Posted inଜାତୀୟ

Exit poll: ପଲଟିଲା ବାଜି, ଏହି ରାଜ୍ୟରେ ଇଣ୍ଡିଆ ମେଣ୍ଟର ବାଜିମାତ

ନୂଆଦିଲ୍ଲୀ,୧।୬: ସରିଛି ୨୦୨୪ ଲୋକ ସଭା ନିର୍ବାଚନ। ଶନିବାର ସପ୍ତମ ପର୍ଯ୍ୟାୟ ମତଦାନ ସରିଛି। ତେବେ ମତଦାନ ସରିବା ପରେ ସଂଧ୍ୟାରେ ବଡ଼ ବଡ଼ ଏଜେନ୍ସି ଦ୍ୱାରା ଏକଜିଟ ପୋଲ ପ୍ରକାଶ ପାଇଛି। ତେବେ ଏହି ଏକଜିଟ ପୋଲର ପୂର୍ବାନୁମାନ ଅନୁଯାୟୀ, ଇଣ୍ଡିଆ ମେଣ୍ଟର କେତେକ ରାଜ୍ୟରେ ବଡ଼ ବାଜିମାତ ଦେଖିବାକୁ ମିଳିଛି।

ଲୋକ ସଭା ନିର୍ବାଚନରେ କେରଳରେ ଇଣ୍ଡିଆ ମେଣ୍ଟ ଆଗରେ ଅଛି ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ପୂର୍ବାନୁମାନ କରିଛି। କଂଗ୍ରେସ ନେତୃତ୍ୱର ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ ଆଗରେ ରହିଛି। ଏନଡିଏ ୨-୩ ଓ ୟୁଡିଏଫ ୧୭-୧୮ ଆସନ ପାଇପାରେ ବୋଲି ଅନୁମାନ କରିଛି। ସେହିପରି ତାମିଲନାଡୁରେ ଇଣ୍ଡିଆ ମେଣ୍ଟ ୩୩-୩୭ ଓ ଏନଡିଏ ୨-୩ ଆସନ ପାଇପାରେ ବୋଲି ଆକଳନ ହୋଇଛି।

ଏହି କ୍ରମରେ ପଞ୍ଜାବରେ କଂଗ୍ରେସ ୭-୯ ଆସନ ପାଇଥିବାବେଳେ ଭାଜପା ୨-୪ ଓ ଶାସକ ଦଳ ଆମ ଆଦମୀ ପାର୍ଟି ୦-୨ରେ ସୀମିତ ଅଛି ବୋଲି ଆକଳନ କରାଯାଇଛି। ସେହପରି ମଣିପୁରରେ କଂଗ୍ରେସକୁ ଗୋଟିଏ ଆସନ ମିଳିଥିବାବେଳେ ଭାଜପା ଗୋଟିଏ ବି ଆସନ ହାତେଇ ପାରିନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

୯ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୪ା୧୧ (ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…

ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟସ୍‌ ଜିତିଲା ଭାରତ, ଦେଖନ୍ତୁ ୨ ଦଳର ପ୍ଲେଇଙ୍ଗ୍‌ ୧୧

ନୂଆଦିଲ୍ଲୀ, ୪।୧୧: ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଅକ୍ଲାଣ୍ଡର ଇଡେନ ପାର୍କ ଷ୍ଟାଡିୟମରେ ଖେଳାଯିବ। ତେବେ ଭାରତର ଅଧିନାୟକ ଶୁଭମନ ଗିଲ ଟସ୍‌ ଜିତି ପ୍ରଥମେ…

୧୨୩ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିଲେ ଏହି ଭାରତୀୟ ବ୍ୟାଟର! କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ,୪।୧୧:କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତୀୟ ବ୍ୟାଟର ଚିନ୍ମୟ ସୁତାର। ମାତ୍ର ୫ଟି ଫାର୍ଷ୍ଟ କ୍ଲାସ ପାଳିରେ ୭୯୪ ରନ ସଂଗ୍ରହ କରି ସେ ୧୨୩…

ଅପହୃତ ମାଛଧରା ଜାହାଜ ସହ ୨୦ ଇରାନୀୟ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ, ୪ା୧୧: ୪୮ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏକ ଦ୍ରୁତ ଅପରେଶନରେ ଭାରତୀୟ ନୌସେନା ସୋମାଲିଆ ଉପକୂଳରୁ ୨୦ ଜଣ ଇରାନୀୟ କର୍ମଚାରୀଙ୍କ ସହ ଏକ…

ଏନ୍‌ସିରୁ ଇସ୍ତଫା ଦେଲେ ଆଗା ରୁହୁଲ୍ଲା

ବଡଗାମ,୪ା୧୧: ଶ୍ରୀନଗର ଲୋକ ସଭା ସଦସ୍ୟ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି। ସେ ଦଳର ନେତୃତ୍ୱ ଉପରେ ଧାରା ୩୭୦ର…

ଆଜି ପ୍ରଥମ ଦିନିକିଆ: ପେସ୍‌ ଆଟାକ୍‌ ଭାରତ ପାଇଁ ଚିନ୍ତାର କାରଣ

ଅକ୍‌ଲାଣ୍ଡ, ୪ା୧୧: ସ୍ଥାନୀୟ ଇଡେନ୍‌ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। କ୍ୟାରିୟରରେ ଅନ୍ତିମଥର ପାଇଁ…

ବିକ୍ଷୋଭ ପାଇଁ ଅନିର୍ଦ୍ଦିଷ୍ଟ କାଳ ସ୍ଥାନ ଦଖଲ ହୋଇପାରିବନି

ନୂଆଦିଲ୍ଲୀ,୪ା୧୧: ବିକ୍ଷୋଭ କରିବା ପାଇଁ କେହି ଏକ ସ୍ଥାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଖଲ କରିପାରିବେ ନାହଁି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏପରିକି ବିକ୍ଷୋଭ ପାଇଁ…

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?