କଙ୍ଗନାଙ୍କ ପାଇଁ ଲକ୍ଷ୍ମଣ ରେଖା ଟାଣିଲା ଭାଜପା: କୃଷକ ଆନ୍ଦୋଳନ ବୟାନ ପ୍ରସଙ୍ଗରେ ପ୍ରକାଶ କଲା ଅସନ୍ତୋଷ
ନୂଆଦିଲ୍ଲୀ,୨୬।୮: ଭାଜପା ଏମପି କଙ୍ଗନା ରାନାୱତ ଏକ ସାକ୍ଷାତକାରରେ କୃଷକଙ୍କ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ବିରୋଧୀ ଦଳ ଭାଜପାକୁ ତୀବ୍ର ଟାର୍ଗେଟ କରି କଙ୍ଗନା ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। ବଢୁଥିବା ବିବାଦକୁ…
ପଲିଗ୍ରାଫ ଟେଷ୍ଟରେ ବର୍ବରତା ପୂର୍ବର କାହାଣୀ ବଖାଣିଲେ ଅଭିଯୁକ୍ତ ସଞ୍ଜୟ, ରାସ୍ତାରେ ଛିଡା ହୋଇଥିବା ମହିଳାଙ୍କ ସହ କରିଥିଲେ…
କୋଲକାତା,୨୬।୮: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ କ୍ରମାଗତ ଭାବେ ନୂଆ ଖୁଲାସା କରାଯାଉଛି। ଏହି ବର୍ବରତା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ଘଟଣାର ରାତିରେ କଣ…
ଭାଜପାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ, ରହିଛି ଏହି ହେଭିଓ୍ବେଟ୍ ନେତାଙ୍କ ନାମ
ନୂଆଦିଲ୍ଲୀ,୨୬ା୮: ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ରାଜନୈତିକ ଦଳମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅତ୍ୟାଧୁନିକ ବିକାଶରେ ଭାରତୀୟ ଜନତା ପାର୍ଟି ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି…
ବିଏସ୍ପିର ବଡ଼ ଘୋଷଣା: ହଟିଲେ ଏହି ପ୍ରଭାରୀ, ନୂଆ ଦାୟିତ୍ୱ ପାଇଲେ…
ଲକ୍ଷ୍ନୌ,୨୬ା୮: ବିଏସ୍ପି ସୁପ୍ରିମୋ ମାୟାବତୀ ପ୍ରଥମଥର ପାଇଁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏ ବାବଦରେ ପୂରା ପ୍ଲାନିଂରେ କାମ ଚାଲିଛି। ବିଏସ୍ପିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଯାହାଫଳରେ ସମ୍ପୂର୍ଣ୍ଣ ବିଜୟ ସମୀକରଣ ସହଜ ହୋଇପାରିବ। ବିଏସ୍ପି ଏହାର…
ଡାକ୍ତରଙ୍କ ବଳାତ୍କାର ହତ୍ୟା ମାମଲାରେ ନୂଆ ମୋଡ, ବଡ଼ ଗୁମର ଫିଟାଇଲେ ଅଭିଯୁକ୍ତ ସଞ୍ଜୟ, ଯାହାକୁ ଶୁଣି ସିବିଆଇର ଟେନସନ୍ ବଢିଲା
କୋଲକାତା,୨୬।୮: କୋଲକାତାର ଆର୍.ଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ରହସ୍ୟ ଜଟିଳ ହେବାରେ ଲାଗିଛି। ଡାକ୍ତରଙ୍କ ହତ୍ୟାକାରୀ ସଞ୍ଜୟ ରୟଙ୍କ ୟୁଟର୍ନ ସିବିଆଇର ଟେନସନ୍କୁ ବଢାଇ ଦଇଛି। ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫି ଟେଷ୍ଟ କରାଯାଇଥିଲା।…
କୋଲକାତା ଡାକ୍ତର ବଳାତ୍କାର ହତ୍ୟା ମାମଲା ପୂର୍ବରୁ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଅଭିଯୁକ୍ତ ସଞ୍ଜୟ
କୋଲାକାତା, ୨୬।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କ ବିଷୟରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସଞ୍ଜୟ ରୟ…
ଝାଡଖଣ୍ଡ ରାଜନୀତିରେ ନୂଆ ଟ୍ବିଷ୍ଟ୍: ଭାଜପାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ! ହିମନ୍ତ ବିଶ୍ୱ ଶର୍ମା ଦେଲେ…
ରାଞ୍ଚି,୨୬।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା କଳ୍ପନା ଜଳ୍ପନା ମଧ୍ୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ନିଜେ ଚାହୁଁଛି ଚମ୍ପାଇ ସୋରେନ ଭାଜପାକୁ ଆସି ଶକ୍ତି ଦିଅନ୍ତୁ। ବେଳେବେଳେ…
ବାଂଲାଦେଶ ହିଂସା ମଧ୍ୟରେ ଜନ୍ମାଷ୍ଟମୀକୁ ନେଇ ୟୁନୁସ୍ ଦେଲେ ବଡ଼ ବିବୃତ୍ତି, କହିଲେ ଆମ ଦେଶର…
ଢାକା,୨୬ା୮: କୃଷ୍ଣ ଜନ୍ମାଷ୍ଟମୀଙ୍କର ଗୋଟିଏ ଦିନ ପୂର୍ବରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ସେ କହିଛନ୍ତି, ତାଙ୍କ ସରକାର ନିଶ୍ଚିତ କରିବେ ଯେ, ଦେଶରେ ଧାର୍ମିକ ତଥା ରାଜନୈତିକ…
କାହିଁକି ପ୍ରାର୍ଥୀ ତାଲିକା ପ୍ରତ୍ୟାହାର କଲା ଭାଜପା, ଜାଣନ୍ତୁ ଅନ୍ଦର ମହଲରେ କ’ଣ ହେଲା
ନୂଆଦିଲ୍ଲୀ,୨୬।୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୋମବାର ଭାଜପା ପ୍ରଥମେ ୪୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ହେଲେ କିଛି ସମୟ ପରେ ଦଳ ଏହି ତାଲିକାକୁ ପ୍ରତ୍ୟାହର କରି ୧୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ…
ଏହି ଦେଶର ମହିଳାଙ୍କ ନିକଟରେ ରହିଛି ସବୁଠୁ ଅଧିକ ସୁନା, ଆମେରିକାଠାରୁ ଆଗରେ…
ସାଧାରଣତଃ ଭାରତୀୟ ମହିଳାମାନେ ସୁନା ଅଳଙ୍କାରକୁ ଅଧିକ ପସନ୍ଦ କରନ୍ତି ବୋଲି ସମସ୍ତେ ଜାଣନ୍ତି। ମାତ୍ର ବିଦେଶର ମହିଳାଙ୍କ ନିକଟରେ ମଧ୍ୟ ସୁନା ଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏକ ଭାରତୀୟ ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ…
କାର୍ ଭିତରେ ହେଲମେଟ୍ ନ ପିନ୍ଧିବାରୁ ଯୁବ ସାମ୍ବାଦିକଙ୍କୁ ଜରିମାନା!
ଉତ୍ତରପ୍ରଦେଶ,୨୬।୮: କାର୍ ଭିତରେ ହେଲମେଟ୍ ନ ପିନ୍ଧିବାରୁ ଜରିମାନା ଦଣ୍ଡ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ। ଜଣେ ଯୁବ ସାମ୍ବାଦିକ କାର୍ ଭିତରେ ହେଲମେଟ ନ ପିନ୍ଧିବାରୁ ତାଙ୍କ ପାଖକୁ ଜରିମାନା ି। ନଅ ମାସ ପୂର୍ବେ, ରାମପୁରଠାରୁ…
ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ନୂଆ ତାଲିକା ପ୍ରକାଶ କଲା ଭାଜପା, ରହିଛି ଏହିମାନଙ୍କ ନାଁ
ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମ ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଭାଜପା ସୋମବାର ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ…

