ଜଳାଶୟରୁ ମିଳିଲା ୬ ନାବାଳକଙ୍କ ମୃତଦେହ, ପରିବାର ଆଣିଲେ ହତ୍ୟା ଅଭିଯୋଗ
ରାଞ୍ଚି, ୧୭।୦୮: ଝାଡ଼ଖଣ୍ଡର ଦୁଇ ଜଲା ଗଢ଼ୱା ଏବଂ ରାମପୁରରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦେଓଘର ଏବଂ ଗଢ଼ୱା ଜିଲାର ଜଳାଶୟରୁ ୬ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର…
ନିଟ୍ ପେପର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ସଞ୍ଜିବ-ସିକନ୍ଦରଙ୍କ ସମ୍ପତ୍ତି ହେବ ଜବତ
ପାଟନା,୧୭।୮: ନିଟ୍ ପେପର ଲିକ ଦୁର୍ନୀତି ସହ ଜଡିତ ଆଜି ପର୍ଯ୍ୟନ୍ତ ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଇଡି ଠାରୁ ଦୂରରେ ଥିବା ନିଟ ପେପର ଲିକ ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ମୁଖିଆ ଏବଂ ସିକନ୍ଦରଙ୍କ ସମ୍ପତ୍ତି…
କୋଲକାତା ଲଜ୍ୟା: ‘ପୀଡିତାଙ୍କ ମାଆବାପାଙ୍କୁ କିଏ କହିଲା ଏହା ସୁଇସାଇଡ’, ମମତା ସରକାରଙ୍କ ଉପରେ ଗର୍ଜିଲେ ସ୍ମୃତି
ନୂଆଦିଲ୍ଲୀ,୧୭।୮: ପଶ୍ଚିମବଙ୍ଗର ଆର.ଜି କର ମେଡିକାଲ କଲେଜର ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ସହ ହୋଇଥିବା ବଳାତ୍କାର ଓ ହତ୍ୟା ମାମଲା ସାରା ଦେଶବାସୀଙ୍କୁ ଚକିତ କରି ଦେଇଛି। ଏହି ଘଟଣା ପରେ ମମତା ସରକାର ଏବଂ ବଙ୍ଗଳା ପ୍ରଶାସନ ପ୍ରଶ୍ନ ଘେରକୁ…
ଗାଡ଼ି ଚଳାଇବା ସମୟରେ ନିଦ ଆସିଲେ ସିଟ୍ ହେବ ଭାଇବ୍ରେସନ, ବାଜିବ ସାଇରନ୍, ଜାଣନ୍ତୁ ଆହୁରି କ’ଣ ରହିଛି ସୁବିଧା…
ଭୋପାଳ,୧୭ା୮: ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ୨୦୨୨ ରିପୋର୍ଟ ଅନୁଯାୟୀ, ଗୋଟିଏ ବର୍ଷରେ ସାଢ଼େ ୪ ଲକ୍ଷରୁ ଅଧିକ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ପ୍ରାୟ ଦେଢ଼ ଲକ୍ଷ ଲୋକ…
ଟ୍ରେନି ମହିଳା ଡାକ୍ତର ହତ୍ୟା ଘଟଣା: ମାତାପିତା କଲେ ଚାଞ୍ଚଲ୍ୟକର ଖୁଲାସା
କୋଲକାତା.୧୭।୮: କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ଦେଶରେ ଚହଳ ପକାଇଛି। ମହିଳା ଡାକ୍ତରଙ୍କ ମାତାପିତା ସେମାନଙ୍କ ଝିଅ ସହିତ ଘଟିଥିବା ଘଟଣାରେ ଡାକ୍ତର ଏବଂ ସେମାନଙ୍କ ସହ କାର୍ଯ୍ୟ କରୁଥିବା ନର୍ସଙ୍କ ସମ୍ପୃକ୍ତି ନେଇ ସନ୍ଦେହ ପ୍ରକଟ…
ଝାଡଖଣ୍ଡରେ ବଡ଼ ରାଜନୈତିକ ହଲଚଲ: ଭାଜପାରେ ଯୋଗଦେଇପାରନ୍ତି ଚମ୍ପାଇ ସୋରେନ
ରାଞ୍ଚି,୧୭।୮: ବିଧାନସଭା ନିର୍ବାଚନ ପୂର୍ବରୁ ଝାଡଖଣ୍ଡରେ ବଡ଼ ରାଜନୈତିକ ହଲଚଲ ହେବାର ସମ୍ଭାବନା ରହିଛି। ଶାସକ ଜେଏମଏମ ଏକ ବଡ଼ ଝଟକା ଲାଗିପାରେ। ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମେତ କିଛି ଦଳର ବିଧାୟକ ଖୁବ ଶୀଘ୍ର ଭାଜପାରେ ଯୋଗ…
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଣିଲେ ସଙ୍ଗୀନ ଅଭିଯୋଗ: ସାବରମତି ଏକ୍ସପ୍ରେସ ଦୁର୍ଘଟଣା ଏକ ଷଡଯନ୍ତ୍ର…
କାନପୁର,୧୭।୮:ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ୍ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ କେହି ଆହତ ହୋଇ ନ ଥିବା ଜଣାପଡିଛି। ଯାତ୍ରୀମାନଙ୍କୁ କାନପୁରକୁ ନେବା ପାଇଁ ବସ ଉକ୍ତ ସ୍ଥାନରେ ପହଞ୍ଚିଛି। ସାବରମତି…
ଦାରା ସିଂଙ୍କୁ ଆଜୀବନ ମୁକ୍ତି ପାଇଁ ଆବେଦନ : ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୮: ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ପଠାଇଛନ୍ତି। ଜେଲ୍ରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଏହି ମାମଲାର ଅଭିଯୁକ୍ତ ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲ୍। ଏହାକୁ ଗ୍ରହଣ କରିବା…
ବଡ଼ ରେକର୍ଡ କଲେ ଯୋଗୀ ଆଦିତ୍ୟନାଥ: ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ…
ଲକ୍ଷ୍ନୌ,୧୭।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏକ ରେକର୍ଡ କରିଛନ୍ତି। ସେ ୭ ବର୍ଷ ୧୪୯ ଦିନ କ୍ରମାଗତ ଭାବରେ ଏହି ପଦବୀରେ ଅବସ୍ଥାପିତ ହୋଇଥିବା ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଯୋଗ ଆଦିତ୍ୟନାଥ ୨୦୨୨ରୁ ୟୁପି ବିଧାନସଭାରେ ଗୋରଖପୁର ସହରୀ…
ସାମ୍ପ୍ରଦାୟିକ ଉତ୍ତେଜନା: ସ୍କୁଲ ବନ୍ଦ,ଇଣ୍ଟରନେଟ୍ ସେବା ବନ୍ଦ
ଉଦୟପୁର,୧୭।୮: ରାଜସ୍ଥାନର ଉଦୟପୁର ସହରର ଏକ ସରକାରୀ ସ୍କୁଲ୍ରେ ଶୁକ୍ରବାର ୨ ଭିନ୍ନ ସମ୍ପ୍ରଦାୟର ଛାତ୍ରଙ୍କ ମଧ୍ୟରେ ବଚସାରୁ ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କୁ ଭିନ୍ନ ସମ୍ପ୍ରଦାୟର ସହପାଠୀ ଛୁରାମାଡ଼ କରିଥିଲେ। ଏହାକୁ ନେଇ ଉକ୍ତ ଅଞ୍ଚଳରେ ସାମ୍ପ୍ରଦାୟିକ…
କଶ୍ମୀରକୁ ଫେରୁଛି ଗଣତନ୍ତ୍ର
ନୂଆଦିଲ୍ଲୀ/ଶ୍ରୀନଗର,୧୭ା୮: ଜମ୍ମୁ-କଶ୍ମୀରବାସୀ ବୁଲେଟ୍କୁ ପ୍ରତିହତ କରି ବାଲଟ୍କୁ ବାଛିଛନ୍ତି। ଲୋକେ ପରିବର୍ତ୍ତନ ଚାହଁାନ୍ତି। ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗନେଇ ନିଜ ପାଇଁ ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛନ୍ତି। ଏଥିସହ ଉପତ୍ୟକାକୁ ଗଣତନ୍ତ୍ର ଫେରିବାକୁ ଯାଉଛି ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ…
ସାବରମତି ଏକ୍ସପ୍ରେସ ଲାଇନଚ୍ୟୁତ: ଉଦ୍ଧାର ଜାରି
କାନପୁର,୧୭।୮:ସାବରମତି ଏକ୍ସପ୍ରେସ କାନପୁର ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନର ୨୨ଟି ବଗି ଲାଇନଚ୍ୟୁତ୍ ହୋଇଥିବା ସୂଚନା ମିଳିଛି। ଭାରତୀୟ ରେଳବାଇରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ ନମ୍ବର ୧୯୧୬୮, ସାବରମତି ଏକ୍ସପ୍ରେସ କାନପୁର ଏବଂ ଭୀମସେନ ଷ୍ଟେଶନ ମଧ୍ୟରେ ଟ୍ରେନ୍ ଏକ…

