ଜାତୀୟ

ଭାଜପାକୁ ଲାଗିଲା ବଡ ଝଟ୍‌କା, ୨୦ ବର୍ଷ ଦଳରେ ଥାଇ ଏବେ…

ରାଞ୍ଚି,୨୬।୯: ଚେନପୁର ରାଜ ପରିବାରର ସଦସ୍ୟ ତଥା ଭାଜପାର ପୂର୍ବତନ ରାଜ୍ୟ ମନ୍ତ୍ରୀ ବିବେକ ଭବାନୀ ସିଂ ବୁଧବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ରାଜ୍ୟ କଂଗ୍ରେସ ସଭାପତି କେଶବ ମହତୋ କମଲେଶଙ୍କ ଦ୍ୱାରା କଂଗ୍ରେସର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି…

ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟକା!

ନୂଆଦିଲ୍ଲୀ,୨୬।୯: ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଗୁଜରାଟ ସରକାରଙ୍କୁ ଏକ ବଡ ଝଟ୍‌କା ଲାଗିଛି। ଗୁରୁବାର ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେଉଁଥିରେ ବିଲକିସ ବାନୋ ମାମଲାରେ ଜଡିତ ଦୋଷୀଙ୍କୁ ମୁକ୍ତ କରିବାର ଆଦେଶର ସମିକ୍ଷା ପାଇଁ ଆବେଦନ…

ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୯: ଶ୍ରମିକ ବିଶେଷକରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ କେନ୍ଦ୍ର ସରକାର ସର୍ବନିମ୍ନ ମଜୁରୀ ହାରରେ ପରିବର୍ତ୍ତନଶୀଳ ମହଙ୍ଗା ଭତ୍ତା (ଭିଡିଏ) ସଂଶୋଧନ କରି ଘୋଷଣା…

କୃଷକଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କଲେ ସରକାର

ରାଞ୍ଚି,୨୬।୯: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ଠିକ ପୂର୍ବରୁ ରାଜ୍ୟର ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ସରକାର କୃଷକଙ୍କ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ କରିଛନ୍ତି। ଗୁରୁବାର ରାଞ୍ଚିର ପ୍ରଭାତ ତାରା ଗ୍ରାଉଣ୍ଡରେ ଆୟୋଜିତ ହୋଇଥିବା ‘କିସାନ ସମ୍ମେଳନ’ ସମୟରେ…

ଏନଡିଏ ହିଁ ଏନଡିଏକୁ ହରାଇଛି, ଉପେନ୍ଦ୍ରଙ୍କ ଚମକାଇଭା ଭଳି ବୟାନ

ଔରଙ୍ଗାବାଦ,୨୬।୯: ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟ ସଭା ସଦସ୍ୟ ଉପେନ୍ଦ୍ର କୁଶୱାହ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କର୍ମୀମାନଙ୍କ ସହ ଲୋକ ସଭା ନିର୍ବାଚନର ଫଳାଫଳ ସମୀକ୍ଷା କରାଯାଇଛି। ସମୀକ୍ଷା ବୈଠକରୁ ଜଣାପଡିଛି ଯେ…

ୟୁ ଟ୍ୟୁବର ଏଲଭିଶ ଯାଦବ, ଫାଜିଲପୁରିଆଙ୍କ ଉପରେ ଇଡିର ଆକ୍ସନ

ନୂଆଦିଲ୍ଲୀ,୨୬।୯: ମନି ଲଣ୍ଡରିଂ ମାମଲାରେ ୟୁଟ୍ୟୁବର୍‌ ଏଲଭିଶ ଯାଦବ ଏବଂ ଅନ୍ୟ କେତେକଙ୍କ ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ବହୁ ପରିମାଣର ସମ୍ପତ୍ତି ଜବତ କରିଛି। ସରକାରୀ ସୂତ୍ର ଗୁରୁବାର ସମ୍ବାଦ ଏଜେନ୍ସି ପିଟିଆଇକୁ ଏହି ସୂଚନା…

ମୋଦି ବହୁତ ଶକ୍ତିଶାଳୀ, ହେଲେ ଭାଗବାନ ନୁହେଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୬।୯: ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ ଦିଲ୍ଲୀର କାମ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି। ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ…

ରାହୁଲ ବାବାଙ୍କ ୩ ପିଢି ପର୍ଯ୍ୟନ୍ତ ଏତେ ଦମ୍‌ ନାହିଁ ଯେ ୩୭୦ ଫେରାଇ ଆଣିବେ: ଶାହା

ନୂଆଦିଲ୍ଲୀ,୨୬।୯: ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଉଧମପୁର, ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ଟାର୍ଗେଟ…

ଅଧାରୁ ଭାଷଣ ବନ୍ଦ କରି କାହିଁକି ହସିଲେ ମୋଦି

ଚଣ୍ଡିଗଡ଼,୨୬।୯: ହରିୟାଣାର ସୋନିପତ ଠାରେ ବୁଧବାର ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ହଠାତ୍‌ ଅଧାରୁ ଅଟକି ଯାଇଥିଲେ। ସେ ତାଙ୍କ ଭାଷଣ ବନ୍ଦ କରି ଏକ ବାଳକ ବିଷୟରେ କହିବାକୁ ଲାଗିଲେ। ଘଟଣା…

୧ ନମ୍ବର ଆସନରୁ ଯାଇ ପୁରା ଶେଷ ଆସନରେ ବସିଲେ କେଜରିଓ୍ବାଲ, ଦିଲ୍ଲୀ ବିଧାନସଭାରେ ଅଜବ ଦୃଶ୍ୟ

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ବଦଳିଛି। ବର୍ତ୍ତମାନ କେଜରିୱାଲଙ୍କ ସିଟ ନମ୍ବର ୧ ରୁ ୪୧କୁ ବଦଳିଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଧାନସଭାର ସିଟ ନମ୍ବର ୧ ରେ ବସିବେ ଏବଂ…

କଙ୍ଗନାଙ୍କୁ ନେଇ ଏମିତି କହିଦେଲେ ଚିରାଗ ପାଶଓ୍ବାନ୍‌: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୯: ରାଜନୀତିରେ ପ୍ରବେଶ କରିବା ପରେ ଗତ ମାସରେ ସଂସଦ ବାହାରେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଚିରାଗ ପାଶୱାନଙ୍କ ସାକ୍ଷାତର ଫଟୋ ଭାଇରାଲ ହୋଇଥିଲା। ସେହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଥିଲା। ଏହାପରେ କଙ୍ଗନା ଚିରାଗଙ୍କ ମଧ୍ୟରେ…

ଭାରତଠାରୁ ପଙ୍ଗା ନେଇ ଫସିଗଲା ବାଂଲାଦେଶ, ଶାହାଙ୍କ ବୟାନକୁ ନେଇ ଆଖି ଦେଖାଇବା ପରେ…

ଢାକା/ନୂଆଦିଲ୍ଲୀ,୨୬।୯: ବାଂଲାଦେଶରେ ଶେଖ ହସିନା କ୍ଷମତାଚ୍ୟୁତ ହେବାପରେ ବାଂଲାଦେଶର ସ୍ବର ବଦଳୁଥିବା ଦେଖାଯାଉଛି। ମହମ୍ମଦ ୟୁନୁସ ସରକାର ‘ଗୋଟିଏ ପଟେ ଚୋରି ଏବଂ ଅନ୍ୟଟି ସିନାଜୋରି’ ମନୋଭାବରୁ ବାହାରକୁ ଆସିବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ବେଳେବେଳେ ସେ ଭାରତକୁ ଆଖି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?