ଅମିତ ଶାହା କହିଲେ-”କେଜ୍ରିଓ୍ବାଲଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଟ୍ରିଟ୍ମେଣ୍ଟ୍”, ପ୍ରତିକ୍ରିୟା ଦେଲେ ସୁପ୍ରିମକୋର୍ଟ
ନୁଆଦିଲ୍ଲୀ,୧ା୫: ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବେଲ୍ ପ୍ରସଙ୍ଗରେ କେନ୍ଦ୍ର ସ୍ବରାଷ୍ଟ୍ର୍ମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ସୁପ୍ରିମକୋର୍ଟ। କେଜ୍ରିଓ୍ବାଲଙ୍କୁ ବେଲ୍ ମିଳିବାକୁ ଶାହା ସ୍ବତନ୍ତ୍ର ଟ୍ରିଟ୍ମେଣ୍ଟ କହିଥିଲାବେଳେ, କେର୍ଟ ତାଙ୍କ ରାୟର କୌଣସି ପ୍ରକାର ଆଲୋଚନାକୁ…
କେଜ୍ରିଓ୍ବାଲ୍ଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତ କହିଛନ୍ତି ଯେ, କେଜ୍ରିଓ୍ବାଲଙ୍କୁ ଜୁନ…
ବିହାରରୁ ମୁହଁ ଫେରାଉଛନ୍ତି ଷ୍ଟାର ପ୍ରଚାରକ
ପାଟନା,୧୬ା୫: ଗୋଟିଏ ପଟେ ଲୋକ ସଭା ନିର୍ବାଚନରେ ଦେଶରେ ସରକାର ଗଠନ କରିବାକୁ କଂଗ୍ରେସ ଦାବି କରୁଛି, କିନ୍ତୁ ଅନ୍ୟପକ୍ଷରେ କଂଗ୍ରେସର ଷ୍ଟାର ପ୍ରଚାରକମାନେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ବିହାରର ୪୦ଟି ଆସନରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ମିଳିତ ମେଣ୍ଟ ସହିତ…
ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳରେ ମୌସୁମୀର ଏଣ୍ଟ୍ରି, IMD ଦେଲା ସୂଚନା
ନୂଆଦିଲ୍ଲୀ,୧୬।୫: ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ ପହଞ୍ଚିଯିବ। ଯାହାକୁ ନେଇ ଅନ୍ୟ ରାଜ୍ୟମାନଙ୍କରେ ମୌସୁମୀ ଗତିବିଧିକୁ ନେଇ ସୂଚନା ଜାରି କରାଯାଇଛି।…
‘୫୬ ଇଞ୍ଚ ଛାତିରେ ସାହସ ନାହିଁ’, ଖୋଲା ବିତର୍କ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ
ନୂଆଦିଲ୍ଲୀ,୧୬।୫: ନିକଟରେ ଏକ ଚିଠିରେ ଦୁଇଜଣ ପୂର୍ବତନ ବିଚାରପତି ରାହୁଲ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବସାଧାରଣରେ ବିତର୍କ କରିବାକୁ କହିଥିଲେ। ଯାହା ଉପରେ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ ଏଥିପାଇଁ ପ୍ରସ୍ତୁତ ଥିବା କହିଥିଲେ। ଯଦି ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି…
ଏହିଦିନ ପ୍ରଧାନମନ୍ତ୍ରୀ ମୋଦି ନେବେ ଅବସର: କେଜ୍ରିଓ୍ବାଲ କଲେ ପୂର୍ବାନୁମାନ
ଲକ୍ଷ୍ନୌ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ନିର୍ବାଚନ ପ୍ରଚାର ପାଇଁ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଇଣ୍ଡି ମେଣ୍ଟ ସଦସ୍ୟ ଅଖିଳେଶ ଯାଦବଙ୍କ ସହ ଏକ ଖବରଦାତା ସମ୍ମିଳନୀରେ ସେ ଭାଜପା ଉପରେ ବର୍ଷିଛନ୍ତି। କେଜ୍ରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅବସର…
ଅମିତ ଶାହା ହେବେ ପ୍ରଧାନମନ୍ତ୍ରୀ, ୨ ମାସ ଭିତରେ ହଟିବେ ଯୋଗୀ
ନୂଆଦିଲ୍ଲୀ,୧୬।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ଯଦି ଭାଜପା ନିର୍ବାଚନରେ…
ବିପକ୍ଷର କୌଣସି ନେତା ମୋଦିଙ୍କ ସମକକ୍ଷ ହୋଇପାରିବେ ନାହିଁ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଆମେରିକୀୟ ବ୍ୟବସାୟୀ
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଭାରତର ଏକମାତ୍ର ନେତା ଯିଏ ଭବିଷ୍ୟତ ବିଷୟରେ କହୁଛନ୍ତି। ବିରୋଧୀ ଦଳର କେହି ନାହାଁନ୍ତି ଯିଏ ମୋଦିଙ୍କ ଗତିଶୀଳତା ସହ ସମକକ୍ଷ ହୋଇପାରିବ। ଏକ ସାକ୍ଷାତକାରରେ ଭାରତ-ଆମେରିକୀୟ ବ୍ୟବସାୟୀ ସୁରେଶ ଭି ଶେନୋୟ ଏହା…
ରିପୋର୍ଟରେ ବଡ଼ ଖୁଲାସା, ‘କୋଭାକ୍ସିନ’ ରେ ବି ଦେଖାଯାଉଛି ସାଇଡ ଇଫେକ୍ଟ
ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ସମୟରେ ଦେଶବାସୀ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ନେଇଛନ୍ତି। କିନ୍ତୁ, ଧୀରେ ଧୀରେ ବର୍ତ୍ତମାନ ଏହି ଦୁଇଟି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କିଛିଦିନ ପୂର୍ବରୁ କୋଭିଶିଲ୍ଡକୁ ନେଇ ମଧ୍ୟ ବିବାଦ ମୁଣ୍ଡ ଟେକିଥିଲା।…
”ଟ୍ୟାକ୍ସ ଟଙ୍କାରେ ଦିଆଯାଉଛି ମାଗଣା ରାସନ, ଶ୍ରେୟ ନେବାକୁ ଚେଷ୍ଟା କରୁଛି ଭାଜପା”: ମାୟାବତୀ
ନୂଆଦିଲ୍ଲୀ,୧୬ା୫: ”ସାଧାରଣ ଲୋକଙ୍କ ଟଙ୍କାରେ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି, କିନ୍ତୁ କେନ୍ଦ୍ରରେ ଭାଜପା ସରକାର ଏହାର ଶ୍ରେୟ ନେବାକୁ ଚେଷ୍ଟା କରୁଛି।” ଗୁରୁବାର ଏଭଳି ସାଙ୍ଘାତିକ ଅଭିଯୋଗ ଲଗାଇଛନ୍ତି ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ।…
ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆମ ପିଲା ଖାଲରେ ପଡ଼ି ମରୁଛନ୍ତି: ଭାରତକୁ ହୃଦୟ ଖୋଲି ପ୍ରଶଂସା କଲେ ପାକିସ୍ତାନ ସାଂସଦ
ଇସଲାମାବାଦ୍,୧୬।୫: ପାକିସ୍ତାନର ସାଂସଦ ସୟଦ ମୁସ୍ତାଫା କମଲ ଭାରତକୁ ହୃଦୟ ଖୋଲି ପ୍ରଶଂସା କରିଛନ୍ତି। ପାକିସ୍ତାନୀ ସାଂସଦ କହିଛନ୍ତି, ଗୋଟିଏ ପଟେ ଖାଲରେ ପଡି ପିଲାମାନେ ମରୁଛନ୍ତି, ଅନ୍ୟ ପଟେ ଭାରତ ଚନ୍ଦ୍ରରେ ପହଞ୍ଚିଛି। ପାକିସ୍ତାନର ରାଜନୈତିକ ଦଳ ମୁତାହିଦା କୌମି…
ସ୍ବାତୀ ମାଲିଓ୍ବାଲଙ୍କୁ ର୍ଦୁବ୍ୟବହାର ମାମଲା: କେଜରିଓ୍ବାଲଙ୍କ ସହ ନଜର ଆସିଲେ ଅଭିଯୁକ୍ତ ବୈଭବ କୁମାର
ନୂଆଦିଲ୍ଲୀ,୧୬।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କୁ କେଜରିଓ୍ବାଲଙ୍କ ବାସଭବନରେ ମାଡ଼ ମରାଯିବା ଘଟଣାରେ ଜାତୀୟ ରାଜନୀତି ଉଠୁଛି ପଡୁଛି। ଏହାକୁ ନେଇ ଏଏପି ଦୋଷ ସ୍ବୀକାର କରିଥିବାବେଳେ ଅଭିଯୁକ୍ତ ତଥା କେଜରିଓ୍ବାଲଙ୍କ ବ୍ୟକ୍ତିଗତ ସହଯୋଗୀ ବୈଭବ…

