ଜାତୀୟ

ଚମ୍ପାଇ ସୋରେନଙ୍କୁ ନେଇ ବଢିଲା ସସପେନ୍ସ, କୁଆଡେ ଯିବେ ପୂର୍ବତନ ମୁଖ୍ୟମନ୍ତ୍ରୀ?

ରାଞ୍ଚି/ନୂଆଦିଲ୍ଲୀ,୨୬।୮: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଦିଲ୍ଲୀରୁ ଏକ ବଡ ଖବର ଆସୁଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନାନୁସାରେ, ଚମ୍ପାଇ ସୋରେନ ଦିଲ୍ଲୀରେ ବଡ ବଡ ଭାଜପା ନେତାଙ୍କୁ ଭେଟିବାକୁ ଯାଉଛନ୍ତି। କୁହାଯାଉଛି ଯେ…

ଜମ୍ମୁ-କଶ୍ମୀର ନିର୍ବାଚନ: ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା

ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୋମବାର (୨୬ଅଗଷ୍ଟ) ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରି ନେଇଛି। ଏହି ତାଲିକାରେ…

ଲଦାଖରେ ଗଠନ ହେଲା ୫ ନୂଆ ଜିଲା

ନୂଆଦିଲ୍ଲୀ,୨୬ା୮: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ଟି ନୂଆ ଜିଲା ଗଠନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ୫ ଜିଲା ଗଠନ କରିଛି। ଏନେଇ ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଜିଲାଗୁଡ଼ିକ ହେଲା ଜନସ୍କାର, ଦ୍ରାସ, ଶାମ,…

ରାଜନୀତିରୁ ସନ୍ନ୍ୟାସ ନେବେ କି ମାୟାବତୀ: ଖୋଲିଲେ ସବୁ ଗୁମର

ଲକ୍ଷ୍ନୌ,୨୬।୮: ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦଳର ଜାତୀୟ କାର୍ଯ୍ୟର୍ନିବାହୀ ବୈଠକ ପୂର୍ବରୁ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ ରାଜନୀତି ଛାଡିବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ମାୟାବତୀ ପ୍ରତିକ୍ରିୟା…

୧୫ ଲକ୍ଷ ବଦଳରେ ୧୫ଶହ ଦେଉଛି ଭାଜପା: ଆଦିତ୍ୟ ଠାକରେ

ମୁମ୍ବାଇ,୨୬।୮: ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ‘ଲାଡକି ବାହିନ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଳା ଟଙ୍କା ଫେରାଇ ଆଣି ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା କଥା କହିଥିବା…

ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ, ଖୋଲିବେ ପୁରୁଣା ଫାଇଲ୍‌

ଭୁବନେଶ୍ୱର,୨୬ା୮: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳଳୟ ନିର୍ଦ୍ଦେଶକ(ଇଡି ନିର୍ଦ୍ଦେଶକ) ରାହୁଲ ନବୀନ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କର ଏହି ଗସ୍ତ ସମୟରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ ମାମଲା…

ରଜନୀକାନ୍ତଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ହଲଚଲ

ଚେନ୍ନାଇ,୨୬।୮: ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତଙ୍କ ବିବୃତ୍ତି ଯୋଗୁ ତାମିଲନାଡୁରେ ରାଜନୈତିକ ହଲଚଲ ଦେଖାଦେଇଛି। ଡିଏମକେ ନେତାମାନେ ରଜନୀକାନ୍ତଙ୍କୁ ଟାର୍ଗେଟ୍‌ କରିଛନ୍ତି। ତାମିଲନାଡୁର ମନ୍ତ୍ରୀ ତଥା ଡିଏମକେ ନେତା ଦୁରାଇ ମୁରୁଗାନ କହିଛନ୍ତି, ଚଳଚ୍ଚିତ୍ରରେ ମଧ୍ୟ କିଛି ପୁରୁଣା ଅଭିନେତା ଅଛନ୍ତି, ଯେଉଁମାନେ…

ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପା ୪୪ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ପର୍ଯ୍ୟାୟ ପାଇଁ ୧୫ ଜଣ, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୧୦ ଜଣ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ୧୯ ଜଣ…

ଆସିଲା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫ ଟେଷ୍ଟର ଫଳାଫଳ, ଜଣାପଡିଲାକି ସତ୍ୟତା

କୋଲକାତା,୨୬।୮: କୋଲକାତାର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କର ପଲିଗ୍ରାଫ ଟେଷ୍ଟ ସରିଛି। ସଞ୍ଜୟ ପଲିଗ୍ରାଫ ଟେଷ୍ଟରେ ସେହି ‘ଦୁର୍ଭାଗ୍ୟଜନକ’ ରାତିର ଅନ୍ଧକାର ସତ୍ୟକୁ ସ୍ବୀକାର କରିଛନ୍ତି। ଆର.ଜି କର ହସ୍ପିଟାଲରେ ଜଣେ…

ଶରୀରରେ ଟାଟୁ ଥିଲେ ମିଳିବନି ସରକାରୀ ଚାକିରି! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬।୮: ସାରା ବିଶ୍ୱରେ ଟାଟୁର କ୍ରେଜ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତ ସମେତ ଅନେକ ଦେଶରେ ଲୋକମାନେ ସମଗ୍ର ଶରୀରରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଭାରତରେ ସ୍ଥାୟୀ ଟାଟୁ କରିବା ପାଇଁ କ୍ରେଜ…

୧୯,୩୪୦ ଫୁଟ୍‌ ଉଚ୍ଚ ଗିରିଶୃଙ୍ଗରେ ୫ ବର୍ଷର ଶିଶୁ

ଚଣ୍ଡିଗଡ଼,୨୬ା୮: ପଞ୍ଜାବ ରୋପାର ଅଞ୍ଚଳର ୫ ବର୍ଷୀୟ ତେଗ୍‌ବୀର ସିଂ ମାଉଣ୍ଟ କିଲିମଞ୍ଜାରୋ ଆରୋହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ଏସିଆର ସର୍ବକନିଷ୍ଠ ପର୍ବତାରୋହୀ ହେବାର ଗୌରବ ଲାଭ କରିଛନ୍ତି। ତାଞ୍ଜାନିଆରେ ଅବସ୍ଥିତ ୧୯,୩୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ…

ମହିଳା କଳାକାର ଯୌନ ସନ୍ତୁଷ୍ଟି ନ ଦେଲେ ଇଣ୍ଡଷ୍ଟ୍ରିରୁ ବିଦା

୨୦୧୭ରେ ଜଣେ ମାଲାୟାଲମ୍‌ ଅଭିନେତ୍ରୀ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ଯାତ୍ରା କରୁଥିବାବେଳେ ଅଭିନେତା ଦିଲୀପ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଅପହରଣ କରିବା ସହ ଯୌନ ଶୋଷଣ କରିଥିବା ଅଭିନେତ୍ରୀ ଜଣକ କହିଥିଲେ। ଏହି ମାମଲାରେ ପୋଲିସ ଦିଲୀପଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?