‘ଆମର ଏଠି ନେତା ପୁଅ ନେତା ହୁଅନ୍ତିନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି’
ଭୁବନେଶ୍ୱର,୨୬ା୯: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଗୁରୁବାର ଭୁବନେଶ୍ୱରରେ ପହଞ୍ଚି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ନଡ୍ଡା ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇବା ସହ ଭାଜପା ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ…
ମାତ୍ର ୩୪୨ ଟଙ୍କାରେ କିଣନ୍ତୁ ଭାରତ-ପାକିସ୍ତାନ ବିଶ୍ୱକପ୍ ଟିକେଟ୍: ଏହି ଦିନ ଖେଳାଯିବ ମହାମୁକାବିଲା
ନୂଆଦିଲ୍ଲୀ,୨୬।୯: ସଂଯୁକ୍ତ ଆରବ ଏମିରେଟ୍ସରେ ଆଇସିସି ମହିଳା ଟି-୨୦ ବିଶ୍ୱକପ ୨୦୨୪ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟ ୩ ଅକ୍ଟୋବରରୁ ଆରମ୍ଭ ହେଉଛି। ହରମାନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୁବାଇରେ ପହଞ୍ଚିଛି। ଏଥି ସହିତ ଆଇସିସି ମହିଳା ଟି-୨୦ ବିଶ୍ୱକପ…
ଏନଡିଏ ଗଠବନ୍ଧନକୁ ଚ୍ୟାଲେଞ୍ଜ ଦେବେ ଚିରାଗ ପାସୱାନ! ବଡ଼ ପୋଲ ଖୋଲିଦେଲେ ଏଲଜେପି ନେତା
ପାଟନା,୨୬।୯: ବିହାରର ଲୋକ ଜନଶକ୍ତି ପାର୍ଟି ଆଗାମୀ ଦିନରେ ଉତ୍ତରପ୍ରଦେଶର ୧୦ଟି ଆସନରେ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି। ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଗୁରୁବାର ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ସେ କୌଶାମ୍ବି ଜିଲାର ଏକ ରାଲିରେ…
ଜରିମାନା ସହ ଜେଲ ଗଲେ ସଞ୍ଜୟ ରାଉତ, ଭାଜପା ନେତାଙ୍କ ସ୍ତ୍ରୀ କରିଥିଲେ ଏଫ୍ଆଇଆର
ନୂଆଦିଲ୍ଲୀ,୨୬।୯: ମାନହାନୀ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଦଣ୍ଡିତ କରାଯାଇଛି। ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ସଞ୍ଜୟଙ୍କୁ ଏହି ଜେଲ ଦଣ୍ଡାଦେଶ କରିଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ। ଭାଜପା ନେତା କିରିଟ…
ଚାଇନାର ବଡ଼ ଷଡ଼ଯନ୍ତ୍ର: ଏହି ଆପ୍ ଜରିଆରେ ଭାରତରୁ ଚାଇନା ନେଇଛି ୪୦୦ କୋଟି ଟଙ୍କା, ଇଡି କହିଲା…
ନୂଆଦିଲ୍ଲୀ,୨୬ା୯: ଅନ୍ଲାଇନ୍ ଗେମିଂ ଆପ୍ ବିରୋଧରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍(ଇଡି) କଡ଼ା ପଦକ୍ଷେପ ଗ୍ରହଣ କରିଛି। ଇଡି ପ୍ରାୟ ୨୫ କୋଟି ଟଙ୍କା ଜବତ କରିଛି। ଚାଇନାର FIEWIN ଗେମିଂ ଆପ୍ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଏନ୍ଫୋର୍ସମେଣ୍ଟ…
ଭାଜପାକୁ ଫସାଇଦେଲେ କଙ୍ଗନା: କଂଗ୍ରେସକୁ ମିଳିବ ଜବରଦସ୍ତ ଲାଭ
ନୂଆଦିଲ୍ଲୀ,୨୬।୯: ୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ଯାହାକୁ ନେଇ ତୁମ୍ତତେବେ ବୁଧବାର ସେ ଏହି ବୟାନକୁ ନେଇ କ୍ଷମା…
କୃଷକଙ୍କ ପାଇଁ ଖୁସିଖବର: ଏହି ଦିନ ଖାତାକୁ ଆସିବ ଟଙ୍କା
ନୂଆଦିଲ୍ଲୀ,୨୬।୯: ଦେଶର କୋଟି କୋଟି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୮ତମ କିସ୍ତିର ତାରିଖ ଘୋଷଣା କରାଯାଇଛି। ସରକାରୀ ୱେବସାଇଟ ଅନୁଯାୟୀ, ଅକ୍ଟୋବର ୫, ୨୦୨୪ରେ ୧୮ତମ କିସ୍ତିର ପରିମାଣ କୃଷକଙ୍କ…
ପ୍ରବଳ ବର୍ଷା ଯୋଗୁ ମୋଦିଙ୍କ ପୁଣେ ଗସ୍ତ ବର୍ଷା ବାତିଲ୍
ନୂଆଦିଲ୍ଲୀ,୨୬।୯: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଣେ ଗସ୍ତ ବାତିଲ ହୋଇଛି। ମହାରାଷ୍ଟ୍ରର ଅନେକ ସହରରେ ପ୍ରବଳ ବର୍ଷା ହେତୁ ପରିସ୍ଥିତି ଚିନ୍ତାର କାରଣ ହୋଇଛି। ରାସ୍ତାରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ସାଧାରଣ ଜୀବନ…
ପ୍ରଜ୍ଞାନନ୍ଦ-ଇରିଗାସିଙ୍କ ମ୍ୟାଚ ଦେଖି ମୋଦି ମୁଗ୍ଧ:ପ୍ରଶଂସାରେ ପୋତିପକାଇଲେ
ନୂଆଦିଲ୍ଲୀ, ୨୬।୯ (ପି.ଟି.):ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍ ଅଲିମ୍ପିଆଡ୍ରେ ଐତିହାସିକ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳ (ମହିଳା ଓ ପୁରୁଷ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ବୁଧବାର ଉଭୟ ମହିଳା ଓ ପୁରୁଷ ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ…
କଙ୍ଗନାଙ୍କୁ ଟାର୍ଗେଟ କଲେ ନିଜ ଦଳର ନେତା, କହିଲେ ଭଡଭଡ ହୋଇ….
ନୂଆଦିଲ୍ଲୀ,୨୬।୯: ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତଙ୍କ ୩ କୃଷି ବିଲ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ ଜାତୀୟ ରାଜନୀତି ସରଗରମ ରହିଛି। ସ୍ଥିତି ଏପରି ହୋଇଛି ଯେ, ନିଜ ଦଳର ନେତା ତାଙ୍କୁ ଲଗାତାର ସମାଲୋଚନା କରୁଛନ୍ତି। ମଣ୍ଡିର…
କାହିଁକି ପ୍ରେମିକାଙ୍କୁ ୫୯ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲେ ମୁକ୍ତିରଞ୍ଜନ: ସୁଇସାଇଡ୍ ନୋଟ୍ରୁ ଖୋଲିଲା ଗୁମର
ବେଙ୍ଗାଲୁରୁ,୨୬।୯: ଅପରାଧୀ ଯେତେ ଚାଲାକ ଚତୁର ହେଲେ ମଧ୍ୟ ଦଣ୍ଡରୁ ବର୍ତ୍ତିପାରିବେ ନାହିଁ। ଆଇନ ଅଦାଲତରେ ଦଣ୍ଡିତ ହେବା ପୂର୍ବରୁ ସମ୍ଭବତଃ ଧରାପଡ଼ିବା ଭୟରେ ଆମତ୍ହତ୍ୟା କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ବହୁଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟା…
ପ୍ରବଳ ବର୍ଷା: ସ୍କୁଲ-କଲେଜ ଛୁଟି ଘୋଷଣା
ମୁମ୍ବାଇ,୨୬।୯: ମୁମ୍ବାଇରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି। ଅନେକ ଲୋକ ବର୍ଷାରେ ଫସି ରହିଛନ୍ତି। ବର୍ଷା ଯୋଗୁ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସ୍କୁଲ-କଲେଜ୍…

