ଜାତୀୟ

ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ: ଡିଏମ୍‌କେ ନେତାଙ୍କ ବିବାଦୀୟ ବୟାନ

ଚେନ୍ନାଇ, ୩।୮: ତାମିଲନାଡ଼ୁରେ ଭଗବାନ ରାମଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ରାଜ୍ୟର ଦ୍ରାବିଡ଼ ମୁନେତ୍ର କଡ଼ଗମ(ଡିଏମ୍‌କେ) ସରକାରଙ୍କ ପରିବହନ ମନ୍ତ୍ରୀ ଏସ୍‌. ଏସ୍‌. ଶିବଶଙ୍କର ସୋମବାର ରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଅରିୟାଲୁରରେ ଚୋଳ ବଂଶର ଶାସକ ରାଜେନ୍ଦ୍ର…

‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଦେଶବାସୀଙ୍କୁ ନିବେଦନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ,୩।୮: କେନ୍ଦ୍ର ସ୍ବରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି https://harghartiranga.com ୱେବସାଇଟରେ ନିଜର ସେଲ୍ଫି ଅପଲୋଡ୍ କରିବାକୁ ଦେଶବାସୀଙ୍କୁ…

ନିର୍ବାଚନ ପୂର୍ବରୁ ବିହାରରେ ପ୍ରଶାନ୍ତ କିଶୋରଙ୍କ ଗୁରୁମନ୍ତ୍ର, କହିଲେ ଭୋଟ୍‌ ଦେବା ସମୟରେ…

ପାଟ୍‌ନା,୩ା୮: ରଣନୀତିଜ୍ଞ ତଥା ଜନ ସୂରଜ ଅଭିଯାନର ମୁଖ୍ୟ ପ୍ରଶାନ୍ତ କିଶୋର ଆଗାମୀ ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୨ ଅକ୍ଟୋବର ୨୦୨୪ରେ ପ୍ରଶାନ୍ତ କିଶୋର ତାଙ୍କ ପାର୍ଟିର ନାଁ ଘୋଷଣା କରିବେ। ନିକଟରେ ଏକ…

ଜନଜାତି ଆରକ୍ଷଣକୁ ନେଇ ଏକ ବଡ଼ କଥା କହିଲେ ଯୋଗେନ୍ଦ୍ର ଯାଦବ, ଏହି ବ୍ୟବସ୍ଥା ହେଲେ ଦେଶରେ…

ନୂଆଦିଲ୍ଲୀ,୩ା୮: ସୁପ୍ରିମକୋର୍ଟଙ୍କ ୭ ଜଣିଆ ବିଚାରପତିଙ୍କ ଏକ ଖଣ୍ଡପୀଠରେ ଅନୁସୂଚିତ ଜାତି-ଜନଜାତି ଆରକ୍ଷଣ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଥିବା ବେଳେ ଏସ୍‌ସି-ଏସ୍‌ଟିର ସମସ୍ତ ବର୍ଗରେ ସଂରକ୍ଷଣ ଦିଆଯାଇପାରିବ ବୋଲି କହିଥିଲେ। ବର୍ତ୍ତମାନ କୋର୍ଟଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ଏକ ନୂତନ…

ସ୍ତ୍ରୀ’ର ପିଲାଦିନ ପ୍ରେମିକ ସହ ବିବାହ କରାଇଦେଲେ ସ୍ୱାମୀ, କହିଲେ-”ସେ ଖୁସିରେ ରହୁ”

ବିହାର,୩।୦୮: ବିବାହ ପରେ ମଧ୍ୟ ପିଲାଦିନର ପ୍ରେମକୁ ଭୁଲି ପାରି ନ ଥିଲେ ସ୍ତ୍ରୀ। ଲୁଚି ଲୁଚି ମୋବାଇଲରେ କଥା ହେବା ସହ ସ୍ୱାମୀ ନ ଥିଲା ବେଳେ ପ୍ରେମିକକୁ ଦେଖା କରିବାକୁ ଘରକୁ ଡାକୁଥିଲା। ହଠାତ ଦିନେ ପ୍ରେମିକଙ୍କୁ ଘରକୁ…

ଇଣ୍ଡିଆ ମେଣ୍ଟର ସଦସ୍ୟ ହେଲେ ମିଶିଲାନି ମନ, କାହିଁକି ଦିଲ୍ଲୀରେ ଏକାକୀ ଲଢିବେ ଏଏପି-କଂଗ୍ରେସ? ଜଣାପଡିଲା ଭିତିରି କାରଣ…

ନୂଆଦିଲ୍ଲୀ,୩।୮: ଆଉ ସାତ ମାସ ପରେ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ଯେଉଁଠି ଭାଜପା ୨୭ ବର୍ଷର ରାଜନୈତିକ କ୍ଷମତାକୁ ଶେଷ କରିବା ପାଇଁ ରଣନୀତି…

IRS ଜ଼୍ବାଇଁ ଉପରକୁ ୫ ଗୁଳି ଚଳାଇ ହତ୍ୟାକଲେ ନିଲମ଼୍ବିତ AIG ଶ଼୍ବଶୁର

ଚଣ୍ଡିଗଡ଼,୦୩।୦୮: ଚଣ୍ଡିଗଡ଼ ଜିଲା କୋର୍ଟରେ ଶନିବାର ଏକ ହତ୍ୟାକାଣ୍ଡ ଘିଟିଛି । ପଞ୍ଜାବ ପୋଲିସର ଜଣେ ନିଲମ଼୍ବିତ ଏଆଇଜି ନିଜର ଜ଼୍ବାଇଁକୁ ଗୁଳିମାରି ହତ୍ୟା କରିଛନ୍ତି । ଦୁଇ ପରିବାର ମଧ୍ୟରେ ଘରୋଇ ବିବାଦ ଲାଗିରହିଥିଲା । ଏହି ମାମଲାର ସମାଧାନ…

ଓ୍ବାୟନାଡ୍‌ରେ ହିରୋ ପାଲଟିଲେ ‘ମର୍ଫି’ ଆଉ ‘ମାୟା’

ଓ୍ବାୟନାଡ୍‌,୩।୮: ଶନିବାର ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୫୮ରେ ପହଞ୍ଚିଛି। ଅନେକ ଲୋକ ଅଳିଆ ଆବର୍ଜନାରେ ଫସି ରହିଥିବାର ଖବର ରହିଛି। ଏହି ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଅନେକ ପଦ୍ଧତି…

ଆତଙ୍କବାଦୀଙ୍କୁ ସାହାଯ୍ୟ କରି ଫସିଲେ ପୋଲିସ-ଶିକ୍ଷକ

ଜମ୍ମୁ,୩।୮: ଜମ୍ମୁ କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ସରକାର ପାଞ୍ଚ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ଶିକ୍ଷକଙ୍କ ଉପରେ କଡା ଜବାବ ଦେଇଛନ୍ତି। ଡ୍ରଗ୍ସ ଏବଂ ବିଷାକ୍ତ ଦ୍ରବ୍ୟ ବିକ୍ରୟ ମାଧ୍ୟମରେ ଏହି ପୋଲିସ ଓ ଶିକ୍ଷକମାନେ…

ବିନା ପରୀକ୍ଷାରେ କରିପାରିବେ ଅଙ୍ଗନବାଡିରେ ଚାକିରି, ୨୩ହଜାରରୁ ଅଧିକ ପୋଷ୍ଟ ପାଇଁ ବାହାରିଲା ନିଯୁକ୍ତି

ନୂଆଦିଲ୍ଲୀ,୩।୮: ମହିଳାଙ୍କ ପାଇଁ ବାହାରିଛି ନିଯୁକ୍ତି ସୁଯୋଗ । ଏବେ ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି । ମୌଳିକ ଶିକ୍ଷା ଆଧାରରେ ଏହି ନିଯୁକ୍ତି ପ୍ରଦାନ କରାଯାଉଛି । ଏହି ନିଯୁକ୍ତି ପାଇଁ କୌଣସି ପରୀକ୍ଷା ଦେବାକୁ ପଡିବନି।…

ହାତ ଟେକିଦେଲେ ସିଜେଆଇ

ନୂଆଦିଲ୍ଲୀ,୩।୮: ସୁପ୍ରିମକୋର୍ଟ ସ୍ବୀକାର କରିଛନ୍ତି ଯେ ସମାଜରେ ଉପସ୍ଥିତ ଥିବା ପ୍ରତ୍ୟେକ ସମସ୍ୟା କିମ୍ବା ମନ୍ଦତାକୁ ଦୂର କରିବା ପାଇଁ ଏହାର କୌଣସି ସୂତ୍ର କିମ୍ବା ଉପଶମ ନାହିଁ। ସୁପ୍ରିମକୋର୍ଟ ଶୁକ୍ରବାର ଏକ ଜନହିତ ଆବେଦନକାରୀଙ୍କୁ ସମାଲୋଚନା କରିଛନ୍ତି ଯିଏ ଅନ୍ଧବିଶ୍ୱାସର…

ଅଲିମ୍ପିକ୍ସ ମଇଦାନରେ ହୋଇଗଲା ପ୍ରେମ, ସ୍ବର୍ଣ୍ଣ ପଦକ ପାଉ ପାଉ ମିଳିଗଲା ବିବାହ ପ୍ରସ୍ତାବ

ପ୍ୟାରିସ୍‌,୩।୮:ଅଲିମ୍ପିକ୍ସରେ ଜାରି ରହିଛି ଖେଳାଳିଙ୍କ ଜଲୱା । ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ସହ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବା ପ୍ରତି ଖେଳାଳିଙ୍କ ସ୍ବପ୍ନ । କିନ୍ତୁ ସେଇ ପଦକ ଜିତିବା ପରେ ଯଦି ଜୀବନ ରାସ୍ତାରେ ଚାଲିବାକୁ ପୁରୁଷ ବନ୍ଧୁଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?