ଖରାପ କ୍ୱାଲିଟିର ହେଲମେଟ୍ ବିକୁଥିଲେ ସାବଧାନ, ସରକାର ନେବେ କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୫।୮:ହେଲମେଟ୍ ନ ପିନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ଗଳାଇବା ଦ୍ୱାରା ବିଭିନ୍ନ ସଡକ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର। ଗାଡି ଚଳାଇବାବେଳେ ହେଲମେଟ ପିନ୍ଧିବା ଏବଂ ସିଟ୍ ବେଲ୍ଟ ଲଗାଇବା ପାଇଁ କଡ଼ା…
ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର…
ନୂଆଦିଲ୍ଲୀ,୫।୮: ଲୋକ ସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ମାସ ବିତିଗଲାଣି। ନିର୍ବାଚନ ଫଳାଫଳରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି, କିନ୍ତୁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରାଯାଇଥିଲା। ଏନଡିଏରେ ଅନ୍ତର୍ଭୁକ୍ତ ଦଳଗୁଡିକ ଜିତିଥିବା ଆସନ ସଂଖ୍ୟାଗରିଷ୍ଠତାଠାରୁ ଅଧିକ…
ଏସପି-କଂଗ୍ରେସକୁ ଭାଙ୍ଗି ଦିଅ, ୟୁପିରେ ରାହୁଲଙ୍କ କେତେ ଦମ୍ ଜଣାପଡିଯିବ: ବ୍ରିଜଭୂଷଣ
ନୂଆଦିଲ୍ଲୀ,୫।୮: ରାହୁଲ ଗାନ୍ଧୀଙ୍କ ‘ଚକ୍ରବ୍ୟୁହ’ ବୟାନରେ ରାଜନୀତି ଥମିବାର ନାଁ ନେଉନାହିଁ। ଏହାରି ଭିତରେ ଭାଜପା ନେତା ତଥା ପୂର୍ବତନ ଏମପି ବ୍ରିଜଭୂଷଣ ଶରଣ ସିଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ ତାଙ୍କୁ…
ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଟାର୍ଗେଟ କଲେ ବ୍ରିଜଭୂଷଣ, କହିଲେ ୟୁପିରେ ହେବ ବଡ଼ ଭୂକମ୍ପ…
ନୂଆଦିଲ୍ଲୀ,୮।୫: କୁସ୍ତିଯୋଦ୍ଧାଙ୍କୁ ର୍ଦୁବ୍ୟବହାର କରିବା ମାମଲାରେ ଭାଜପା ନେତା ବ୍ରିଜଭୂଷଣ ଶରଣ ସିଂ ଅଡୁଆରେ ରହି ଆସିଛନ୍ତି। ଯାହାକୁ ନେଇ ଚଳିତ ନିର୍ବାଚନରେ ଭାଜପା ତାଙ୍କୁ ଟିକେଟ୍ ଦେଇ ନ ଥିଲା। ତେବେ ଏହାରି ଭିତରେ ବ୍ରିଜଭୂଷଣ ନିଜ ଦଳର ନେତାଙ୍କୁ…
ମୋଦିଙ୍କୁ ନେଇ କହୁ କହୁ ଏମିତି କହିଦେଲେ ଅମିତ ଶାହା
ନୂଆଦିଲ୍ଲୀ,୫।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ବିରୋଧୀଦଳ ଯେଉଁମାନେ କହୁଛନ୍ତି ଯେ ସରକାର ୫ ବର୍ଷ ପର୍ଯ୍ୟନ୍ତ ରହିବେ ନାହିଁ, ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମୋଦି ସରକାର କେବଳ ୫ ବର୍ଷ…
ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ
ମହାରାଷ୍ଟ୍ର ବିଧାନସଭାରେ ମାଟି କାମୁଡି ପଡିବ ଭାଜପା, ହୋଇଯିବ ବଡ଼ ଖେଳ, ତାଜୁବ କଲା ସର୍ଭେ ମୁମ୍ବାଇ,୮।୫: ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଅଣ୍ଟା କଷି ସାରିଲେଣି ସବୁ ଦଳ। ଶାସକ ଦଳ ଏବଂ…
ପାଣିଭାର ନେଇ ଯିବାବେଳେ ଲାଗିଗଲା କରେଣ୍ଟ, ୮ମୃତ
ବିହାର,୮।୫: ଶ୍ରାବଣ ମାସରେ ପାଣିଭାର ନେଇ ଯାଉଥିବାବେଳେ ପୁଣି କାଉଡିଆଙ୍କ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି ବିହାରରେ। ବୈଶାଲି ଜିଲା ହାଜିପୁରରେ ପାଣି ନେଇ ଆସିବା ବେଳେ ଏପରି ଅଘଟଣ ଘଟିଛି। ଡିଜେ ଗାଡ଼ି ବିଦ୍ୟୁତ ସଂସ୍ପର୍ଶରେ ଆସି ୮ କାଉଡିଆଙ୍କ…
ବେଆଇନ କାରବାର ଯୋଗୁ ଟିକସ ସଂଗ୍ରହ ହ୍ରାସ
ନୂଆଦିଲ୍ଲୀ,୫।୮: କ୍ରମାଗତ ଭାବେ ସାରା ବିଶ୍ୱରେ ବେଆଇନ କାରବାର ବୃଦ୍ଧି ସାଙ୍ଗକୁ ଉଭୟ ନକଲି ଓ ନିଷିଦ୍ଧ ଉପତ୍ାଦଗୁଡିକ ପାଇଁ ବିଶ୍ୱସ୍ତରରେ ରାଜସ୍ବ ଓ ଟିକସ ହ୍ରାସ ହେଉଛି। ଏପରିକି ବିଶ୍ୱବ୍ୟାପୀ ବିଭିନ୍ନ ଚୋରାଚାଲାଣ ମାର୍ଗ ରହିଛି, ଯାହା ଏହି ସମସ୍ୟାକୁ…
ଓ୍ବାକଫ୍ ଆଇନରେ ବଡ଼ ସଂଶୋଧନ କରିବାକୁ ଯାଉଛନ୍ତି ମୋଦି ସରକାର
ନୂଆଦିଲ୍ଲୀ,୪ା୮: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ୍ବାକଫ୍ ଆଇନରେ ସଂଶୋଧନ କରିବାକୁ ଯାଉଛନ୍ତି, ଯାହା ଦ୍ୱାରା ଓ୍ବାକଫ୍ ବୋର୍ଡର କ୍ଷମତା ସଙ୍କୁଚିତ ହେବ। ଏହି ଆଇନରେ ମୋଟ ୪୦ଟି ସଂଶୋଧନକୁ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ଆସନ୍ତା ସପ୍ତାହରେ ଉକ୍ତ…
ଅଯୋଧ୍ୟା ବଳାତ୍କାର ଘଟଣାକୁ ନେଇ ଲକ୍ଷ୍ନୌରେ ଭାଜପା ନେତା ଲଗାଇଲେ ହୋର୍ଡିଂ
ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶର ଅଯୋଧ୍ୟା ଗ୍ୟାଙ୍ଗରେପ ମାମଲାକୁ ନେଇ ୟୁପି ରାଜନୀତି ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ପ୍ରତିଦିନ ନେତାଙ୍କ ବିବୃତ୍ତି ସାମ୍ନାକୁ ଆସୁୁଛି। ଏହି ସମୟରେ ରାଜଧାନୀ ଲକ୍ଷ୍ନୌରେ ଭାଜପା ନେତା ଶ୍ୱେତା ସିଂ ଲକ୍ଷ୍ନୌର ୧୦୯୦ଛକଠାରେ ଅଯୋଧ୍ୟା ବଳାତ୍କାର ଅଭିଯୁକ୍ତଙ୍କ…
ନୋବେଲ ବିଜେତାଙ୍କ ଚେତାବନୀ, ଭାରତ ପର୍ଯ୍ୟନ୍ତ ବ୍ୟାପିବ ବାଂଲାଦେଶ ହିଂସା
ଢାକା/ନୂଆଦିଲ୍ଲୀ,୪।୮: ନୋବେଲ ବିଜେତା ତଥା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠାତା ପ୍ରଫେସର ମହମ୍ମଦ ୟୁନୁସ କହିଛନ୍ତି ଯେ ବାଂଲାଦେଶରେ ବ୍ୟାପିଥିବା ହିଂସା ପଡୋଶୀ ଦେଶ (ଭାରତ) କୁ ମଧ୍ୟ ବ୍ୟାପିବ। ସେ କହିଛନ୍ତି ଯେ ଏହାକୁ ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିବା…
ଏହି ରାଜ୍ୟରେ ବାହାର ରାଜ୍ୟର ଲୋକଙ୍କୁ ମିଳିବ ନାହିଁ ସରକାରୀ ଚାକିରି!
ଗୁଆହାଟୀ,୪।୮: ଆସାମର ରାଜଧାନୀ ଗୁଆହାଟୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (୪ ଅଗଷ୍ଟ)ରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ସରକାର ଖୁବ ଶୀଘ୍ର ଏକ ନୂତନ ଆବାସିକ ନୀତି ପ୍ରଣୟନ କରିବେ, ଯାହା ଅଧୀନରେ…

