ଜାତୀୟ

ଭୟଙ୍କର ଦୁର୍ଘଟଣା, ରାସ୍ତାରେ ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ, ୦୪।୦୮: ଦିଲ୍ଲୀ-ମୁମ଼୍ବାଇ ଏକ୍ସପ୍ରେସ୍‌ ୱେରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ମଧ୍ୟ ପ୍ରଦେଶ ବିକ୍ରମଗଡ଼ରେ ରହୁଥିବା କିଛି ବ୍ୟକ୍ତି ଆର୍ଟିଗା…

ବଡ଼ ଧରଣର ଅଗ୍ନିକାଣ୍ଡ: କୋରାବ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ

ହାଇଦ୍ରାବାଦ୍‌,୪।୩: ବିଶାଖାପଟ୍‌ନମ୍‌ ଷ୍ଟେଶନରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେଶନରେ ଛିଡା ହୋଇଥିବା ବେଳେ କୋରାବ ଏକ୍ସପ୍ରେସ ଟ୍ରେନର ୩ଟି ଏସି ବଗିରେ ନିଆଁ ଲାଗି ଯାଇଛି। ତେବେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଉକ୍ତ ଟ୍ରେନ୍‌ଟି…

ସାବଧାନ! ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ଆସୁଛି ବଡ଼ ବିପଦ, ଲିକ୍‌ ହୋଇପାରେ ପର୍ସନାଲ ଡାଟା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୪ା୮: ଯଦି ଆପଣ ଆଇଫୋନ୍‌ ବ୍ୟବହାର କରୁଛନ୍ତି ତେବେ ସତର୍କ ହେବା ଜରୁରୀ ଅଟେ। ବାସ୍ତବରେ ସାଇବର କ୍ରାଇମ୍‌ ସମ୍ପର୍କରେ କେନ୍ଦ୍ର ସରକାର ଆଇଟି ସେଲ୍‌କୁ ସତର୍କ କରାଇଛନ୍ତି। ଏହା ସହିତ ଆଇଫୋନ, ଆଇପ୍ୟାଡ ଏବଂ ସମସ୍ତ ଆପଲ ୟୁଜର୍ସଙ୍କ ପାଇଁ…

ଏହି ୩ ବ୍ୟକ୍ତି ଲେଖନ୍ତି ରାହୁଲଙ୍କ ଭାଷଣ, ଗୋଟିଏ ଘରେ ଏକାଠି ବସି ହୁଏ ଷ୍ଟ୍ରାଟେଜି ପ୍ଲାନ୍‌

ନୂଆଦିଲ୍ଲୀ,୪।୮:‘ଏମାନେ ଦେଶବାସୀଙ୍କୁ ଚକ୍ରବ୍ୟୁହରେ ଫସାଇବାକୁ ଚାହୁଁଛନ୍ତି, ହେଲେ ଆମେ ଏହି ଚକ୍ରକୁ ଭାଙ୍ଗିବୁ’। ସଂସଦରେ ଏ ଡାଇଲଗ୍‌ ଥିଲା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର। ଭାରତ ଯୋଡ ଯାତ୍ରା ପରେ ରାହୁଲଙ୍କ ରାଜନୈତିକ ଠାଣିରେ ଖୁବ୍‌…

ଇସ୍ରାଏଲକୁ ଭାରତ ଅସ୍ତ୍ରଶସ୍ତ୍ର ନ ଯୋଗାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିବେଦନ, ଚିଠିରେ ଲେଖା ଅଛି…

ଜେରୁଜେଲମ୍‌/ନୂଆଦିଲ୍ଲୀ,୪ା୮: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ଉଭୟ ପରସ୍ପର ଉପରେ ଆତ୍ମଘାତୀ ଆକ୍ରମଣ କରୁଛନ୍ତି। ଏହି ସମୟରେ ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ହମାସକୁ ଧ୍ୱଂସ କରିବା ପରେ ହିଁ ତାକୁ ଶାନ୍ତି…

କେବଳ ଏଏପି ନୁହେଁ ବିଜେଡି ମଧ୍ୟ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବାର ବୟସ ସୀମା ହ୍ରାସ ଲାଗି କରିଛି ଦାବି, ଜାଣନ୍ତୁ କ’ଣ ରହିଛି ଏହାର ନିୟମ

ନୂଆଦିଲ୍ଲୀ,୪।୮: ମାତ୍ର ଏକ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୨୩ରେ, ଆଇନ ଏବଂ ପର୍ସନାଲ କମିଟି ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ବୟସ ସୀମା ହ୍ରାସ କରିବାକୁ ପରାମର୍ଶ ଦେଇଥିଲା। କମିଟି ମଧ୍ୟ ସଂସଦରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲା ଯେଉଁଥିରେ କୁହାଯାଇଥିଲା…

ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୪ା୮: ଦିଲ୍ଲୀ ସରକାରଙ୍କ ପରିଚାଳିତ ଶେଲ୍ଟର ହୋମ୍‌ ଆଶା କିରନରେ ମାସକ ମଧ୍ୟରେ ୧୩ ପିଲାଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିଶନ ନିଜ ଆଡ଼ୁ ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ପରେ…

କଙ୍ଗନାଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ ଶଙ୍କରାଚାର୍ଯ୍ୟ, କହିଲେ ମୁହଁ ଦେଖିଲେ ପାପ ଲାଗିବ…

ନୂଆଦିଲ୍ଲୀ,୪।୮: ଶଙ୍କରାଚାର୍ଯ୍ୟ ତାଙ୍କର ଏକ ବିବୃତ୍ତିରେ ଭାଜପା ଏମପି କଙ୍ଗନା ରଣାୱତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ତାଙ୍କ ମୁହଁକୁ ଦେଖିବା ପାପ। କହିରଖୁଛୁ କି, ଶଙ୍କରଚାର୍ଯ୍ୟ କିଛି ବର୍ଷ ପୂର୍ବରୁ କଙ୍ଗନାଙ୍କ ଏକ ଟିପ୍ପଣୀ ଉପରେ ନୀରବତା…

ମୋଦି ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ, ୪।୮: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ମର୍ନିଂ କନ୍ସଲ୍ଟ ନାମକ ଏକ…

୨୦୪୦ ଯାଏ ବଢ଼ିବ ଭାରତର କର୍ମଜୀବୀ ଜନସଂଖ୍ୟା, ପ୍ରକାଶ ପାଇଲା ରିପୋର୍ଟ

ମାନିଲା, ୪।୮: ଆସନ୍ତା ୨୦୪୦ ଯାଏ ଭାରତର କର୍ମଜୀବୀ ଜନସଂଖ୍ୟାରେ ବୃଦ୍ଧି ଘଟିବ। ସେହିପରି ୨୦୫୦ ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ କର୍ମଜୀବୀ ଜନସଂଖ୍ୟା ରହିଥିବ ବୋଲି ସଦ୍ୟ ପ୍ରକାଶିତ ଏସିଆନ୍‌ ଡେଭଲପ୍‌ମେଣ୍ଟାଲ ବ୍ୟାଙ୍କ(ଏଡିବି) ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୧ ଜନଗଣନା…

ରାହୁଲଙ୍କର ଏ କି ଫଟୋ ଶେୟାର କଲେ କଙ୍ଗନା, ସୋସିଆଲ ମିଡିଆରେ ବୋବାଲ

ନୂଆଦିଲ୍ଲୀ,୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଡିଟେଡ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରି ଚର୍ଚ୍ଚାରେ ଅଛନ୍ତି ଭାଜପା ଏମପି କଙ୍ଗନା ରାଣାଓ୍ବତ। କଙ୍ଗନା ତାଙ୍କର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ହଇଚଇ ସୃଷ୍ଟି…

ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ,୩ା୮: ପଦ୍ମ ବିଭୂଷଣ ବିଜୟିନୀ ବର୍ଷୀୟାନ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ଡ. ୟାମିନୀ କ୍ରିଷ୍ଣମୂର୍ତ୍ତିଙ୍କର ଶନିବାର ଅପରାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥାଇ ୭ ମାସ ହେଲା ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?