ଜାତୀୟ

ମୃତ ଡାକ୍ତରଙ୍କ ପରିବାରକୁ ଟଙ୍କା ଯାଚିନାହିଁ: ମମତା

କୋଲକାତା,୧୦ା୯: କୋଲକାତା ଆର୍‌.ଜି. କର ହସ୍ପିଟାଲର ମହିଳା ଡାକ୍ତରଙ୍କ ପରିବାର ସଦସ୍ୟଙ୍କୁ କଦାପି ଟଙ୍କା ଯାଚି ନ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ଡାକ୍ତରଙ୍କ ପରିବାରକୁ ଟଙ୍କା ଯଚାଯାଇଥିବା, ମାମଲାକୁ ଚାପିଦେବାକୁ ପୋଲିସ ଉଦ୍ୟମ କରିଥିବା ଆଦି…

ରାଜନୀତିରୁ ଭଲପାଇବା, ସମ୍ମାନ, ବିନମ୍ରତା ହଜିଯାଇଛି: ରାହୁଲ

ଓ୍ବାଶିଂଟନ,୧୦ା୯: ଭାରତୀୟ ରାଜନୀତିରୁ ଭଲ ପାଇବା, ସମ୍ମାନ ଏବଂ ବିନମ୍ରତା ହଜିଯାଇଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ଆମେରିକା ଗସ୍ତରେ ଥିବା ରାହୁଲ ଟେକ୍ସାସ୍‌ଠାରେ ଭାରତୀୟ-ଆମେରିକୀୟମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। ବିରୋଧୀ ଦଳ…

ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ମହନ୍ତ ନୃତ୍ୟଗୋପାଳ ହସ୍ପିଟାଲରେ ଭର୍ତ୍ତି

ଲକ୍ଷ୍ନୌ,୧୦ା୯ (ପି.ଟି.): ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ପରିସ୍ରାଜନିତ ସମସ୍ୟା ସମେତ ଅନ୍ୟାନ୍ୟ ସମସ୍ୟା ଦେଖାଦେବାରୁ ରବିବାର ସନ୍ଧ୍ୟାରେ ତାଙ୍କୁ ମେଦାନ୍ତା…

ଭାରତ ଓ ୟୁଏଇ ମଧ୍ୟରେ ୪ ଚୁକ୍ତିନାମା

ନୂଆଦିଲ୍ଲୀ, ୧୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆବୁଧାବୀର କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ଖାଲିଦ୍‌ ବିନ୍‌ ମହମ୍ମଦ ବିନ୍‌ ଜାୟଦ ଅଲ୍‌ ନାହୟାନ୍‌ଙ୍କ ସହ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଆଲୋଚନା କରିଛନ୍ତି। ଏହି ଅବସରରେ ୨ ଦେଶ ପରସ୍ପର ସହ ରଣନୈତିକ…

କାଳିନ୍ଦୀ ଏକ୍ସପ୍ରେସ ଉଡ଼ାଇବାକୁ ଷଡ଼ଯନ୍ତ୍ର

କାନପୁର,୧୦।୯(ପି.ଟି.): ଉତ୍ତରପ୍ରଦେଶର କାନପୁରରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣାକୁ ରୋକାଯାଇପାରିଛି। ରବିବାର ରାତିରେ ପ୍ରୟାଗରାଜରୁ ହରିୟାଣାର ଭିଓ୍ବାନୀ ଅଭିମୁଖେ ଯାଉଥିବା କାଳିନ୍ଦୀ ଏକ୍ସପ୍ରେସକୁ ବିସ୍ଫୋରଣରେ ଉଡ଼ାଇ ଦେବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ଷଡଯନ୍ତ୍ର ପଛରେ ଆତଙ୍କବାଦୀ ସମ୍ପୃକ୍ତ ଥିବା ସନ୍ଦେହ…

ଭାରତକୁ ଇଲିଶି ରପ୍ତାନି ଉପରେ ବାଂଲାଦେଶର କଟକଣା

ଢାକା, ୯।୯: ବାଂଲାଦେଶର ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରଙ୍କ ଭାରତ ପ୍ରତି କଠୋର ମନୋଭାବର ଆଭାସ ମିଳିଛି। ଦୁର୍ଗାପୂଜା ନିକଟତର ହେଉଥିବାବେଳେ ବାଂଲାଦେଶ ସରକାର ଭାରତକୁ ପଦ୍ମା ହିଲ୍‌ଶା ବା ଇଲିଶି ରପ୍ତାନି ଉପରେ କଟକଣା ଲଗାଇଛନ୍ତି। ଏହାକୁ ନେଇ…

କୋଲକାତା ଡାକ୍ତର ବଳାତ୍କାର ମାମଲାରେ ନୂଆ ମୋଡ, ଫୋରେନସିକ ରିପୋର୍ଟରେ ଆସିଲା ଚାଞ୍ଚଲ୍ୟକର ଖବର, ସିବିଆଇ ଶୁଣି…

କୋଲକାତା,୯।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାରେ ଏକ ନୂଆ ମୋଡ ଦେଖାଦେଇଛି। ସିବିଆଇ ଅନୁସନ୍ଧାନରେ ଏ ପର୍ଯ୍ୟନ୍ତ କିଛି ଏଭଳି ଜିନିଷ ସାମ୍ନାକୁ ଆସିଛି, ଯାହା ସମଗ୍ର ମାମଲାର ଗତି ବଦଳାଇପାରେ। ସିବିଆଇ ସୂତ୍ର…

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ରାଜ୍ୟଗୁଡ଼ିକୁ ସତର୍କ ରହିବାକୁ ଆଡଭାଇଜରି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ,୯ା୯ : ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍‌ନାକୁ ଆସିବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କ ଓ ପ୍ରସ୍ତୁତ ରହିବା ପାଇଁ କେନ୍ଦ୍ର ସରକାର ସୋମବାର ଆଡଭାଇଜରି ଜାରି କରିଛନ୍ତି। ଗୋଷ୍ଠୀରେ ସମସ୍ତ ସନ୍ଦିଗ୍ଧ ମଙ୍କିପକ୍ସ ମାମଲାର ଯାଞ୍ଚ…

କୋଲକାତା କାଣ୍ଡ: ‘ମିଛ କହୁଛନ୍ତି ମମତା ବାନାର୍ଜୀ’, ଏମିତି କାହିଁକି କହିଲେ ପୀଡିତାଙ୍କ ମା’

କୋଲକାତା,୯।୯: କୋଲକାତାରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସମଗ୍ର ଦେଶରେ ଉତ୍ତେଜନା ରହିଛି। ଏହି ସମୟରେ ସୋମବାର ନବନ୍ନାରେ ଏକ ଖବରଦାତା ସମ୍ମିଳନୀରେ ସିଏମ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ଆର.ଜି କର ମେଡିକାଲ କଲେଜ ମାମଲାରେ…

ଭାଜପା ସମ୍ପର୍କରେ କଂଗ୍ରେସର ଏତିକି ବିଧାୟକ: ହିମନ୍ତ ବିଶ୍ୱ ଶର୍ମାଙ୍କ ବିସ୍ଫୋରକ ବୟାନ

ରାଞ୍ଚି,୯।୯: ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି , ସେ କଂଗ୍ରେସର ଅନେକ ବିଧାୟକ ଏବଂ ଜେଏମଏମଙ୍କ ସହ…

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର, ମା’ ଘରେ ନ ଥିବା ସୁଯୋଗ ନେଇ…

ହାଇଦ୍ରାବାଦ,୯।୯: ତେଲଙ୍ଗାନାର ସିଦ୍ଧିପେଟ ଜିଲାର ନବମ ଶ୍ରେଣୀ ଛାତ୍ରୀଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣା ସମ୍ପର୍କରେ ଯେତେବେଳେ ପରିବାର ଲୋକେ ଜାଣିବାକୁ ପାଇଲେ ସେତେବେଳେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିଲେ ଏବଂ ଅଭିଯୁକ୍ତଙ୍କ…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଭାଜପା କାର୍ଯ୍ୟାଳୟ ଆକ୍ରମଣ ଯୋଜନା କରିଥିଲା ISIS: ଚାଞ୍ଚଲ୍ୟକର ଖୁଲାସା କଲା ଏନ୍‌ଆଇଏ

ନୂଆଦିଲ୍ଳୀ,୯।୯: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ସୋମବାର ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଆଇପିସି, ୟୁଏ(ପି) ଅଧିନିୟମ, ବିସ୍ଫୋରକ ପଦାର୍ଥ ଅଧିନିୟମ ଏବଂ ପିଡିଏଲ୍‌ପି ଅଧିନିୟମର ସମ୍ପୃକ୍ତ ବିଭାଗ ଅଧୀନରେ ମୁସାଭିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?