ଜାତୀୟ

ଏସିଆର ତୃତୀୟ ଶକ୍ତିଶାଳୀ ଦେଶ ହେଲା ଭାରତ, ସୁପର ପାଓ୍ବାର ଋଷିଆ-ଜାପାନକୁ ପଛରେ ପକାଇଲା

ନୂଆଦିଲ୍ଲୀ,୨୬।୯: ଜାପାନକୁ ପଛରେ ପକାଇଲା ଭାରତ। ଏସିଆରେ ତୃତୀୟ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେଲା ଭାରତ। ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଭାରତ ଏସିଆର ତୃତୀୟ ସ୍ଥାନରେ ପହଞ୍ଚିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।…

ଦିଲ୍ଲୀରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ଗୃହରେ ବହୁମତ ସାବ୍ୟସ୍ତ କରିବେ ଆତିଶୀ

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀରେ ନୂଆ ସରକାର ଆସିଛି। ତେଣୁ ଆଜିଠାରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ ଉଭୟ ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଏହା ଆତିଶିଙ୍କ ପ୍ରଥମ କାର୍ଯ୍ୟକାଳ ହେବ।…

ତୁରନ୍ତ ଲେବାନନ୍‌ ଛାଡନ୍ତୁ ଭାରତୀୟ: ଦୂତାବସ ପକ୍ଷରୁ ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ,୨୬।୯: ଇସ୍ରାଏଲ ଲେବାନନରେ ଏୟାର ଷ୍ଟ୍ରାଇକକୁ ତୀବ୍ର କରିଛି। ହେଜ୍‌ବୋଲ୍ଲା ମଧ୍ୟ କ୍ରମାଗତ ଭାବରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ସେଠାରେ ଅବସ୍ଥା କ୍ରମାଗତ ଭାବେ ଖରାପ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ସେଠାରେ ରହୁଥିବା…

ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ କରିବ ଲୋକାୟୁକ୍ତ

ବେଙ୍ଗାଲୁରୁ, ୨୬ା୯: ମହୀଶୂର ଅର୍ବାନ ଡେଭେଲପ୍‌ମେଣ୍ଟ ଅଥରିଟି (ଏମ୍‌ୟୁଡିଏ) ଜମି ଦୁର୍ନୀତି ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବିରୋଧରେ ଥିବା ଅଭିଯୋଗ ଉପରେ ଲୋକାୟୁକ୍ତ ତଦନ୍ତ ନେଇ ବୁଧବାର ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ…

ୟୁପି ପରେ ହିମାଚଳ: ବୋର୍ଡରେ ରହିବ ହୋଟେଲ ମାଲିକଙ୍କ ନାଁ

ଶିମ୍‌ଲା, ୨୬।୯: ହିମାଚଳ ପ୍ରଦେଶର ସମସ୍ତ ଖାଦ୍ୟ ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ମାଲିକଙ୍କ ନାମ ଓ ଠିକଣାକୁ ଭଲ ଭାବେ ପ୍ରଦର୍ଶନ କରିବାକୁ ପଡ଼ିବ। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ରାଜ୍ୟ ସହରୀ ବିକାଶ ଏବଂ ମ୍ୟୁନିସିପାଲିଟି କର୍ପୋରେଶନର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି…

କୃଷି ଆଇନ ମନ୍ତବ୍ୟ: କ୍ଷମା ମାଗିଲେ କଙ୍ଗନା

ନୂଆଦିଲ୍ଲୀ, ୨୬।୯: ୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍‌ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ତେବେ ବୁଧବାର ସେ ଏହି ବୟାନକୁ ନେଇ କ୍ଷମା ମାଗିଛନ୍ତି।…

କ୍ୱିକ୍‌ କମର୍ସ ଗ୍ରୋସେରି: ୩୧% ସହରୀ ବ୍ୟବହାରକାରୀ

ନୂଆଦିଲ୍ଲୀ,୨୬ା୯:ଗ୍ରୋସେରି କିଣାକିଣି କ୍ଷେତ୍ରରେ ବର୍ତ୍ତମାନ କ୍ୱିକ୍‌ କମର୍ସ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଜରିଆ ପାଲଟିଛି। ୩୧% ଅନ୍‌ଲାଇନ୍‌ କ୍ରେତା ଇନ୍‌ଷ୍ଟାଣ୍ଟ ଡେଲିଭରି ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ ନିର୍ଭର କରୁଥିବାବେଳେ ୩୯% ସେମାନଙ୍କ ଟପ୍‌-ଅପ୍‌ ପର୍ଚେଜ୍‌ ପାଇଁ ବ୍ୟବହାର କରୁଛନ୍ତି। ଡେଟା ଆନାଲିଟିକ୍‌ ଫାର୍ମ…

ଆମକୁ ବିଦେଶୀ ପ୍ରମାଣପତ୍ର ଲୋଡ଼ାନାହିଁ: ଓମାର

ଶ୍ରୀନଗର,୨୬ା୯: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ଏହାକୁ ସମାଲୋଚନା କରିଛନ୍ତି। ଓମାର କହିଛନ୍ତି, ଜମ୍ମୁ-କଶ୍ମୀରରେ ନିର୍ବାଚନ ଏକ ଆଭ୍ୟନ୍ତରୀଣ ବ୍ୟାପାର। କେନ୍ଦ୍ର ସରକାର ବିଦେଶୀମାନଙ୍କୁ ନିର୍ବାଚନ ଯାଞ୍ଚ କରାଇବା ପାଇଁ ଡାକିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।…

୩୭୦ ପାଇଁ ଆନ୍ଦୋଳନ କରିବ ଇଣ୍ଡିଆ

ଜମ୍ମୁ,୨୬ା୯: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ପୁନଃ ଅବସ୍ଥାପିତ ନ କଲେ ଇଣ୍ଡିଆ ବ୍ଲକ୍‌ ସଡ଼କରୁ ସଂସଦ ପର୍ଯ୍ୟନ୍ତ ପୂର୍ଣ୍ଣ ବଳ ପ୍ରୟୋଗ ପୂର୍ବକ ଆନ୍ଦୋଳନ କରିବ। କଂଗ୍ରେସ ନେତା…

ଗୁଣବତ୍ତା ଯାଞ୍ଚରେ ୫୩ ଔଷଧ ଫେଲ୍‌: ପାରାସିଟାମୋଲ, କ୍ଲାଭମ୍‌ ୬୨୫, ପାନ୍‌ ଡି’କୁ ନେଇ ବଢ଼ିଲା ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ,୨୬ା୯:ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ୍‌ (ସିଡିଏସ୍‌ସିଓ) ଏହାର ସଦ୍ୟତମ ମାସିକ ଡ୍ରଗ୍‌ ଆଲର୍ଟ ଲିଷ୍ଟରେ ପାରାସିଟାମୋଲ ସମେତ ୫୩ ଔଷଧକୁ ‘ନଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡ କ୍ୱାଲିଟି(ଏନ୍‌ଏସ୍‌କ୍ୟୁ) ଆଲର୍ଟ’ ଭାବେ ବର୍ଗୀକୃତ କରିଛି। କାରଣ ଯାଞ୍ଚ ବେଳେ ଏହି ୫୩ ଔଷଧ…

ଆପଣଙ୍କ ଗାଡ଼ିରେ ଅଧିକ ଟଙ୍କା ଫାଇନ୍ ଅଛି କି ? ଇନ୍‌ସ୍ୟୁରାନ୍ସ କରିବା ବେଳେ ଗଣିବାକୁ ପଡ଼ିପାରେ ମୋଟା ଅଙ୍କର ଟଙ୍କା

ନୂଆଦିଲ୍ଲୀ,୨୫।୯: ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ଲାଗି ନୂଆ ନିୟମ ଆଣିପାରନ୍ତି କେନ୍ଦ୍ର ସରକାର। ପ୍ରସ୍ତାବିତ ନିୟମ ଆସିଲେ ବିଶେଷ କରି ଯେଉଁମାନଙ୍କର ଗାଡ଼ିରେ ପୂର୍ବରୁ ବିଭିନ୍ନ ଫାଇନ୍ ବା ଚାଲାଣ ଅଛି ସେମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏନେଇ…

‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି କ୍ଷମା ମାଗିବାକୁ ପଡ଼ିବ’: କଙ୍ଗନା ରାନାୱତଙ୍କ ମନ୍ତବ୍ୟ ପରେ ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୫।୯: ଭାଜପା ଏମପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଚାଷୀଙ୍କ ଉପରେ ମନ୍ତବ୍ୟ ପରେ ରାଜନୈତିକ ବୟାନବାଜି ବନ୍ଦ ହେବାର ନାଁ ନେଉନାହିଁ। କଂଗ୍ରେସ ଲଗାତାର ଅଭିଯୋଗ ଲଗାଉଛି ଯେ ଭାଜପା ପୁଣିଥରେ କୃଷକଙ୍କ ଉପରେ ତିନି କୃଷି ଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?