ଜାତୀୟ

କଂଗ୍ରେସ ସମୟରେ ପାକିସ୍ତାନ ଭାରତର ଛାତି ଉପରେ ଚଢି ନାଚୁଥିଲା: ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏକ ସମୟରେ ପାକିସ୍ତାନ ଭାରତର ଛାତି ଉପରେ ଚଢି ନାଚୁଥିଲା। କିନ୍ତୁ ଯେତେବେଳେ ମୋଦି ନିଷ୍ପତ୍ତି ନେଲେ ଯେ ଭାରତ ଘରେ ପଶି କରି ହତ୍ୟା କରିବ, ଦେଖନ୍ତୁ ଆଜି ଏହାର ଅବସ୍ଥା…

ଷଷ୍ଠ ପର୍ଯ୍ୟାୟରେ ୫୮ ଲୋକସଭା ଆସନରେ ହେବ ଭୋଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୫: ଶନିବାର ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ। ୮ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ୫୮ ଲୋକସଭା ଆସନ ଲାଗି ଜନସାଧାରଣ ନିଜ ମତ ସାବ୍ୟସ୍ତ କରିବେ। ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ…

ମୋତେ କେତେଦିନ ଜେଲରେ ରଖାଯିବ ଏହାର ଉତ୍ତର କେବଳ ମୋଦି ଦେଇପାରିବେ, ଗିରଫକୁ ନେଇ କହିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୫: ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଜାମିନ ପାଇବା ପରଠାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କ୍ରମାଗତ ଭାବେ ଭାଜପା ଉପରେ ଆକ୍ରମଣ କରୁଛନ୍ତି। ସଦ୍ୟତମ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମ ଆଦମୀ ପାର୍ଟିର…

ଲୋକ ସଭା ନିର୍ବାଚନକୁ ପଞ୍ଚାୟତ ନିର୍ବାଚନ କରିଦେଲେ ମୋଦି, କାହିଁକି ଏମିତି କହିଲେ ପ୍ରକାଶ ଆମ୍ବେଦକର

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଞ୍ଚିତ ବହୁଜନ ଆଘାଡି (ଭିବିଏ)ର ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷ୍ମଣ ରେଖା ଅତିକ୍ରମ କରିଛନ୍ତି। ଇଣ୍ଡିଆନ ଏକ୍ସପ୍ରେସକୁ ସୂଚନା…

ୟୁପିରେ ବଡ଼ କ୍ଷତି ସହିବ ଭାଜପା? ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ କଲା ସ୍ପଷ୍ଟ

ନୂଆଦିଲ୍ଲୀ,୨୪।୫: ଲୋକ ସଭା ନିର୍ବାଚନ ୨୦୨୪ ସମୟରେ ବିଭିନ୍ନ ଦାବି ଏବଂ ଭବିଷ୍ୟବାଣୀ ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଉତ୍ତରପ୍ରଦେଶ (ୟୁପି)ର ସ୍ଥିତି ସ୍ପଷ୍ଟ କରିଛନ୍ତି। ପି.କେ ପୂର୍ବାନୁମାନ କରିଛନ୍ତି ଯେ ମୋଟ ୮୦ଲୋକ ସଭା ଆସନ ଥିବା ୟୁପିରେ…

ପ୍ରଶାନ୍ତ କିଶୋରଙ୍କୁ ଭାଜପା ପ୍ରବକ୍ତା କହିଲା କଂଗ୍ରେସ, ମିଳିଲା କଡ଼ା ଜବାବ

ନୂଆଦିଲ୍ଲୀ, ୨୪ା୫: ନିର୍ବାଚନୀ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛି ବୋଲି ଏକ ସ୍କ୍ରିନସଟରେ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଏହି ଦାବିକୁ ତଥାକଥିତ ଭାଜପାର ନକଲ…

ଖାର୍ଗେ କଲେ ବଡ଼ ଘୋଷଣା: ଏଥର ଭାଜପା ନୁହେଁ କଂଗ୍ରେସ ପାଇବ ବହୁମତ, ମିଳିବ ଏତିକି ଆସନ

ନୂଆଦିଲ୍ଲୀ,୨୪।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୩୦୦ରୁ ଅଧିକ ଆସନ ଜିତିବ, କେବଳ କଂଗ୍ରେସ ଦଳ ୨୭୩ ଆସନ ଅତିକ୍ରମ କରିବ। ଏହା ବ୍ୟତୀତ…

ନାତି ପ୍ରଜ୍ୱଳଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଲେ ଦେବଗୌଡା

ବେଙ୍ଗାଲୁରୁ, ୨୪।୫:ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ଧର୍ମ ନିରପେକ୍ଷ(ଜେଡିଏସ୍‌) ସୁପ୍ରିମୋ ଏଚ୍‌. ଡି. ଦେବେଗୌଡ଼ା ଗୁରୁବାର ନିଜ ନାତି ତଥା ହାସନ୍‌ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଇଛନ୍ତି। କର୍ନାଟକ ସେକ୍ସ ସ୍କାଣ୍ଡାଲ ମାମଲାର ମୁଖ୍ୟ ଅଭିଯୁକ୍ତ…

ଆଦାନୀ ଗ୍ରୁପ୍‌ ବ୍ୟବସାୟ କାରବାର ବିରୋଧରେ ଟୁଲ୍‌କିଟ୍‌ର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୪ା୫:ବିଶେଷଜ୍ଞମାନେ ଆଦାନୀ ଗ୍ରୁପ୍‌ର ନିର୍ଦ୍ଦିଷ୍ଟ ବ୍ୟବସାୟିକ କାର୍ଯ୍ୟ ବିରୋଧରେ ଏକ ଟୁଲ୍‌କିଟ୍‌ର ପର୍ଦ୍ଦାଫାଶ କରିଛନ୍ତି। ଏଥିରେ କମ୍ୟୁନିଷ୍ଟ ନେତା, ପାକିସ୍ତାନୀ, ଇସ୍‌ଲାମୀୟ ମୌଳବାଦୀ, ବିଲିୟନେୟାର ଜର୍ଜ ସୋରୋସ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରର ମିଳିତ ସମ୍ପୃକ୍ତି ରହିଛି। ଫାଇନାନ୍ସିଆଲ ଟାଇମ୍ସ ଏବଂ ଜର୍ଜ…

ଖାଇବେ ଭାରତର, ଗାଇବେ ପାକିସ୍ତାନର

ଖୋର୍ଦ୍ଧା/ବାଣପୁର,୨୪ା୫(ପ୍ରଭାତ ପାଣିଗ୍ରାହୀ/ଦିଲୀପ ସ୍ବାଇଁ):ବାଣପୁରସ୍ଥିତ ଐତିହାସିକ ପଲଟଣ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଯୋଗୀ ଆଦିତ୍ୟନାଥ ଯୋଗଦେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଉଦ୍‌ବୋଧନ ଦେଇ…

ସ୍କୁଲ ମାଟି ମାଡିନାହାନ୍ତି ୧୨୧ ଲୋକ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୨୪ା୫:ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୨୧ ପ୍ରାର୍ଥୀ ସେମାନଙ୍କ ସତ୍ୟପାଠରେ ନିଜକୁ ନିରକ୍ଷର ଘୋଷଣା କରିଛନ୍ତି। ୩୫୯ ପ୍ରାର୍ଥୀ ମାତ୍ର ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ନାମାଙ୍କନପତ୍ର ଦାଖଲ ବେଳେ ଦେଇଥିବା ସତ୍ୟପାଠରୁ ଜଣାପଡ଼ିଛି। ୬୪୭ ପ୍ରାର୍ଥୀ ୮ମ…

ବିଚାରପତିଙ୍କ କୁକୁର ଚୋରି, ୨୪ ଅଭିଯୁକ୍ତ

ବରେଲି,୨୪/୫:ଉତ୍ତରପ୍ରଦେଶର ଜଣେ ବିଚାରପତିଙ୍କ ବରେଲିସ୍ଥିତ ବାସଭବନରୁ ପୋଷା କୁକୁର ଚୋରି ହୋଇଛି। ସେମାନଙ୍କ ପଡ଼ୋଶୀ ଡମ୍ପି ଅହମଦ କୁକୁର ଚୋରି କରିଥିବା ବିଚାରପତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଆଧାରରେ ପୋଲିସ ପ୍ରାଣୀ ନିଷ୍ଠୁରତା ଆଇନରେ ୨୪ରୁ ଊର୍ଦ୍ଧ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri