ୍‌ ନ୍ୟୁଜ୍‌ ରୋକିବା ପାଇଁ ନିର୍ବାଚନ କମିଶନ (ଇସି)ଙ୍କ ଟିମ୍‌ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବ। ଆବଶ୍ୟକ ସ୍ଥଳେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନେବାକୁ...

ଆଇଏନ୍‌ଏସ୍‌ ଅରିହନ୍ତରୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୫।୧୦: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ଆଣବିକ ଶକ୍ତି ଚାଳିତ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିହନ୍ତରୁ ଶୁକ୍ରବାର ଏକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରାଯାଇଛି। ବଙ୍ଗୋପସାଗରରେ ଏକ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳକୁ ଏହି ମିସାଇଲ ସଠିକ୍‌ ଟାର୍ଗେଟ କରିଥିବା ପ୍ରତିରକ୍ଷା...

ଭାରତ ଯୋଡୋ ଯାତ୍ରାରେ କର୍ନାଟକର ବେଲ୍ଲୋରିରେ ରାହୁଲ ଗାନ୍ଧୀଙ୍କ ବିଶାଳ ରାଲି

ନୂଆଦିଲ୍ଲୀ,୧୫ ।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି । ଇତିମଧ୍ୟରେ ଶନିବାର କର୍ନାଟକର ବେଲ୍ଲୋରିରେ କଂଗ୍ରେସର ବିଶାଳ ରାଲି ହେବାକୁ ଯାଉଛି । କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା ୧୦୦୦ କିଲୋମିଟର ଅତିକ୍ରମ କରି ସାରିଲାଣି...

ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧକରି ବେଜିଂରେ ବିକ୍ଷୋଭ

ବାରାଣସୀ,୧୫।୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ବିରୋଧ କରି ସର୍ବସାଧାରଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଇନାର ‘ଜିରୋ କୋଭିଡ୍‌’ ନୀତିକୁ ସମାଲୋଚନା କରାଯାଇ ରାଜଧାନୀ ବେଜିଂର ବିଭିନ୍ନ ବ୍ୟସ୍ତବହୁଳ ଛକ ସ୍ଥାନରେ ବ୍ୟାନର ଲଗାଯାଇଛି। ଗୁରୁବାର ଲାଗିଥିବା ଏହି ବ୍ୟାନରଗୁଡ଼ିକରେ...

ଯୁବପିଢ଼ିଙ୍କ ମୁଣ୍ଡ ଖରାପ କରୁଛନ୍ତି ଏକତା

ନୂଆଦିଲ୍ଲୀ,୧୫।୧୦: ପ୍ରଯୋଜିକା ଏକତା କପୁରଙ୍କ ଓ୍ବେବ୍‌ ସିରିଜ୍‌ ‘XXX’ ରେ ଆପତ୍ତିଜନକ କଣ୍ଟେଣ୍ଟକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଏକତା ଭାରତର ଯୁବପିଢ଼ିଙ୍କ ମସ୍ତିଷ୍କକୁ ପ୍ରଦୂଷିତ କରୁଥିବା ଶୀର୍ଷ ଅଦାଲତ କହିଛନ୍ତି। ଏକତାଙ୍କ ଓଭର୍‌ ଦି ଟପ୍‌...

ଗିରଫର ୮ ବର୍ଷ ପରେ ସାଇବାବା ଦୋଷମୁକ୍ତ

ନାଗପୁର/ନୂଆଦିଲ୍ଲୀ,୧୫।୧୦: ମାଓବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ଗିରଫ ହେବାର ୮ ବର୍ଷ ପରେ ଦିଲ୍ଲୀ ୟୁନିଭର୍ସିଟିର ପୂର୍ବତନ ପ୍ରଫେସର ଜି.ଏନ୍‌. ସାଇବାବାଙ୍କୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ୫୨ ବର୍ଷୀୟ ସାଇବାବାଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)...

ଯୁବତୀଙ୍କୁ କମେଣ୍ଟ ମାରିବା ପରେ ହାତଧରି ଅଟୋ ଭିତରକୁ ଟାଣି ନେବାକୁ ଉଦ୍ୟମ, ସିସିଟିଭିରେ ରେକର୍ଡ ହେଲା ସମସ୍ତ ଘଟଣା

ମୁମ୍ବାଇ,୧୫ ।୧୦: ମହାରାଷ୍ଟ୍ରର ପୁଣେରେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଅଟୋ ଚଳାକ ୨୨ ବର୍ଷିୟା ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ପରେ ଜୋର ଜବରଦସ୍ତ ଅଟୋ ମଧ୍ୟକୁ ଘୋଷାଡି ନେବାକୁ ଚେଷ୍ଟା କରି...

ଦେଶରେ ମିଳିଲା ଓମିକ୍ରନର ଏକ୍ସବିବି ଭାରିଏଣ୍ଟ, ୫୯ ଜିନୋମ ସିକ୍ୱିଏନ୍ସିଂ ପରେ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୧୫ ।୧୦: ଦେଶରେ ମିଳିଛି ଓମିକ୍ରନର ଆଉ ଏକ ସବ ଭାରିଏଣ୍ଟ । ବେଜ୍ଞାନିକମାନେ ଏହାର ନାମ ଏକ୍ସବିବି ରଖିଛନ୍ତି । ଏହା ଓମିକ୍ରନ ସହ ଜଡିତ ସମସ୍ତ ସବ ଭାରିଏଣ୍ଟଠାରୁ ସବୁଠାରୁ ଅଧିକ ଘାତକ ବୋଲି କୁହାଯାଉଛି ।...

ଆଲିଗଡରେ ଛାତ ଭୁଷୁଡି ଜଣେ ମୃତ, ୩ ଆହତ

ଆଲିଗଡ,୧୫ ।୧୦: ଉତ୍ତର ପ୍ରଦେଶର ଆଲିଗଡ଼ରେ ଶନିବାର ସକାଳେ ଏକ ଛାତ ଭୁଷୁଡି ଯିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରଥମେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା...

୪ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା

ଗୁଆହାଟୀ,୧୫।୧୦: ମଣିପୁରରେ ୪ରୁ ଅଧିକ ସନ୍ତାନ ଥିବା ପରିବାରକୁ ଆଉ ସରକାରୀ ସୁବିଧା ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ମଣିପୁର ରାଜ୍ୟ ଜନସଂଖ୍ୟା କମିଶନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri