ଜାତୀୟ

ଆଜି ମୋଦିଙ୍କ ମାରାଥନ ବୈଠକ, ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ,୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଲୋକ ସଭା ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି। ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମାରାଥନ ବୈଠକ କରିବେ। ୭ଟି ପ୍ରସଙ୍ଗରେ ସେ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଭାଜପା କର୍ମୀଙ୍କ ବାସଭବନ ଓ ଟିଏମସି କାର୍ଯ୍ୟାଳୟ ବାହାରେ ବୋମାମାଡ

କୋଲକତା,୨।୬: ଥମୁନି ନିର୍ବାଚନୀ ହିଂସା। ଲୋକ ସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ସରିବାର ଗୋଟିଏ ଦିନ ନ ଜାଉଣୁ ଜଣେ ଭାଜପା କର୍ମୀଙ୍କ ବାସଭବନ ଏବଂ ତୃଣମୂଳ କଂଗ୍ରେସ(ଟିଏମସି) କାର୍ଯ୍ୟାଳୟ ବାହାରେ ବୋମା ମାଡ଼ କରାଯାଇଥିବା ଅଭିଯୋଗ…

‘ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଲଣ୍ଡା ହୋଇଯିବି’

ନୂଆଦିଲ୍ଲୀ,୨।୬: ଆମ ଆଦମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀ ଶନିବାର ବଡ଼ ଘୋଷଣା କରିଛନ୍ତି। ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ ବୋଲି କହିଛନ୍ତି। ଏସବୁ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ…

ଆଜି ତିହାର ଜେଲକୁ ଫେରିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଦେଶକୁ ଶନିବାର ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଏହାସହ କେଜ୍‌ରିଓ୍ବାଲ ରବିବାର ତିହାର ଜେଲକୁ ପ୍ରତ୍ୟାବର୍ତ୍ତନ କରିବା ସ୍ପଷ୍ଟ ହୋଇଛି।…

ଭାଜପାକୁ ଅଧିକ ଆସନ

ଭୁବନେଶ୍ୱର,୨ା୬(ଅନିଲ ଦାସ)ସାଧାରଣ ନିର୍ବାଚନ-୨୦୨୪ର ସମସ୍ତ ପର୍ଯ୍ୟାୟ ଭୋଟଗ୍ରହଣ ଶନିବାର ଶେଷ ହୋଇଛି। ଆସନ୍ତା ୪ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ତଥ୍ୟ ପ୍ରକାଶ ପାଇଛି। ଏହି…

ଏକ୍‌ଜିଟ୍‌ ପୋଲ୍‌ରେ ଏନ୍‌ଡିଏର ଦବ୍‌ଦବା

ନୂଆଦିଲ୍ଲୀ,୨ା୬: ଏକ୍‌ଜିଟ୍‌ ପୋଲ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୩୬୦ରୁ ଅଧିକ ଲୋକ ସଭା ଆସନ ଦଖଲକରି କେନ୍ଦ୍ରରେ ପୁଣି ଥରେ ନିରଙ୍କୁଶ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ସମେତ ଇଣ୍ଡିଆନ୍‌…

ଏକ୍‌ଜିଟ ପୋଲ୍‌ କେତେ ଠିକ୍‌? ଫଳାଫଳକୁ ଦେଖିଲେ…

ନୂଆଦିଲ୍ଲୀ,୨ା୬: ୨୦୨୪ ଲୋକ ସଭା ନିର୍ବାଚନ ଶନିବାର ଶେଷ ହେବା ପରେ ସନ୍ଧ୍ୟାରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବହୁପ୍ରତୀକ୍ଷିତ ଏକ୍‌ଜିଟ ପୋଲ୍‌ ବା ବୁ୍‌ଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ପ୍ରାୟ ସବୁ ସଂସ୍ଥା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ…

Arunachal Pradesh Election Result: ବଡ ବିଜୟ ଅଭିମୁଖେ ଭାଜପା, ୩୧ ସିଟ୍‌ରେ ଆଗୁଆ

ଅରୁଣାଚଳ ପ୍ରଦେଶ,୨।୬: ଅରୁଣାଚଳ ପ୍ରଦେଶରେ ଜାରି ରହିଛି କାଉଣ୍ଟିଂ। ରବିବାର ଅରୁଣାଚଳ ପ୍ରଦେଶ ଓ ସିକିମର ରେଜଲ୍ଟ ବାହାରିବାକୁ ଯାଉଛି। ଏ ଦୁଇ ରାଜ୍ୟରେ ଆଜି ଭୋଟ ଗଣତି ଚାଲିଛି। ତେବେ ଅରୁଣାଚଳ ପ୍ରଦେଶରେ ମୋଟ ୬୦ ସିଟ ମଧ୍ୟରୁ ୧୦ଟି…

Sikkim Election Result: ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ମିଳିଲା ବହୁମତ, ଖାତା ଖୋଲି ପାରିଲାନି କଂଗ୍ରେସ

ସିକିମ୍‌,୨।୬: ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଶନିବାର ନିର୍ବାଚନ ସରିବା ପରେ ରବିବାର ସିକିମ ଓ ଅରୁଣାଚଳ ପ୍ରଦେଶର ଫଳାଫଳ ଆସିବାକୁ ଯାଉଛି। ଏଥିପାଇଁ ସକାଳୁ ସକାଳୁ ଭୋଟ ଗଣନା ଜାରି ରହିଛି। ସିକିମର ୩୨ଟି ବିଧାନସଭା ଆସନର…

ଇଣ୍ଡିଆ ଟୁଡେର ବଡ଼ ସର୍ଭେ, ଓଡ଼ିଶାରେ କିଏ ମାରିବ ବାଜି?

ନୂଆଦିଲ୍ଲୀ,୧।୬: ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଛି। ତେବେ ଏହାରି ଭିତରେ ଏକଜିଟ ପୋଲ ବା ବୁଥ୍‌ ବାହୁଡା ମତ ପ୍ରକାଶ…

ଓଡ଼ିଶାରେ ଇଣ୍ଡିଆ ମେଣ୍ଟର ସିଟ୍‌ ହୋଇଗଲା ଡବଲ, ବିଜେଡିକୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୬: ଲୋକସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ସରିଛି। ଭୋଟ ଶେଷ ହେବା ମାତ୍ରେ ଏକଜିଟ ପୋଲ ତଥ୍ୟ ପ୍ରକାଶ ପାଇଛି। ପ୍ରକୃତ ଫଳାଫଳ ଜୁନ ୪ରେ ଆସିବାକୁ ଥିବାବେଳେ କେଉଁ ଦଳ କେନ୍ଦ୍ରରେ କ୍ଷମତାକୁ ଆସିବ ସେନେଇ ବିଭିନ୍ନ…

Cvoter Exit Poll: ଦକ୍ଷିଣରେ ଖାତା ଖୋଲିପାରେ ଭାଜପା, ମାତ୍ର ୨ଟି ରାଜ୍ୟରେ ମିଳିଛି ୪୭ ସିଟ୍‌ର ବମ୍ପର ନମ୍ବର

ନୂଆଦିଲ୍ଲୀ,୧।୬: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ଏବଂ ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଶନିବାର ଶେଷ ହୋଇଛି । ଭୋଟ ଶେଷ ହେବା ପରେ ଏକଜିଟ ପୋଲ ପ୍ରକାଶ ପାଇଛି। ଏକଜିଟ ପୋଲ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?