ଜାତୀୟ

କେଜରିଓ୍ବାଲଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୯।୬: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଡୁଆ ଶେଷ ହେଉନାହିଁ। ସଦ୍ୟତମ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନ୍ୟାୟିକ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କୁ ଭିଡିଓ କନଫରେନ୍ସିଂ…

ଆଇସକ୍ରିମ୍‌ରୁ ବାହାରିଥିବା କଟା ଆଙ୍ଗୁଠି କାହାର ଥିଲା? ମୁମ୍ବାଇ ପୋଲିସ କଲା ଖୁଲାସା

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଜୁନ ୧୩ରେ ଆଇସ୍‌କ୍ରିମରୁ ମଣିଷର କଟା ଆଙ୍ଗୁଠି ବାହାରିବା ଘଟଣା ସାମ୍ନାକୁ ଆସିଥିଲା। ଏହା ଅନେକଙ୍କୁ ଚକିତ କରିଥିବା ବେଳେ ପୋଲିସ ଛାନଭିନ କରିଥିଲା। ଶେଷରେ ଏଭଳି ଦାୟିତ୍ୱହୀନତା କାହାର ତାହା ଜଣାପଡ଼ିଛି। ବାଲ୍‌କୋ କମ୍ପାନୀର ବ୍ରାଣ୍ଡ…

ବିରୋଧୀଙ୍କୁ ଚକ୍‌ମା ଦେଲା ଟିଡିପି: ଫସରଫାଟିଲା ରଣନୀତି

ନୂଆଦିଲ୍ଲୀ,୧୯।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଆଶାବାଦୀ ଥିଲେ ଯେ ସରକାରଙ୍କ ସବୁଠୁ ବଡ ସହଯୋଗୀ ଟିଡିପି ବାଚସ୍ପତି ପଦବୀ ପାଇଁ ଦାବି କରିବେ। ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗରେ ଶାସକ ଏନଡିଏରେ ଅସନ୍ତୋଷର ସ୍ବର ଆଗକୁ ଆସିବାକୁ ବିରୋଧୀ ଚାହୁଁଥିଲେ।…

ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷାରେ ନିୟୋଜିତ ଯବାନଙ୍କୁ ଗୁଳି

ନୂଆଦିଲ୍ଲୀ, ୧୯।୬: ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ସିକ୍ୟୁରିଟି ଫୋର୍ସର ଜଣେ ଯବାନଙ୍କର ସନ୍ଦିଗ୍ଧ ଅବସ୍ଥାରେ ଗୁଳି ଲାଗିବାରୁ ମୃତ୍ୟୁ ହୋଇଛି । ଗୁଳି କେଉଁ ପରିସ୍ଥିତିରେ ତାଙ୍କ ଦେହରେ ବାଜିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ…

ଯେ କୌଣସି ସମୟରେ ଭାଙ୍ଗି ପାରେ ମୋଦି ସରକାର, ତାଙ୍କର ଅନେକ ନେତା ରହିଛନ୍ତି ଆମ ସମ୍ପପର୍କରେ: ରାହୁଲ

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ବିଦେଶୀ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ଏକ ଛୋଟ ଭୁଲ ଯୋଗୁଁ ମୋଦି ସରକାର ଭାଙ୍ଗିଯାଇ ପାରନ୍ତି ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ସରକାର ଚଳାଇବା ପାଇଁ ଭାଜପାକୁ ଛୋଟ ଦଳ…

ପ୍ରବଳ ବର୍ଷା, ୨୬ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୯।୬: ଭାରତର କିଛି ରାଜ୍ୟରେ ହିଟ୍‌ୱେଭ୍‌ ଜାରି ରହିଥିବା ବେଳେ ଆଉ ଏକ ରାଜ୍ୟରେ ଲାଗି ରହିଥିବା ବର୍ଷା ସରକାରଙ୍କ ଚିନ୍ତା ବଢ଼ାଇଛି । ଆସାମରେ ମୁଶଳଧାରାରେ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୮…

ଏହିକଥା ପାଇଁ ପିଲାଦିନେ ମାଆଙ୍କୁ ବିରକ୍ତି କରାଉଥିଲେ ରାହୁଲ, ଜେଲ୍‌ରେ ଥାଇ ନେହେରୁ ଦେଇଥିଲେ ନାଁ, ଜାଣନ୍ତୁ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ….

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଦଳର ଏମପି ରାହୁଲ ଗାନ୍ଧୀଙ୍କ ଆଜି ଜନ୍ମଦିନ। ସେ ୫୪ ବର୍ଷ ବୟସରେ ପାଦ ଥାପିଛନ୍ତି। ୧୯୭୦ ଜୁନ ୧୯ରେ ରାଜୀବ ଗାନ୍ଧୀ ଓ ସୋନିଆଙ୍କ କୋଳକୁ ଆସିଥିଲେ ରାହୁଲ। ଏବେ ଜାତୀୟ କଂଗ୍ରେସର…

କାର୍ଯ୍ୟକ୍ରମ ସୂଚୀ ବାହାରକୁ ଯାଇ ସିଗରା ଷ୍ଟାଡିୟମ ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୧୯।୬: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦ ନିର୍ବାଚନମଣ୍ଡଳୀ ବାରାଣାସୀ ଗସ୍ତରେ ଥିଲେ। କାଶୀ ବିଶ୍ୱନାଥ ମନ୍ଦିରରେ ପୂଜା କରିବା ପରେ ପ୍ରଧାନମନ୍ତ୍ରୀ ବନାରସ ରେଳ ଇଞ୍ଜିନ କାରଖାନା (BLW) ର ଗେଷ୍ଟ ହାଉସରେ ରାତ୍ରିଯାପନ କରିଥିଲେ। ଗେଷ୍ଟ ହାଉସ…

‘ଅଗ୍ନିର ଜ୍ୱଳନ ଜ୍ଞାନକୁ ନଷ୍ଟ କରିପାରିବ ନାହିଁ…’, ନାଳନ୍ଦା ବିନାଶକୁ ମନେପକାଇଲେ ମୋଦି

ରାଜଗିର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ବିହାରର ରାଜଗିରର ନାଲନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନାଲନ୍ଦାଙ୍କ ବିନାଶକୁ ମଧ୍ୟ ମନେ ପକାଇଛନ୍ତି। ଏହି ସମୟରେ ସେ କହିଛନ୍ତି, ଅଗ୍ନିର ଜ୍ୱଳନ ଜ୍ଞାନକୁ ନଷ୍ଟ…

ଆକାଉଣ୍ଟକୁ ଆସିନାହିଁ କି ପିଏମ୍‌ କିଷାନ ଟଙ୍କା ? ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ, ୧୯।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି ଗୁରୁବାର ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯.୨୬ କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବେ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି ।…

ଭାଜପାରେ ସାମିଲ ହେଲେ କିରଣ ଚୌଧୁରୀ

ନୂଆଦିଲ୍ଲୀ,୧୯।୬: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ରାଜନୈତିକ ଗତିବିଧି ଧୀରେ ଧୀରେ ଉଷ୍ମ ହୋଇଛି। ଲୋକ ସଭା ନିର୍ବାଚନରେ ପରାଜୟ ପରେ ଭାଜପା ବର୍ତ୍ତମାନ ବିଧାନସଭା ନିର୍ବାଚନ ଉପରେ ଧ୍ୟାନ ଦେବା ଆରମ୍ଭ କରିଛି। ଏହି କ୍ରମରେ ବର୍ତ୍ତମାନ କଂଗ୍ରେସର…

‘ସବୁବେଳେ ମୋର ବନ୍ଧୁ ହୋଇ ରୁହ’, ଜନ୍ମଦିନରେ ଭାଇ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର (ଜୁନ ୧୯) ତାଙ୍କ ଭାଇ ତଥା ଏମପି ରାହୁଲ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କୁ ଶୁଭେଚ୍ଛା ଜଣାଇବାବେଳେ ପ୍ରିୟଙ୍କା କହିଥିଲେ ଯେ ତୁମେ ସବୁବେଳେ ମୋର ବନ୍ଧୁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?