ଜାତୀୟ

ମୋଦି କେବଳ ୨୦-୨୫ ଲୋକଙ୍କ ପାଇଁ, ହିମାଚଳ ପ୍ରଦେଶ ସଭାରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୫:ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ନାହାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଉପରେ ଖୁବ ବର୍ଷିଥିଲେ। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶକୁ ସାହାଯ୍ୟ…

ଅଖିଳେଶଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢିଗଲେ ଯୁବକ

ବଲିଆ,୨୬।୫: ଦେଶରେ ୬ ଟି ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଗତକାଲି ଅର୍ଥାତ୍‌ ୨୫ମେ’ରେ, ଉତ୍ତର ପ୍ରଦେଶର ୧୪ ଟି ଆସନରେ ଷଷ୍ଠ ପର୍ଯ୍ୟାୟ ଭୋଟ ସମାପ୍ତ ହୋଇଥିଲା । ବର୍ତ୍ତମାନ ଦଳଗୁଡିକ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ…

୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ

ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ସଂକୀର୍ଣ୍ଣ ଗଳି ଏବଂ ପାଖରେ କୌଣସି…

ରାହୁଲ ହେବେ ପ୍ରଧାନମନ୍ତ୍ରୀ? ଚୁପ ରହିଲେ ଖାର୍ଗେ

ନୂଆଦିଲ୍ଲୀ,୨୬।୫: ବର୍ତ୍ତମାନ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ କେବଳ ଗୋଟିଏ ପର୍ଯ୍ୟାୟ ବାକି ଅଛି। ଗଣତନ୍ତ୍ରର ଏହି ମହାନ ପର୍ବର ଶେଷ ପର୍ଯ୍ୟାୟ ୧୯ଏପ୍ରିଲରୁ ଆରମ୍ଭ ହୋଇ ୧ଜୁନ ରେ ଶେଷ ହେବ ଏବଂ ଫଳାଫଳ ସମସ୍ତଙ୍କ ପାଇଁ ୪…

‘ଯେବେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି, ସେମାନଙ୍କୁ…’,ଭାଜପାକୁ ଟାର୍ଗେଟ କଲେ କେଜରିଓ୍ବାଲ

ଚଣ୍ଡିଗଡ଼,୨୬।୫: ପଞ୍ଜାବରେ ଶେଷ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଏଠାରେ ପ୍ରଚାର ଯୋରସୋରରେ ଚାଲିଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ଜନସଭାକୁ ସମ୍ବୋଧିକ କରି କେନ୍ଦ୍ରର ଭାଜପା ସରକାରଙ୍କ ସଂରକ୍ଷର ସମେତ ଅନେକ ପ୍ରସଙ୍ଗକୁ ନେଇ ଖୁବ…

ରେକର୍ଡ ଭାଙ୍ଗିଲା ରାଜସ୍ଥାନ, ଲୋକ ସଭା ନିର୍ବାଚନ ସମୟରେ ଏତେ ହଜାର କୋଟି ଟଙ୍କା ଜବତ

ଜୟପୁର,୨୬।୫: ମାର୍ଚ୍ଚ ଆରମ୍ଭରୁ ଲୋକ ସଭା ନିର୍ବାଚନ ସମୟରେ ରାଜସ୍ଥାନର ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ବା ପ୍ରବର୍ତ୍ତନ ଏଜେନ୍ସି ଦ୍ୱାରା ୧,୨୦୫ କୋଟିରୁ ଅଧିକ ମୂଲ୍ୟର ଡ୍ରଗ୍ସ, ମଦ, ମୂଲ୍ୟବାନ ଧାତୁ, ଫ୍ରିବିଜ ବା ମାଗଣା ବଣ୍ଟାଯାଇଥିବା ଜିନିଷ ଏବଂ ବେଆଇନ…

ବିବାହ ନିମନ୍ତ୍ରଣ ପତ୍ର ମାଧ୍ୟମରେ ଇଭିଏମ୍‌କୁ ବିରୋଧ

ଲାତୁରା,୨୬।୫: ୨୦୨୪ରେ ଲୋକ ସଭା ନିର୍ବାଚନ ଚାଲିଛି ଏବଂ ଏହାର ୬ଟି ପର୍ଯ୍ୟାୟ ଶେଷ ହୋଇଛି। ଏହି ସମୟରେ, ଇଭିଏମ ବ୍ୟବହାର ଏବଂ ଏହାର ସୁରକ୍ଷାକୁ ନେଇ ବିତର୍କ ଜାରି ରହିଛି। ବିରୋଧୀ ଦଳ ସମେତ ଅନ୍ୟ ଅନେକ ଲୋକ ମଧ୍ୟ…

ନୀତୀଶଙ୍କ ସୁରକ୍ଷାରେ ତ୍ରୁଟି, ହେଲିକପ୍ଟରର ଇନ୍ଧନ ସରିଯିବାରୁ ଏମରଜେନ୍ସି ଲ୍ୟାଣ୍ଡିଂ

ପାଟନା,୨୬।୫: ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ, ବିହାରର ରାଜଧାନୀ ପାଟନା ନିକଟସ୍ଥ ମସୌଦିିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷା ଏକ ପ୍ରମୁଖ ତ୍ରୁଟି ସାମ୍ନାକୁ ଆସିଛି। ମିଳିଥିବା…

‘ଆଉ ମାତ୍ର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ମୋଦି କହିବେ ମୋତେ ପୂଜା କର’

ପାଟନା,୨୬।୫: ଲୋକ ସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ବିହାରରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରଦାନ କରଛନ୍ତି। ଏହି ସମୟରେ ଓୱାଇସି ପାଲିଗଞ୍ଜରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେହି…

ପ୍ରଥମେ ନିଜ ସିଷ୍ଟମ ଠିକ୍‌ କରନ୍ତୁ ରାହୁଲ ଗାନ୍ଧୀ, ପରେ ଦେଶ କଥା ଭାବିବେ

ନୂଆଦିଲ୍ଲୀ,୨୬।୫: କଂଗ୍ରେସର ପୂର୍ବତନ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ ପୁଣି ଥରେ ରାହୁଲ ଗାନ୍ଧୀ ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ଦେଶର ବ୍ୟବସ୍ଥାକୁ ଠିକ କରିବା ବିଷୟରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ତାଙ୍କର…

ଭାରତୀୟ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ବଢିଲା

ନୂଆଦିଲ୍ଲୀ,୨୬।୫: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଜେନେରାଲ ମନୋଜ ପାଣ୍ଡେ ଆସନ୍ତା ମେ ୩୧ରେ ଅବସର ନେବାର ଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ତାଙ୍କର କାର୍ଯ୍ୟକାଳ ଏକ ମାସ ବୃଦ୍ଧି କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ…

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ରାସ୍ତା କଡ଼ରୁ କଟାଯାଇ ପାରିବ ନାହିଁ ଗଛ

କୋଚି,୨୬।୫: କେବଳ ବ୍ୟବସାୟିକ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରୁଥିବାରୁ ରାସ୍ତା କଡ଼ରେ କୌଣସି ଗଛ କଟାଯିବ ନାହିଁ ବୋଲି କେରଳ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଗଛଗୁଡିକ କ୍ଷତିଗ୍ରସ୍ତ ଅବସ୍ଥାରେ ଥିଲେ ହିଁ କଟାଯାଇପାରିବ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri