ଜାତୀୟ

ଖୁସିଖବର! ରାମଲଲାଙ୍କ ଦର୍ଶନ ହେବ ଆହୁରି ସହଜ

ପଞ୍ଚକୁଲା,୧୪।୬: ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି କହିଛନ୍ତି ଯେ ଅଗଷ୍ଟରୁ ରାଜ୍ୟ ରାଜଧାନୀ ଚଣ୍ଡିଗଡ଼ ସମେତ ପାଞ୍ଚଟି ରାଜ୍ୟକୁ ହିସାରର ମହାରାଜା ଅଗ୍ରାସେନ ହିସାର ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବାକୁ ଯାଉଛି। ଗୁରୁବାର ହରାଜା ଅଗ୍ରାସେନ ବିମାନବନ୍ଦରରୁ ବିମାନ ଉଡ଼ାଣ…

ଆର୍‌ଏସ୍‌ଏସ୍‌ ସହ ଭାଜପାର ସମ୍ପର୍କ ହେଲା ଖରାପ

ନୂଆଦିଲ୍ଲୀ,୧୪ା୬: ଲୋକ ସଭା ନିର୍ବାଚନର ଫଳାଫଳ ଆଶା ଅନୁଯାୟୀ ଭାଜପା ପ୍ରଦର୍ଶନ କରିପାରି ନାହିଁ। ନିର୍ବାଚନ ପୂର୍ବରୁ ଭାଜପା ନେତାମାନେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ(ଆର୍‌ଏସ୍‌ଏସ୍‌)ରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଥିଲେ। ଏହି କାରଣରୁ ଭାଜପା ୨୪୦ ସିଟ୍‌ରେ ସୀମିତ…

ବୋର୍ଡ ପରୀକ୍ଷା ବେଳେ ଛାତ୍ରୀଙ୍କୁ ମିଳିବ ରେଷ୍ଟରୁମ୍‌ ବିରତି

ନୂଆଦିଲ୍ଲୀ,୧୪ା୬:ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ଛାତ୍ରୀମାନଙ୍କୁ ରେଷ୍ଟରୁମ୍‌ ବିରତି ମିଳିବ। ଏଥିସହିତ ସେମାନଙ୍କ ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ମାଗଣାରେ ସାନିଟାରୀ ନାପ୍‌କିନ ଉପଲବ୍ଧ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଜାରି ହୋଇଥିବା ଆଡଭାଇଜରିରେ ବିଦ୍ୟାଳୟଗୁଡ଼ିକୁ…

ଦେଶବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୪ା୬: ଗଣପର୍ବ ‘ରଜ’ର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ରାଷ୍ଟ୍ରପତି ଲେଖିଛନ୍ତି, ‘ରଜ’ ଉପଲକ୍ଷେ ରାଜ୍ୟ ତଥା ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା’। ‘ମାଟି ଓ ମେଘକୁ ସମ୍ମାନ ଜଣାଇ ପିଠା, ମିଠା ପାନ, ଦୋଳି…

ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବାବେଳେ ମୁଁ ଏମିତି ଭାବିଥିଲି….ହାରିବା ପରେ ଦୁଃଖ ବଖାଣିଲେ ନବନୀତ୍‌

ନୂଆଦିଲ୍ଲୀ,୧୪।୬: ଗତ ଲୋକ ସଭା ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଲୋକ ସଭା ଆସନ ମଧ୍ୟରୁ ଅମରାବତୀ ଆସନରେ ବିଦାୟୀ ଏମ୍‌ପି ତଥା ଭାଜପା ପ୍ରାର୍ଥୀ ନବନୀତ୍‌ ରାଣା ଏବଂ କଂଗ୍ରେସର ବଲୱନ୍ତ ୱାଙ୍ଖେଡେଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଶେଷରେ କଂଗ୍ରେସ…

କୁଏଟ୍‌ରୁ ୪୫ ମୃତଦେହ ଧରି ଭାରତ ଫେରିଲା ବାୟୁସେନା ବିମାନ

ନୂଆଦିଲ୍ଲୀ,୧୪ା୬: କୁଏଟ୍‌ରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଭାରତୀୟଙ୍କ ମୃତଦେହକୁ ନେଇ ଶୁକ୍ରବାର ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନ କୋଚିରେ ପହଞ୍ଚିଛି। ବିମାନରେ ରାଜ୍ୟ ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂ ମଧ୍ୟ ଉପସ୍ଥିତ ଥିଲେ। ଯିଏ କି ଶୀଘ୍ର ମୃତଦେହଗୁଡ଼ିକ…

ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ

ନୂଆଦିଲ୍ଲୀ,୧୪।୬: ଲୋକ ସଭା ନିର୍ବାଚନ ଫଳାଫଳ ପରେ ରାଜନୈତିକ ମାହୋଲ ସରଗରମ ରହିଛି। ତିନି-ଚାରି ମାସ ପରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନରେ ଏନଡିଏ ରାଜ୍ୟରେ ଖରାପ ପ୍ରଦର୍ଶନ କରିଥିଲା। ଏହି ପରାଜୟର କାରଣ ମୁଖ୍ୟମନ୍ତ୍ରୀ ଏକନାଥ…

କୁଏଟ୍‌ ବିଲ୍ଡିଂ ନିଆଁରେ ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ, ୧୪।୬ (ପି.ଟି.): କୁଏଟ୍‌ର ଅଲ୍‌-ମନ୍‌ଗଫ୍‌ ସିଟିସ୍ଥିତ ଏକ ବିଲ୍ଡିରେ ବୁଧବାର ନିଆଁ ଲାଗିବାରୁ ୪୫ ଜଣ ଭାରତୀୟ ଶ୍ରମିକ ପ୍ରାଣ ହରାଇଛନ୍ତି। ଭାରତୀୟ ମୃତକଙ୍କ ଶବକୁ ଫେରାଇ ଆଣିବାକୁ ଗୁରୁବାର ରାତିରେ ବାୟୁସେନାର ସି-୧୩୦ଜେ ପରିବହନ ବିମାନକୁ କୁଏଟ୍‌ ପଠାଯାଇଥିବା…

୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି କଲା ପୋଲିସ

ଜମ୍ମୁ,୧୩ା୬: ଜମ୍ମୁ-କଶ୍ମୀରରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସୁରକ୍ଷା ବଳ ପକ୍ଷରୁ ଗୁରୁବାର ତଲାସି ଅଭିଯାନକୁ ବ୍ୟାପକ କରାଯାଇଛି। ବିଭିନ୍ନ ଜିଲାର ଜଙ୍ଗଲ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି। ଏଥିରେ ପୋଲିସ ସମେତ ଅର୍ଦ୍ଧସାମରିକ ବାହିନୀର ଯବାନମାନେ…

ଲୋକ ସଭା ସରୁ ସରୁ ଭାଜପା ଆକ୍ଟିଭ, ବିଧାନସଭା ନିର୍ବାଚନ ପାଇଁ ଜାରି କଲା ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ,୧୩।୬: ଭାରତୀୟ ଜନତା ପାର୍ଟି (ଭାଜପା) ତିନୋଟି ରାଜ୍ୟରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଗୋଲ୍ଡ ସ୍କିମ୍‌ ଜାଲିଆତି: ଶିଳ୍ପା ସେଟ୍ଟୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୩ା୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରିବାକୁ ମୁମ୍ବାଇର ଏକ ଅଦାଲତ ପୋଲିସକୁ ନିର୍ଦ୍ଦେଶ ଦେଇଛି। କୁନ୍ଦ୍ରା ଦମ୍ପତିଙ୍କ ଦ୍ୱାରା…

ନୀତୀଶ ସରକାରଙ୍କ ବଡ ନିଷ୍ପତ୍ତି, ଶିକ୍ଷା ବିଭାଗରୁ ହଟିଲେ କେକେ ପାଠକ

ପାଟନା,୧୩।୬: ଶେଷରେ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ ଶିକ୍ଷା ବିଭାଗ ଛାଡି ରାଜସ୍ବ ଏବଂ ଜମି ସଂସ୍କାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି। ସେ ବିପାର୍ଡର ମହାନିର୍ଦ୍ଦେଶକଙ୍କ ଅତିରିକ୍ତ ଚାର୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?