ଜାତୀୟ

ରାସ୍ତାରେ ଶୋଇଥିବା ଯୁବକଙ୍କ ଉପରେ ବିଏମଡବ୍ଲୁ ଚଢାଇଦେଲେ ଏମପିଙ୍କ ଝିଅ, ଥାନାରେ ମିଳିଗଲା ଜାମିନ

ଚେନ୍ନାଇ,୧୯।୬: ପୁଣି ଏକ ଅଭାବନୀୟ ହିଟ ଆଣ୍ଡ ରନ ମାମଲା ଚେନ୍ନାଇରେ ଘଟିଛି। ଜଣେ ରାଜ୍ୟ ସଭା ଏମପିଙ୍କ ଝିଅ ରାସ୍ତାରେ ଶୋଇଥିବା ଜଣେ ଯୁବକଙ୍କ ଉପରେ ନିଜ BMW ଚଢାଇ ଦେଇଛନ୍ତି। ଏହି ଦୁର୍ଘଟଣାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା…

ଏମିତି ଝିଅକୁ ବିବାହ କରିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ: ନିଜେ କହିଥିଲେ ମନର କଥା

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ରାଏବରେଲିର ଏମ୍‌ପି ରାହୁଲ ହେଉଛନ୍ତି ଦେଶର ‘ମୋଷ୍ଟ ଏଲିଜିବ୍‌ଲ୍‌ ବ୍ୟାଚ୍‌ଲର୍‌’। ତାଙ୍କ ସମର୍ଥକମାନେ ଉତ୍ସାହର ସହିତ ତାଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ପ୍ରଶ୍ନ ହେଉଛି ରାହୁଲ ଗାନ୍ଧୀ…

ଶିକ୍ଷା କ୍ଷେତ୍ରରେ ଆଜି ସବୁଠୁ ଖାସ୍‌ ଦିନ: ମୋଦି

ନାଳନ୍ଦା,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିହାରର ରାଜଗିରରେ ଥିବା ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ୧୭ଟି ଦେଶର ରାଷ୍ଟ୍ରଦୂତ ଅଂଶଗ୍ରହଣ…

ଏନ୍‌ଡିଏରେ ସହମତି: ଏହି ଦଳ ହାତକୁ ଆସିଲା ବାଚସ୍ପତି ପଦ

ନୂଆଦିଲ୍ଲୀ,୧୯।୬: ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ମଧ୍ୟ ଲୋକ ସଭାର ବାଚସ୍ପତି ଭାଜପାର ଆସିବେ। ତେଲୁଗୁ ଦେଶମ ପାର୍ଟି (ଟିଡିପି) ମଧ୍ୟ ଭାଜପା ବାଚସ୍ପତି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ରାଜି ହୋଇଛି। ଟିଡିପି ବ୍ୟତୀତ ଏନଡିଏର ସମସ୍ତ ସହଯୋଗୀମାନେ ଭାଜପା ନିଷ୍ପତ୍ତି…

ଏନ୍‌ଡିଏର ଖେଳ ବିଗାଡିଦେଲା ଇଣ୍ଡିଆ ମେଣ୍ଟ: ଟିଡିପିକୁ ଦେଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୧୯।୬: କିଏ ହେବେ ଆଗାମୀ ଲୋକ ସଭା ବାଚସ୍ପତି? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଚାଲିଛି। ଯେକୌସି ଭାବେ ବାଚସ୍ପତି ଚେୟାର ନିଜ ପାଖରେ ରଖିବାକୁ ଭାଜପା ଚାହୁଁଛି ଏବଂ ଏଥିପାଇଁ ଦଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଏନଡିଏ…

ଏନ୍‌ଇଇଟି ଅନିୟମିତତା ମାନିନିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯ା୬: ଚଳିତ ବର୍ଷର ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷା ପରିଚାଳନାର ଯେକୌଣସି ଭାଗରେ ଯଦି ୦.୦୦୧ ପ୍ରତିଶତ ଅବହେଳା ହୋଇଥାଏ, ତେବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବାକୁ ହେଲେ ଠିକ୍‌ ସମୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ରେଳମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଖାର୍ଗେ

ନୂଆଦିଲ୍ଲୀ,୧୯ା୬: କେନ୍ଦ୍ର ସରକାର ଭାରତୀୟ ରେଲଓ୍ବେକୁ ଧ୍ୱଂସ କରିବାରେ ଲାଗିଛନ୍ତି। ଏଥିଯୋଗୁ ଦେଶରେ ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ଘଟୁଥିବା ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛନ୍ତି। କାଞ୍ଚନଜଙ୍ଗା ଟ୍ରେନ୍‌ ଦୁର୍ଘଟଣ ସ୍ଥଳକୁ…

୧.୨୫ ଲକ୍ଷ ସୁରକ୍ଷା ପଦବୀ ଖାଲି

ନୂଆଦିଲ୍ଲୀ,୧୯ା୬(ପି.ଟି.): ଭାରତୀୟ ରେଲଓ୍ବେର ସୁରକ୍ଷା ବର୍ଗରେ ମଞ୍ଜୁରୀପ୍ରାପ୍ତ ୧୦ ଲକ୍ଷ ପଦବୀ ମଧ୍ୟରୁ ୧.୫ ଲକ୍ଷରୁ ଊର୍ଦ୍ଧ୍ୱ ଖାଲିପଡ଼ିଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ଗତ ମାର୍ଚ୍ଚରେ ରେଳ ମନ୍ତ୍ରଣାଳୟରୁ ହସ୍ତଗତ ତଥ୍ୟରୁ ଏହା ଜଣାପଡ଼ିଛି। ଅଧିକାରୀମାନେ ଟ୍ରେନ୍‌ଗୁଡ଼ିକର ସୁରକ୍ଷାକୁ…

ଏଣିକି ଟ୍ରାନ୍ସଜେଣ୍ଡରଙ୍କୁ ସରକାରୀ ଚାକିରୀରେ ମିଳିବ ୧% ସଂରକ୍ଷଣ

କୋଲକାତା,୧୮।୬: ଏଣିକି ପଶ୍ଚିମବଙ୍ଗରେ ସରକାରୀ ଚାକିରି କ୍ଷେତ୍ରରେ ଟ୍ରାନ୍ସଜେଣ୍ଡର ସମୁଦାୟଙ୍କୁ ୧% ସଂରକ୍ଷଣ ମିଳିବ। ଏନେଇ ମଙ୍ଗଳବାର କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃଣାଳ ବାରିକ ବନାମ ପଶ୍ଚିମବଙ୍ଗ ରାଜ୍ୟ ଏବଂ ଅନ୍ୟ ମାମଲାରେ ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ…

କଂଗ୍ରେସକୁ ବଡ଼ ଝଟ୍‌କା, ଇସ୍ତଫା ଦେଲେ…

ଚଣ୍ଡିଗଡ଼,୧୮।୬: ହରିୟାଣା କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଝିଅଙ୍କୁ ଟିକେଟ ମିଳିଲା ନାହିଁ ବୋଲି ଦଳ ଛାଡ଼ି ଭାଜପାରେ ସାମିଲ ହେବାକୁ ଯାଉଛନ୍ତି ବରିଷ୍ଠ ନେତ୍ରୀ କିରଣ ଚୌଧୁରୀ। ସେ ଲୋକ ସଭା ନିର୍ବାଚନରେ ଭିବାନୀ-ମହେନ୍ଦ୍ରଗଡ଼ ଆସନରୁ ଝିଅ ତଥା ପୂର୍ବ…

ମୁମ୍ବାଇର ୫୦ରୁ ଅଧିକ ଡାକ୍ତରଖାନାକୁ ବୋମାରେ ଉଡାଇ ଦେବାକୁ ଧମକ, ଆଲର୍ଟରେ ପୋଲିସ

ମୁମ୍ବାଇ,୧୮।୬: ମହାରାଷ୍ଟ୍ର ମୁମ୍ବାଇ ସହରର ଅନେକ ଡାକ୍ତରଖାନାକୁ ବୋମା ଯୋଗେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏହାପରେ ମୁମ୍ବାଇ ପୋଲିସ ଆଲର୍ଟ ହେବା ସହ ସମସ୍ତ ସ୍ଥାନଗୁଡ଼ିକର ଯାଞ୍ଚ କରୁଛି। ତେବେ ଏଯାବତ ଡାକ୍ତରଖାନାରୁ ସେଭଳି କିଛି ସନ୍ଦେହଜନକ ମିଳିନାହିଁ। ରିପୋର୍ଟ…

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଶାନ ଟଙ୍କା? ଏଠାରେ କରନ୍ତୁ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପିଏମ୍‌ କିଶାନ ସମ୍ମାନ ନିଧି ଯେଜନାର ୧୭ତମ କିସ୍ତି ଜାରି କରିଛନ୍ତି। ଦେଶର ପ୍ରାୟ ୯.୨୬ କୋଟି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଯାଇଛି। ତେବେ ଯଦି କୌଣସି କାରଣରୁ କାହା ଆକାଉଣ୍ଟକୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?