ମମତା ସରକାରଙ୍କୁ ଡାଟା ମାଗିଲେ ସିଜେଆଇ
ନୂଆଦିଲ୍ଲୀ,୫।୮: ସୋମବାର (ଅଗଷ୍ଟ ୫, ୨୦୨୪) ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ୭୭ ଜାତିଙ୍କୁ ଅନ୍ୟ ପଛୁଆ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ସମ୍ପର୍କରେ ତଥ୍ୟ ମାଗିଥିଲେ ଏବଂ ଆୟୋଗ ଏହି ଜାତିଗୁଡ଼ିକୁ ଓବିସି ଶ୍ରେଣୀଭୁକ୍ତ କରିଛନ୍ତି କି ନାହିଁ ବୋଲି…
କେଜରିଓ୍ବାଲଙ୍କୁ ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୫।୮: ସୋମବାର ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅଭିଯୋଗକୁ ଖାରଜ କରିଦେଇଛନ୍ତି। ମଦ ଦୁର୍ନୀତିରେ ସିବିଆଇ ମାମଲାରେ ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଜଷ୍ଟିସ ନୀନା ବନସଲ କୃଷ୍ଣଙ୍କ ବେଞ୍ଚ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ ହେବା ପାଇଁ…
ଭାଜପାର ମୁଣ୍ଡବିନ୍ଧା ବଢାଇଲେ ରାଜ ଠାକ୍ରେ
ପୁଣେ,୫।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେ ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନା ମୁମ୍ବାଇର ଶିବଡି ବିଧାନସଭାରୁ ବାଲା ନନ୍ଦଗାଓଁକର ଏବଂ ପନ୍ଦରପୁରରୁ ଦିଲୀପ ଧୋଟରେଙ୍କୁ…
ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ…
ଭୁବନେଶ୍ୱର,୫।୮: ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ଉଠୁଛି ପଡୁଛି। ମମତା ରାଜ୍ୟ ସଭା ସଦସ୍ୟ ସହ ବିଜେଡି ଛାଡିଛନ୍ତି। ଏଥିସହ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଭାଜପାରେ ଯୋଗ ଦେଇଛନ୍ତି।…
କୋଚିଂ ସେଣ୍ଟରଗୁଡିକ ପାଲଟିଗଲାଣି ଡେଥ୍ ଚାମ୍ବର:ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ
ନୂଆଦିଲ୍ଲୀ,୫।୮: ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରୀଛାତ୍ରଙ୍କ ମାମଲା ସୁପ୍ରିମକୋର୍ଟ ସୋମବାର କଡ଼ା ମନୋଭାବ ଦେଖାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଦେଶର ବିଭିନ୍ନ…
ଶେୟାର ବଜାରରେ ହାହାକାର: ଗୋଟିଏ ମିନିଟ୍ରେ ୧୦ ଲକ୍ଷ କୋଟି ହରାଇଲେ ନିବେଶକ
ନୂଆଦିଲ୍ଲୀ,୫।୮: ଭାରତୀୟ ଶେୟାର ବଜାରରେ ସୋମବାର ହାହାକାର ଦେଖାଯାଇଛି। ସପ୍ତାହର ପ୍ରଥମ କାରବାର ଦିନରେ ସେନସେକ୍ସ ୧,୬୦୦ ପଏଣ୍ଟରୁ ଖସି ଆସିଛି। ଅନ୍ୟ ପଟେ, ନିଫ୍ଟି ଦୁର୍ବଳ ହୋଇ ୨୪୨୦୦ ତଳେ ପହଞ୍ଚିଥିଲା। ପରିସ୍ଥିତି ଏପରି ହୋଇଛି ଯେ,ନିବେଶକ ଗୋଟିଏ ମିନିଟ୍ରେ…
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କଂଗ୍ରେସ ପାଳିଲା କଳା ଦିବସ
ଶ୍ରୀନଗର,୫ା୮: ଧାରା ୩୭୦ ଉଚ୍ଛେଦ ହେବାର ୫ ବର୍ଷ ଅବସରରେ ଭାଜପା ଜମ୍ମୁ-କଶ୍ମୀର’ଏକତା ମହୋତ୍ସବ ପାଳନ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରିଛି। ଜମ୍ମୁ-କଶ୍ମୀର କଂଗ୍ରେସ ସୋମବାର ଅର୍ଥାତ୍ ଅଗଷ୍ଟ ୫କୁ କଳା ଦିବସ ଭାବରେ ପାଳନ କରିଛି। ଏହି…
ସମ୍ପୂର୍ଣ୍ଣ ଭାବେ ବଦଳିଯିବ ଆୟୁଷ୍ମାନ ଯୋଜନା! ‘ମିଡଲ କ୍ଲାସ’ଙ୍କୁ ମିଳିବ ମାଗଣା ଚିକିତ୍ସା
ନୂଆଦିଲ୍ଲୀ,୫।୮: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (ଆୟୁଷ୍ମାନ) ଯୋଜନା କାର୍ଯ୍ୟକାରୀ ହେବାର ପାଞ୍ଚ ବର୍ଷ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରାୟ ୧୦କୋଟି ଲୋକ ଏହାର ଲାଭ ପାଇଛନ୍ତି। ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଉଥିବା ଏହି…
ଭାଜପା ନେତାଙ୍କ ବିବାଦୀୟ ବୟାନ, ଗୋ’ ହତ୍ୟା କରିବାରୁ ଓ୍ବାୟନାଡରେ ଚାଲିଗଲା ୩୦୦ ଜୀବନ
ନୂଆଦିଲ୍ଲୀ,୫।୮: କେରଳର ୱାୟାନାଡରେ ଗୋଟିଏ ପରେ ଗୋଟିଏ ଭୂସ୍ଖଳନ ହେଉଛି। ଜୁଲାଇ ୩୦ରୁ ଜିଲାର ଅନେକ ସ୍ଥାନରେ ହଜାର ହଜାର ଘର ମାଟିରେ ଧସି ହୋଇଯାଇଛି। ଏପର୍ଯ୍ୟନ୍ତ ୩୮୭ଜଣ ଲୋକ ପ୍ରାଣ ହରାଇଛନ୍ତି। ସେପଟେ ରାଜସ୍ଥାନ ପୂର୍ବତନ ଭାଜପା ବିଧାୟକ ଜ୍ଞାନଦେବ…
ଆଉ ମାତ୍ର କିଛି ବର୍ଷ ରାଜ କରିବେ ଗୌତମ ଆଦାନୀ, ଜାଣନ୍ତୁ କିଏ ସମ୍ଭାଳିବ ତାଙ୍କ କମ୍ପାନୀ
ନୂଆଦିଲ୍ଲୀ,୫।୮: ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ସେ ଆଉ ୮ବର୍ଷ ପର୍ଯ୍ୟନ୍ତ ତାଙ୍କ ପଦରେ ରହିବେ ଏବଂ ଏହା ପରେ ଅବସର ଗ୍ରହଣ କରିବେ। ବର୍ତ୍ତମାନ ତାଙ୍କର ବୟସ ୬୨…
ଭାଜପାକୁ କାଉଣ୍ଟର ପାଇଁ ରାହୁଲ ଗାନ୍ଧୀଙ୍କୁ ଭାଷଣ ଲେଖିକରି ପଠାଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ, ସାଂଘାତିକ ଅଭିଯୋଗ ଆଣିଲେ…
ନୂଆଦିଲ୍ଲୀ,୫।୮: ଆଜିକାଲି ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ବେଳେବେଳେ ସେ ଗୃହରେ ନିଜର ମତକୁ ଆକ୍ରମଣାତ୍ମକ ଓ ପ୍ରଭାବୀ ଢଙ୍ଗରେ ପ୍ରକାଶ କରୁଛନ୍ତି। ପୁଣି ବେଳେବେଳେ ସେ ନିଜର ସଂଳାପକୁ ବ୍ୟଙ୍ଗାତ୍ମକ ଭାବରେ ମଧ୍ୟ କହି ଆଲୋଚିତ…
ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ
ନୂଆଦିଲ୍ଲୀ,୫ା୮: ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର…

