ଯୌନ ଶୋଷଣ: ମଲିଉଡ୍ରେ ହଇଚଇ
ଥିରୁଭାନନ୍ତପୁରମ୍,୨୬ା୮: ମଲିଉଡ୍ ନାମରେ ପରିଚିତ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ କରାଯାଉଛି। ଅନେକ ବର୍ଷ ତଳୁ ଉଠିଥିବା ଏହି ପ୍ରସଙ୍ଗ ସମ୍ପ୍ରତି ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କେରଳ ହାଇକୋର୍ଟର ଅବସରପ୍ରାପ୍ତ…
ସୋମାଲିଆ, ତାଞ୍ଜାନିଆ, ସୁଦାନରୁ ଚିତା ଆଣିବାକୁ ଯୋଜନା
ନୂଆଦିଲ୍ଲୀ,୨୫ା୮: ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟା ଭଳି ଦକ୍ଷିଣ ଗୋଲାର୍ଦ୍ଧ ଦେଶରୁ ଅଣାଯାଉଥିବା ଚିତାଠାରେ ଜୀବନଶୈଳୀ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଉଥିବାରୁ ସୋମାଲିଆ, ତାଞ୍ଜାନିଆ, ସୁଦାନ ଭଳି ବିଷୁବ ଅଞ୍ଚଳ କିମ୍ବା ଉତ୍ତର ଗୋଲାର୍ଦ୍ଧ ଦେଶରୁ ଚିତା ଆଣିବା ପାଇଁ ଭାରତ ବିଚାର…
ରତ୍ନଭଣ୍ଡାର ଯାଞ୍ଚ କରିବ ଉଚ୍ଚ ସ୍ତରୀୟ ଏଏସଆଇ ଟିମ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୨୫।୮: ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏଏସଆଇ) ର ଉଚ୍ଚ-ସ୍ତରୀୟ ଦଳ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଏବଂ ନବୀକରଣ କାର୍ଯ୍ୟ ପୂର୍ବରୁ ପୁରୀ ଶ୍ରୀମନ୍ଦିର ‘ରତ୍ନ ଭଣ୍ଡାର’ର ଯାଞ୍ଚ କାର୍ଯ୍ୟ ଆରମ୍ଭ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।…
ତେଜସ୍ୱୀଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର; କହିଲେ-”ସେ ଜିଡିପି କ’ଣ ଜାଣନ୍ତି ନାହିଁ, ବିକାଶ ମଡେଲ ବିଷୟରେ…”
ନୂଆଦିଲ୍ଲୀ,୨୫।୮: ରାଜନୈତିକ ରଣନୀତିଜ୍ଞ ତଥା ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ରବିବାର ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଉପରେ ଆକ୍ରମଣ କରିଛନ୍ତି। ତେଜସ୍ୱୀ ବିହାରର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିଲେ, ଯେଉଁଥିରେ…
ନୂତନ ପେନ୍ସନ୍ ଯୋଜନାକୁ ଅନୁମୋଦନ କଲେ ରାଜ୍ୟ ସରକାର: ସରକାରୀ କର୍ମଚାରୀ ପାଇବେ ଅଧା ଦରମା
ନୂଆଦିଲ୍ଲୀ,୨୫।୮: କେନ୍ଦ୍ର କ୍ୟାବିନେଟ୍ ଶନିବାର ନୂତନ ପେନ୍ସନ୍ ଯୋଜନା (ୟୁନିଫାଏଡ୍ ପେନ୍ସନ୍ ଯୋଜନା)କୁ ଅନୁମୋଦନ କରିଛନ୍ତି। ଏହା ପରେ, ବର୍ତ୍ତମାନ ରାଜ୍ୟଗୁଡିକ ମଧ୍ୟ ଏହି ପେନ୍ସନ୍ ଯୋଜନା ଗ୍ରହଣ କରିବାକୁ ଆଗେଇ ଆସୁଛନ୍ତି। ରବିବାର ମହାରାଷ୍ଟ୍ର କ୍ୟାବିନେଟ୍ ମଧ୍ୟ ଏହି ପେନ୍ସନ୍…
ରାହୁଲ-ଅଖିଳେଶଙ୍କ ଏହି ଦାବିର ସମର୍ଥନରେ ବାହାରିଲେ ଚିରାଗ ପାଶ୍ବାନ, ପୁଣି ରଖିଲେ ଏନଡିଏ ବିରୋଧୀ ମତ
ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରରେ ମନ୍ତ୍ରୀ ତଥା ଜନଶକ୍ତି ପାର୍ଟିର (ରାମ ଭିଲାସ) ରାଷ୍ଟ୍ରୀୟ ସଭାପତି ପୁଣି ଥରେ ଏନଡିଏର ଆଦର୍ଶରୁ ଭିନ୍ନ ମତ ରଖିଥିବାର ନଜର ଆସିଛନ୍ତି।ରବିବାର ଚିରାଗ ପାଶ୍ବାନ ଜାତିଗତ ଜନଗଣନା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି…
ନିର୍ବାଚନକୁ ଡରୁଛି ଭାଜପା, କଂଗ୍ରେସର ହେବ ବିପୁଳ ବିଜୟ
ନୂଆଦିଲ୍ଲୀ,୨୫।୮: ହରିୟାଣା କୈଥଲରେ ଅଗ୍ରୱାଲ ଯୁବ ସଭାର ବହୁ ସଦସ୍ୟ ରବିବାର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ଏମପି ରଣଦୀପ ସୁରଜୱାଲାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହି ସମୟରେ ହରିୟାଣାରେ ମତଦାନ ତାରିଖ ବଢାଇବାକୁ ଭାଜପାର ଦାବି…
‘କୃଷକ ଆନ୍ଦୋଳନ ସମୟରେ ବଳାତ୍କାର-ହତ୍ୟା…’, କଙ୍ଗନାଙ୍କ ବିବାଦୀୟ ବୟାନକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ,୨୫।୮: ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଭାରତୀୟ ଜନତା ପାର୍ଟି (ଭାଜପା)ଏମପି କଙ୍ଗନା ରାଣାଓ୍ବତ ଅନେକ ସମୟରେ ତାଙ୍କ ଲଗାମଛଡା ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ସେ ଅନେକ ଥର କଂଗ୍ରେସ ଏବଂ ଲୋକ ସଭା ଏମପି ରାହୁଲ…
ନୂଆ ପେନସନ ସ୍କିମକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ
ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାର ଶନିବାର ଅର୍ଥାତ୍ ଅଗଷ୍ଟ ୨୪ରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ)କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଠିକ୍ ଏହାର ଦିନକ ପରେ ଅର୍ଥାତ୍ ରବିବାର ବିରୋଧୀ ଦଳ କଂଗ୍ରେସ ଏହି ଯୋଜନା ସମ୍ପର୍କରେ ମୋଦି ସରକାରଙ୍କ ଉପରେ ଖୁବ…
ବିଧାନସଭା ନିର୍ବାଚନ ପୂର୍ବରୁ କେଜରିଓ୍ବାଲଙ୍କୁ ବଡ ଝଟ୍କା
ନୂଆଦିଲ୍ଲୀ,୨୫।୮: ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ପ୍ରାୟ ଗତ ୫ ମାସ ହେବ ଜେଲରେ ବନ୍ଦ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବଲଙ୍କ ନେତୃତ୍ୱ ବିନା ଆମ ଆଦମୀ ପାର୍ଟି(ଏଏପି) ଅନେକ ସମସ୍ୟାର ସାମ୍ନା…
୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ, ବଢୁଛି ଉତ୍ତେଜନା
ନୂଆଦିଲ୍ଲୀ,୨୫।୮: ନିକଟ ଅତୀତରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେଶ ବ୍ୟବହାର କରିଥିଲେ।…
ନାଁ ନ ନେଇ ଦିଦିଙ୍କ ଉପରେ ବର୍ଷିଲେ ମୋଦି
ଜଲଗାଁଓ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅଗଷ୍ଟ ୨୫) ମହାରାଷ୍ଟ୍ରର ଜଲଗାଓଁରେ ଏକ ରାଲିରେ ଉଦବୋଧନ ଦେଇ କୋଲକାତା ବଳାତ୍କାର-ହତ୍ୟା ମାମଲାରେ ନାଁ ନ ନେଇ ମହଳାଙ୍କ ସହ ଅପରାଧ କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ…

