ଜାତୀୟ

ନୀରଜ ଚୋପ୍ରାଙ୍କ ହେବ ଅପରେଶନ, ଏମିତି କ’ଣ ହୋଇଗଲା…

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ରୋପ୍ୟ ପଦକ ଜିତିଛନ୍ତି। ହେଲେ ତାଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି। ନୀରଜ ଚୋପ୍ରା ହାରେନିଆରେ ପୀଡିତ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ଖୁବ ଶୀଘ୍ର ହାରେନିଆ ପାଇଁ ସର୍ଜରୀ କରିବେ।…

ଯଦି ଭାରତର ପରିସ୍ଥିତି ବାଂଲାଦେଶ ଭଳି ହୁଏ, ତେବେ କୁଆଡେ ଯିବେ ହିନ୍ଦୁ: ଧିରେନ୍ଦ୍ର ଶାସ୍ତ୍ରୀ

ନୂଆଦିଲ୍ଲୀ,୯।୮: ବାଂଲାଦେଶର ହିନ୍ଦୁ ଦେବତା ଏବଂ ଦେବୀଙ୍କ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ଛତ୍ରପୁରର ପ୍ରସିଦ୍ଧ ବାଗେଶ୍ୱର ଧାମର ପୀଠୀଶ୍ୱର ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ସେ ଗୁରୁବାର ରାତିରେ ନ୍ୟୁଜିଲ୍ୟାଣ୍ଡରୁ ଭାରତ ଫେରିଥିଲେ। ସେ…

କେରଳ ଯିବେ ମୋଦି, ଓ୍ବାୟନାଡ଼ ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୦ରେ କେରଳର ୱାୟନାଡରେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଏହି ଦୈବି ଦୁର୍ବିପାକରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏହି ବିନାଶର ପ୍ରଧାନମନ୍ତ୍ରୀ ଏକ ବିମାନ ସର୍ଭେ କରିବେ। ୩୦…

ଜେଲରୁ ବାହାରିଲେ ସିସୋଡିଆ, ସିଧା ଯିବେ କେଜରିଓ୍ବାଲଙ୍କ ଘରକୁ

ନୂଆଦିଲ୍ଲୀ,୯।୮: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତିହାର ଜେଲରୁ ମୁକ୍ତ କରାଯାଇଛି। ଶୁକ୍ରବାର (ଅଗଷ୍ଟ ୯) ସୁପ୍ରିମକୋର୍ଟ ସିସୋଡିଆଙ୍କୁ ଦୁର୍ନୀତି ଏବଂ ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତି…

ଭିନେଶଙ୍କୁ ରାଜ୍ୟ ସଭା ପଠାଇବା ନେଇ କଂଗ୍ରେସର ଅଛି ବଡ଼ ରାଜନୈତିକ ଚାଲ୍‌! ସାଂଘାତିକ କଥା କହିଦେଲେ ରେସଲର୍‌ଙ୍କ ଦାଦା

ନୂଆଦିଲ୍ଲୀ,୯।୮: ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ହେବା ପରେ ହରିୟାଣା ସରକାର ରେସଲର୍‌ ଭିନେଶ ଫୋଗଟଙ୍କୁ ରୋପ୍ୟ ପଦକ ବିଜେତା ଭଳି ସମସ୍ତ ସୁବିଧା ଏବଂ ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଭିତରେ ଭିିନେଶଙ୍କୁ ରାଜ୍ୟ ସଭା ପଠାଇବା ପାଇଁ…

ଏକାଠି ଚା’ ପିଇଲେ ମୋଦି-ରାହୁଲ, ହାତ ବି ମିଳାଇଲେ, ମୋଦି ହସିହସି କହିଲେ…

ନୂଆଦିଲ୍ଲୀ,୯।୮: ଆଜି ଏକ ଅନୌପଚାରିକ ବୈଠକରେ ଏକାଠି ବସି ଚା’ ପିଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସଂସଦ ଅଧିବେଶନ ସ୍ଥଗିତ ହେବା ପରେ ଶୁକ୍ରବାର ଦିନ ଏକ ଅନୌପଚାରିକ ଚା ବୈଠକରେ ଦୁହେଁ ଏକାଠି…

ରାଜ୍ୟ ସଭା ଅଧ୍ୟକ୍ଷ ପଦରୁ ହଟିବେ ଧନଖର! ବିରୋଧୀ ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୯।୮: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ଶୁକ୍ରବାର ରାଜ୍ୟ ସଭାରେ ଗୃହ ଅଧ୍ୟକ୍ଷ ଓ ଜଣେ ମହିଳା ଏମପିଙ୍କ ମଧ୍ୟରେ କଥା କଟାକଟି ଉଗ୍ର ରୂପ ନେଇଛି। ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ…

କେମୋ ଥେରାପି ମଝିରେ ବି ଜିମ ଯାଉଛନ୍ତି ହିନା, ଭିଡିଓ ଶେୟାର କରି ଲେଖିଲେ…

ମୁମ୍ବାଇ,୯।୮: ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ ସହିତ ଲଢୁଛନ୍ତି। ସେ କେମୋଥେରାପି ମାଧ୍ୟମରେ ଚିକିତ୍ସିତ ହେଉଛନ୍ତି ଏବଂ ଏହି ସମୟ ମଧ୍ୟରେ ସେ ମଧ୍ୟ ଲଣ୍ଡା ହୋଇଯାଇନ୍ତି। ଏହି ସବୁ ଅସୁବିଧା ସତ୍ତ୍ୱେ ହିନା ଖାନ କାମ ବନ୍ଦ କରି…

ସୁପ୍ରିମକୋର୍ଟଙ୍କ ବଡ ପ୍ରଶ୍ନ, ତିଲକ-ବିନ୍ଦି ଉପରେ କାହିଁକି ଲାଗିଲା ନାହିଁ ନିଷେଧାଦେଶ

ନୂଆଦିଲ୍ଲୀ,୯।୮: ଶୁକ୍ରବାର (ଅଗଷ୍ଟ ୯,୨୦୨୪) ସୁପ୍ରିମକୋର୍ଟ ମୁମ୍ବାଇର ଏକ କଲେଜର ସର୍କୁଲାରକୁ ଆଂଶିକ ଭାବେ ରୋକ ଲଗାଇଛନ୍ତି, ଯାହା କଲେଜ ପରିସରରେ ହିଜାବ, ବୁର୍ଖା ଏବଂ ନିକାବ ପିନ୍ଧିବାକୁ ବାରଣ କରିଛି। କୋର୍ଟ କହିଛନ୍ତି ଯେ ଯଦି କଲେଜର ଉଦ୍ଦେଶ୍ୟ ବାଳିକାମାନଙ୍କ…

ଜାମିନରେ ବାହାରକୁ ଆସିଲା ପରେ ବି ଏହି କାମ କରିପାରିବେନି ସିସୋଡିଆ, କୋର୍ଟ ରଖିଛନ୍ତି ସର୍ତ୍ତ

ନୂଆଦିଲ୍ଲୀ,୯।୮: ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମନୀଷ ସିସୋଡିଆଙ୍କ ପାଇଁ ଏହା ଏକ ବଡ ଆଶ୍ୱସ୍ତି ଖବର, କାରଣ ସେ…

‘ପ୍ରଧାନଶିକ୍ଷକଙ୍କ ଭଳି ନିର୍ଦ୍ଦେଶ ଦିଅନ୍ତୁ ନାହିଁ’,ରାଜ୍ୟ ସଭାରେ ଧନଖର-ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ,୯।୮: ଶୁକ୍ରବାର ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ଗୃହରେ ଅଧ୍ୟକ୍ଷ ଧନଖର ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ ଜୟା…

ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷାରେ ୩୦୦ ବାଂଲାଦେଶୀ, ହେଲେ ସୀମାରେ..

ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ସମୁଦାୟ ଉପରେ ଅତ୍ୟାଚାର ଜାରି ରହିଛି । ରାଜନୈତିକ ଅସ୍ଥିରତା ଭିତରେ ଦଙ୍ଗାକାରୀ ଦେଶରେ ଜଳାପୋଡ଼ା କରିବା ସହ ନୀରିହ ଜନତାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ବିଶେଷ କରି ଅନ୍ୟ ଧର୍ମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?