ଜାତୀୟ

ଶିବଜୀ ମହାରାଜଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨୭।୮: ମହାରାଷ୍ଟ୍ର ସିନ୍ଧୁଦର୍ଗ ଜିଲାର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ୩୫ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ସୋମବାର ପ୍ରବଳ ପବନ ଯୋଗୁଁ ଭୁଶୁଡି ପଡିଛି। ଗତ ବର୍ଷ (୪ ଡିସେମ୍ବର ୨୦୨୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।…

୯ ବର୍ଷରେ ୯୨ ଅଫିସର ବହିଷ୍କୃତ

ନୂଆଦିଲ୍ଲୀ,୨୬ା୮: ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ୯ ବର୍ଷ ମଧ୍ୟରେ ଜାଲ୍‌ ପ୍ରମାଣପତ୍ର ଦେଇ ସରକାରୀ ଚାକିରି କରିଥିବା ନେଇ ୧,୦୮୪ଟି ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ୯୨ ଜଣ ଅଫିସରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ…

ଦେବୀ କାଳୀଙ୍କ ଭଙ୍ଗାମୂର୍ତ୍ତିକୁ ନେଇ ଉତ୍ତେଜନା

ଅଗରତାଲା, ୨୭।୮: ପଶ୍ଚିମ ତ୍ରିପୁରାର ରାଣୀ ବଜାରସ୍ଥିତ ଦୁର୍ଗାନଗର ଗ୍ରାମରେ ଥିବା ଏକ ମନ୍ଦିରରେ ଦେବୀ କାଳୀଙ୍କ ଭଙ୍ଗା ମୂର୍ତ୍ତିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ରବିବାର ବିଳମ୍ବିତ ରାତିରେ କେତେଜଣ ଉପଦ୍ରବୀ ଗ୍ରାମର ୧୬ ଘରେ ନିଆଁ ଲଗାଇ ଦେଇଛନ୍ତି।…

ଆଜି ସୁପ୍ରିମକୋର୍ଟରେ ହାଜର ହେବେ ୧୮ ରାଜ୍ୟର ମୁଖ୍ୟ ସଚିବ

ନୂଆଦିଲ୍ଲୀ,୨୭ା୮(ପି.ଟି.): ନ୍ୟାୟିକ ଅଧିକାରୀମାନଙ୍କୁ ବକେୟା ପେନ୍‌ସନ ଏବଂ ଅବସରକାଳୀନ ସୁବିଧା ଯୋଗାଇଦେବା ପାଇଁ ଦ୍ୱିତୀୟ ନ୍ୟାଶନାଲ ଜୁଡିସିଆଲ ପେ’ କମିଶନ (ଏସ୍‌ଏନ୍‌ଜେପିସି)ଙ୍କ ସୁପାରିସ୍‌କୁ ୧୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ କାର୍ଯ୍ୟକାରୀ କରିନାହାନ୍ତି। ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ…

ଅଭିନେତ୍ରୀଙ୍କୁ ମନ୍ଦିର ପ୍ରବେଶ ପାଇଁ ହିନ୍ଦୁ ପ୍ରମାଣପତ୍ର ମଗାଗଲା

ତାମିଲନାଡୁର ମଦୁରାଇରେ ଥିବା ପ୍ରସିଦ୍ଧ ଶ୍ରୀ ମୀନାକ୍ଷୀ ସୁନ୍ଦରେଶ୍ୱରୀ ମନ୍ଦିରରେ ପ୍ରବେଶ ପାଇଁ ଅଭିନେତ୍ରୀ ନମିଥାଙ୍କୁ ହିନ୍ଦୁ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଥିବା ସେ ଅଭିଯୋଗ କରିଛନ୍ତି। ମନ୍ଦିର କର୍ତ୍ତୃପକ୍ଷଙ୍କ ନିଷ୍ଠୁର ଆଚରଣକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାଜପା ରାଜ୍ୟ…

ଜମ୍ମୁ-କଶ୍ମୀର ନିର୍ବାଚନ: କଂଗ୍ରେସ-ଏନ୍‌ସି ମଧ୍ୟରେ ବୁଝାମଣା, କିଏ କେତେ ଆସନରେ ଲଢ଼ିବେ ଜାଣନ୍ତୁ…

ଶ୍ରୀନଗର,୨୬ା୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ସୋମବାର ଚୂଡ଼ାନ୍ତ ହୋଇଛି। ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଏନ୍‌ସି ୫୧ ଆସନରେ ଲଢ଼ିବାକୁ ଥିବାବେଳେ ସହଯୋଗୀ ଦଳ କଂଗ୍ରେସ ୩୨…

ମୋଦିଙ୍କ ସହିତ ଫୋନରେ କଥା ହେଲେ ବାଇଡେନ, କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୬ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଫୋନ୍ ଯୋଗେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ କଥା ହୋଇଛନ୍ତି। ବାଇଡେନ ତାଙ୍କ ପକ୍ଷରୁ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ୟୁକ୍ରେନ ଗସ୍ତ ଏବଂ ବାଂଲାଦେଶ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ…

ଫିଟୁଛି ଆର୍‌.ଜି. ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ଉପରୁ ପରଦା

କୋଲକାତା,୨୬ା୮: ଆର୍‌.ଜି. ମେଡିକାଲ କଲେଜ ଓ ହସ୍ପିଟାଲରେ ଆର୍ଥତ୍କ ଅନିୟମିତତା ମାମଲାରେ ସିବିଆଇ ଏତଲା ଦାଏର କରିଛି। ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କ ନାଁ ଉକ୍ତ ଏତଲାରେ ରହିଛି। ତାଙ୍କ କାର୍ଯ୍ୟକାଳରେ ମେଡିକାଲ କଲେଜରେ ଆର୍ଥତ୍କ ଅନିୟମିତତା ହୋଇଥିଲା।…

ମମତାଙ୍କୁ ଆଇନା ଦେଖାଇଲା କେନ୍ଦ୍ର, ମହିଳାଙ୍କୁ ସୁରକ୍ଷା ଦେବାରେ ପଶ୍ଚିମବଙ୍ଗ ସରକାର…

ନୂଆଦିଲ୍ଲୀ,୨୬ା୮ : ପଶ୍ଚିମବଙ୍ଗରେ ୪୮,୬୦୦ ବଳାତ୍କାର ଏବଂ ପୋକ୍‌ସୋ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବାବେଳେ ମମତା ବାନାର୍ଜୀ ସରକାର ଅବଶିଷ୍ଟ ୧୧ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି। ରାଜ୍ୟକୁ ୧୨୩ଟି ଫାଷ୍ଟ-ଟ୍ରାକ୍‌ କୋର୍ଟ ମଞ୍ଜୁର ହୋଇଥିଲା, କିନ୍ତୁ…

ବିବାହକୁ ନେଇ କ’ଣ ଯୋଜନା ଅଛି? ରାହୁଲଙ୍କୁ ଏଭଳି ପଚାରିଲେ କଶ୍ମୀରୀ ଯୁବତୀ, ଉତ୍ତରରେ କଂଗ୍ରେସ ନେତା କହିଲେ…

ନୂଆଦିଲ୍ଲୀ,୨୬।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ କଶ୍ମୀରୀ ଝିଅମାନଙ୍କ ସହ କଥାବାର୍ତ୍ତା ସମୟରେ କହିଛନ୍ତି, ତାଙ୍କର ବିବାହ କରିବାର କୌଣସି ଯୋଜନା ନାହିଁ, କିନ୍ତୁ ଯଦି ବିବାହ ହୁଏ ତେବେ ଠିକ ଅଛି। ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି…

୧୦ ବର୍ଷ ହେବା ପୂର୍ବରୁ ଅବସର ନେଇଥିଲେ କେତେ ମିଳିବ ପେନସନ, ଜାଣନ୍ତୁ କ’ଣ କହୁଛି ୟୁନିଫାଏଡ ପେନସନ ସ୍କିମର ନିୟମ

ନୂଆଦିଲ୍ଲୀ,୨୬।୮: କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦୀର୍ଘ ବର୍ଷର ଚାହିଦାକୁ ଗ୍ରହଣ କରି ଭାରତ ସରକାର ୟୁନିଫାଏଡ ପେନସନ ଯୋଜନା ଆରମ୍ଭ କରିଛନ୍ତି। ଏହା ଏପ୍ରିଲ ୧, ୨୦୨୫ରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ଏହି ନିଷ୍ପତ୍ତି ୨୩ ଲକ୍ଷ କର୍ମଚାରୀଙ୍କୁ ଲାଭ କରିବାକୁ…

ଲଜ୍ଜାଜନକ! ଅଭିଷେକ ବାନାର୍ଜୀଙ୍କ ଝିଅଙ୍କୁ ମିଳିଲା ବଳାତ୍କାର ଧମକ, ଭାଇରାଲ ଭିଡିଓ ଦେଖି…

କୋଲକାତା,୨୬।୮: କୋଲକାତାର ଆର୍‌.ଜି କର କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ଉପରେ ହୋଇଥିବା ବର୍ବରତାକୁ ନେଇ ଉତ୍ତେଜନା ବନ୍ଦ ହେବାର ନାଁ ଧରୁନାହିଁ। ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ ଝିଅକୁ ବଳାତ୍କାର ଧମକ ମିଳିଛି। ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?