ମଣିପୁରର ସ୍ଥିତିକୁ ନେଇ ମୋଦିଙ୍କୁ ଜବାବ ଦେଳେ ଜୟରାମ, କହିଲେ ଅପମାନଜନକ
ନୂଆଦିଲ୍ଲୀ,୯।୪: ସୋମବାର ଏପ୍ରିଲ ୮ ମଣିପୁରରେ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଅଭିଯୋଗ କରିଛି ଯେ ଉତ୍ତର-ପୂର୍ବ ରାଜ୍ୟରେ ହିଂସା ଭାରତୀୟ ଜନତା ପାର୍ଟି (ଭାଜପା) ର ବିଭାଜନ ତଥା ଧୃବିକରଣ ରାଜନୀତିର ଫଳାଫଳ। ଦଳର…
ନିର୍ବାଚନ ଲଢ଼ିପାରିବେ ଦିଲୀପ ରାୟ
ନୂଆଦିଲ୍ଲୀ,୯ା୪:କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଦୋଷୀସାବ୍ୟସ୍ତ ରାୟ ଉପରେ ଦିଲ୍ଲୀ ହାଇକୋର୍ଟ ସୋମବାର ସ୍ଥଗିତାଦେଶ ଲଗାଇଛନ୍ତି। ଫଳରେ ସେ ୨୦୨୪ ନିର୍ବାଚନ ଲଢ଼ିପାରିବେ। ୧୯୯୯ରେ ଝାଡ଼ଖଣ୍ଡର କୋଇଲା ଖଣି ଆବଣ୍ଟନରେ ଅନିୟମିତତାକୁ ନେଇ ପୂର୍ବରୁ ଦିଲୀପ ଦୋଷୀସାବ୍ୟସ୍ତ…
ନିର୍ବାଚନ ପୂର୍ବରୁ କେତେଜଣ ଗିରଫ ହେବେ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ,୯ା୪(ପି.ଟି.):ସାମାଜିକ ଗଣମାଧ୍ୟମରେ ଅଭିଯୋଗ ଆଣୁଥିବା ପ୍ରତ୍ୟେକଙ୍କୁ ଜେଲ ପଠାଇ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର ଟିପ୍ପଣୀ ଦେଇଛନ୍ତି। ଏଥିସହ ୨୦୨୧ରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିତ୍ବା ୟୁଟ୍ୟୁବର ଏ. ଦୁରାଇମୁରୁଗାନ ସତ୍ତାଇଙ୍କ ଜାମିନକୁ କାଏମ…
ସଶସ୍ତ୍ର ବଳ ପାଇଁ ମିଳିତ କାର୍ଯ୍ୟ ସଂସ୍କୃତି ଲୋଡ଼ା: ସିଡିଏସ୍
ନୂଆଦିଲ୍ଲୀ, ୯ା୪(ପି.ଟି.): ସଶସ୍ତ୍ର ବଳରେ ମିଳିତ କାର୍ଯ୍ୟ ସଂସ୍କୃତିର ବିକାଶ ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ସୋମବାର ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରର ସମୂହ ଯୁଦ୍ଧ ଲଢ଼ିବା ସାମର୍ଥ୍ୟ ବଢ଼ାଉଥିବା ଢାଞ୍ଚା ସୃଷ୍ଟି ଦ୍ୱାରା ପ୍ରତି ବାହିନୀର…
୪୧% ଆସନରେ ୩ ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା
ନୂଆଦିଲ୍ଲୀ,୯ା୪(ପି.ଟି.):ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକ ସଭା ଆସନରେ ମତଦାନ ହେବାକୁ ଯାଉଥିବାବେଳେ ସେଥିରୁ ୪୨ ଆସନରେ ୩ କିମ୍ବା ତା’ଠାରୁ ଅଧିକ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି। ନିର୍ବାଚନ ଅଧିକାର ସଂସ୍ଥା ଆସୋସିଏଶନ ଫର୍ ଡେମୋକ୍ରାଟିକ୍…
ଧୂମପାନ କରୁଥିବା ଯୁବତୀଙ୍କୁ ଚାହିଁବାରୁ ହତ୍ୟାକାଣ୍ଡ
ନାଗପୁର,୯ା୪: ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଧୂମପାନ କରୁଥିବା ୨ ଯୁବତୀଙ୍କୁ ଚାହିଁବାରୁ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଖବର ଅନୁଯାୟୀ ଜୟଶ୍ରୀ ପଞ୍ଝାଡ଼େ ଏବଂ ତାଙ୍କ ବାନ୍ଧବୀ ସାବିତ୍ର…
ପୂରଣ ହେବନି ମୋଦିଙ୍କ ସ୍ବପ୍ନ: ସ୍ଲୋଗାନ୍ରେ ରହିଯିବ ‘ଅବ୍ କି ବାର୍ ୪୦୦ ପାର୍’
ଭୁବନେଶ୍ୱର,୯ା୪(ଅନିଲ ଦାସ):ଚଳିତ ନିର୍ବାଚନରେ ଏନ୍ଡିଏ ୪୦୦ ସିଟ୍ ପାଇବା ନେଇ ଯେଉଁ ସ୍ଲୋଗାନ ଦେଉଛି ତାହା ସମ୍ଭବ ହେବ ନାହିଁ। ସେହିପରି ଭାଜପା ୩୭୦ ଆସନ ଛୁଇଁ ନ ପାରେ ବୋଲି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ଆକଳନ କରିଛନ୍ତି। ଭାଜପା…
ଇସି ଅଫିସ ବାହାରେ ଟିଏମ୍ସି ନେତାଙ୍କ ଧାରଣା
ନୂଆଦିଲ୍ଲୀ,୯ା୪(ପି.ଟି.): ସିବିଆଇ, ଏନ୍ଆଇଏ, ଇଡି ଏବଂ ଆୟକର ବିଭାଗ ମୁଖ୍ୟମାନଙ୍କୁ ବଦଳାଇବା ଦାବିରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିବାବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଟିଏମ୍ସିର ୧୦ ଜଣିଆ ପ୍ରତିନିଧି ଦଳ ଇସି…
ଭୋଟ ଅଧିକାର ପୂର୍ବରୁ ବଞ୍ଚତ୍ବା ଅଧିକାର ଦିଅ
ଇମ୍ପାଲ,୯ା୪(ପି.ଟି.): ଯେଉଁ ସ୍ଥାନ ମୋର ହୋଇ ରହିନାହିଁ, ସେଠାରୁ କାହିଁକି ଜଣେ ପ୍ରତିନିଧିଙ୍କୁ ନିର୍ବାଚିତ କରିବି ବୋଲି ମଣିପୁର ହିଂସାରେ ଘରଦ୍ୱାର ହରାଇଥିବା ନୋବି ନାମକ ଜଣେ ବିସ୍ଥାପିତ ପ୍ରଶ୍ନ କରିଛନ୍ତି। ମଣିପୁର ହିଂସା ବେଳେ ତାଙ୍କ ଘରକୁ ଜାଳିଦିଆଯାଇଥିଲା। ହିଂସାକାଣ୍ଡକୁ ୧୧…
ଅନିୟନ୍ତ୍ରିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ବିରୋଧରେ ପିଆଇଏଲ୍
ନୂଆଦିଲ୍ଲୀ,୯ା୪: ଉଭୟ ପୁରୁଷ ଓ ମହିଳାର ମିଶ୍ରିତ ଜୈବିକ ଲକ୍ଷଣ ନେଇ ଜନ୍ମିତ ପିଲା ଅନିୟନ୍ତ୍ରିତ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଉଥିବା ବେଳେ ସେମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ…
ଭାଜପା ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ
ନୂଆଦିଲ୍ଲୀ,୯ା୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ ସୋମବାର ଭାଜପା ଛାଡ଼ିଛନ୍ତି। ସେ ଖୁବ୍ଶୀଘ୍ର କଂଗ୍ରେସରେ ପୁନର୍ବାର ଯୋଗଦେବେ ବୋଲି ଜଣାପଡ଼ିଛି। ମାସେ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂ ଲୋକ ସଭା ଏବଂ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ।…
ଇସିଙ୍କ ପାଖରେ ଫେରାଦ ହେଲା କଂଗ୍ରେସ
ନୂଆଦିଲ୍ଲୀ,୯ା୪: କଂଗ୍ରେସର ଇସ୍ତାହାରରେ ମୁସ୍ଲିମ ଲିଗ୍ର ନୀତି ଆଦର୍ଶ ପ୍ରତିଫଳିତ ହେଉଛି ଏବଂ ଏହାର ପ୍ରତ୍ୟେକ ପୃଷ୍ଠାରେ ଭାରତକୁ ଖଣ୍ଡ ଖଣ୍ଡ କରିବାର ଗନ୍ଧ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହା ବିରୋଧରେ ବରିଷ୍ଠ କଂଗ୍ରେସ ନେତାମାନେ ସୋମବାର ନିର୍ବାଚନ…
Archives


